ଉଇକିପିଡ଼ିଆ ଆଲୋଚନା:ଉଇକିପିଡ଼ିଆ ୧୫/ଗଣସମ୍ପାଦନା

ଲେଖାର ମାନ ଉନ୍ନତ ବାବଦରେ ସମ୍ପାଦନା

ପୁରୀର ସାଙ୍ଗମାନେ ଏତେ ଉତ୍ସାହରେ ଏ ଗଣ-ସମ୍ପାଦନାର ଆୟୋଜନ କରିବା ଦେଖି ଖୁସି ଲାଗୁଛି । ଗତ ପନ୍ଦର ଦିନ ଭିତରେ ଅନେକ ଅଧାଗଢ଼ା ଓ ଛୋଟ ପ୍ରସଙ୍ଗ ଗଢ଼ାଯାଇଛି । ଏ ଗଣ ସମ୍ପାଦନାର ଥିମ "ଟେକନିକାଲ" ଲେଖା ପରିସରରେ ଆସୁଥିବା ଲେଖାଗୁଡ଼ିକ ଏଥିରେ ଉନ୍ନତ କରାଯାଇପାରିଲେ ଭଲ ହୁଅନ୍ତା । --ସୁଭାସିସ ପାଣିଗାହି (ଆଳାପ) ୦୩:୫୫, ୧୧ ଜାନୁଆରୀ ୨୦୧୬ (UTC)

  • ଶୁଭ ଭାଇ, ଏଇ ୫ ଦିନ ପାଇଁ ଏତିକି ଚାଲୁ ତାପରେ ଆଉ ୨୫ ଦିନ ପାଇଁ ଅଧିକ ବୈଷୟିକ ବିଷୟ ଯୋଡ଼ି ଗଣସମ୍ପାଦନା ବ୍ୟାପକ କରିବା.. ସେମାନଙ୍କ ଉତ୍ସାହର ଛୋଟ ପରୀକ୍ଷା ଟିଏ ଦେଖାଯାଉ ସେମାନେ କିପରି ସମ୍ମୁଖିନ ହେଉଛନ୍ତି । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୫:୦୦, ୧୧ ଜାନୁଆରୀ ୨୦୧୬ (UTC)
Return to the project page "ଉଇକିପିଡ଼ିଆ ୧୫/ଗଣସମ୍ପାଦନା".