ଉଇକିପିଡ଼ିଆ:Bots/Requests for approval/PsubhashishBot

ପରିଚାଳକ: Psubhashish

ପ୍ରୋଗ୍ରାମିଂ ଭାଷା: ପାଇଥନ

କାମ: ବନାନଗତ ଭୁଲ ଥିବା ପ୍ରସଙ୍ଗରେ ସାମୁହିକ ସଂଶୋଧନ, ମୁଣ୍ଡିଆ ତାଲିକା ରକ୍ଷଣାବେକ୍ଷଣା ଓ ଅନ୍ୟାନ୍ୟ ସ୍ୱୟଂଚାଳିତ କାମ

ସମୟ: ଆବଶ୍ୟକ ମୁତବକ ।

ଅନ୍ୟାନ୍ୟ ସୂଚନା: PsubhashishBotକୁ ସ୍ୱୟଂଚାଳକ (Bot) ଭାବେ ଚିହ୍ନିତ (Bot status) କରିବା ପାଇଁ ସମର୍ଥନ ଆବଶ୍ୟକ । ଏହା ବ୍ୟବହାର କରି ମୁଣ୍ଡିଆ ଲେଖାମାନଙ୍କର ଉନ୍ନତୀକରଣ ଆଦି କାମ ପାଇଁ ଏହି ସ୍ୱୟଂଚାଳକଟି ମୁଁ ଆରମ୍ଭ କରୁଛି । --PsubhashishBot (ମୋ ଆଲୋଚନା) ୦୯:୨୩, ୫ ମଇ ୨୦୧୪ (UTC)

ଆଲୋଚନା ସମ୍ପାଦନା

  1.   ସମର୍ଥନ ମୋର ସମର୍ଥନ । ବଟ ବିଷୟରେ ଟିକେ ଅଧିକ ଜଣାଇବେ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୫:୪୭, ୬ ମଇ ୨୦୧୪ (UTC)
    ଧନ୍ୟବାଦ! ଉପରେ କାମରେ ଲେଖିଦେଲି । ଅଧିକ କାମ ବିଷୟକ ସୂଚନା ଓ ଅପଡେଟ ସଭ୍ୟ ପୃଷ୍ଠାରେ ଉଲ୍ଲେଖ କରିଛି ।--PsubhashishBot (ମୋ ଆଲୋଚନା) ୦୬:୪୦, ୬ ମଇ ୨୦୧୪ (UTC)
  2.   ସମର୍ଥନ --49.14.199.10 ୧୩:୦୮, ୭ ମଇ ୨୦୧୪ (UTC)
  3.   ସମର୍ଥନ ସମର୍ଥନ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୩୩, ୮ ମଇ ୨୦୧୪ (UTC)
  4.   ସମର୍ଥନ
    ମୋର ଏ ବିଷୟରେ କିଛି ଧାରଣା ନାହିଁ, କିନ୍ତୁ ଏହା ଦ୍ଵାରା ମୁଣ୍ଡିଆ ଲେଖା ଗୁଡିକର ଉନ୍ନତି ହେଲେ ଭଲ ହେବ । --ଆଦିତ୍ୟ ମହାର (ଆଲୋଚନା) ୧୩:୫୪, ୮ ମଇ ୨୦୧୪ (UTC)
    ଆଦିତ୍ୟ ଭାଇ, ସାଧୁବାଦ! ଏଇ ପ୍ରସଙ୍ଗରେ ଦେଖ କିପରି ବନାନ ସୁଧରାଯାଇପାରିବ ଆଉ ପ୍ରତି ମାସ ଏଇ ତାଲିକା ତିଆରି କରି ମୁଣ୍ଡିଆ ଲେଖାର ଆକାର ଅପଡେଟ କରିହେବ । ତେଣୁ ପୁରୁଖା ମାନଙ୍କୁ ଏଠି ସେଠି ନ ଖୋଜି ପ୍ରକଳ୍ପ ପୃଷ୍ଠାରୁ ବାଛି ମୁଣ୍ଡିଆ ପ୍ରସଙ୍ଗମାନଙ୍କୁ ଉନ୍ନତ କରିହେବ ।--PsubhashishBot (ମୋ ଆଲୋଚନା) ୦୪:୩୯, ୯ ମଇ ୨୦୧୪ (UTC)
  5.   ସମର୍ଥନ ମୋର ବି ସମର୍ଥନ :) । --ଶିତିକଣ୍ଠ (ଆଲୋଚନା) ୧୫:୩୦, ୮ ମଇ ୨୦୧୪ (UTC)
ଏଥି ପାଇଁ ସମର୍ଥନ କରିଥିବାରୁ ଅଶେଷ ଧନ୍ୟବାଦ ଭାଇମାନେ! ଏହି ବଟକୁ ଅନୁମତି ମିଳିଗଲା ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୪୨, ୧୦ ମଇ ୨୦୧୪ (UTC)