ଉଇକିପିଡ଼ିଆ:ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮/ଆଲୋଚନା
ମୁଖ୍ୟପୃଷ୍ଠା | ଆଲୋଚନା | ସୂଚନା | ସହାୟତା | ଅଂଶଗ୍ରହଣ କରିଥିବା ଉଇକିଆଳି |
ଆଲୋଚନା
ସମ୍ପାଦନା- ଏଠାରେ ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ ଅନ୍ତର୍ଗତ ଆଲୋଚନା, ମତାମତ ଦେବା ସହିତ ପ୍ରଶ୍ନ ପଚରାଯାଇପାରିବ । ଲେଖିବାପରେ ଦସ୍ତଖତ କରିବାପାଇଁ ଚାରୋଟି ଚିଲଡ଼େ (~) ଚିହ୍ନ ଦିଅନ୍ତୁ ।
ଏହି ଭଳି ପରିସଂଖ୍ୟାନ ଏହି ଗଣସମ୍ପାଦନା ପାଇଁ ତିଆରି କରିବାକୁ ହେଲେ କ'ଣ କ'ଣ ଆବଶ୍ୟକ ? - ସୌମେନ୍ଦ୍ର (ମୋ ଆଲୋଚନା) ୧୭:୩୭, ୨୭ ସେପ୍ଟେମ୍ବର ୨୦୧୮ (IST)
- ସୌମେନ୍ଦ୍ର ଭାଇ, ଏହି ଡ୍ୟାସବୋର୍ଡ଼ ଲିଙ୍କ ବ୍ୟବହାର କରି ଏହି ଗଣସମ୍ପାଦନା ସମ୍ପର୍କିତ ତଥ୍ୟ ମିଳିପାରିବ, ଯଦିଓ ବର୍ତ୍ତମାନସୁଦ୍ଧା ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇସାରିନାହିଁ । - Gayatree Tripathy (ମୋ ଆଲୋଚନା) ୨୩:୩୦, ୨୯ ସେପ୍ଟେମ୍ବର ୨୦୧୮ (IST)
- ଆଛା ଦେଖାଯାଉ କେବେ ପ୍ରସ୍ତୁତ ହେବ ଓ କ'ଣ କ'ଣ ତଥ୍ୟ ମିଳିବ । ସୌମେନ୍ଦ୍ର (ମୋ ଆଲୋଚନା) ୦୧:୧୮, ୩୦ ସେପ୍ଟେମ୍ବର ୨୦୧୮ (IST)
@ଗାୟତ୍ରୀ ମ୍ୟାମ୍ ଦରକାରୀ ପୃଷ୍ଠାଗୁଡ଼ିକର ତାଲିକା ଆବଶ୍ୟକ । ତାଲିକା ତିଆରିରେ କିଛି ସାହାର୍ଯ୍ୟ ଦରକାର ଥିଲେ କୁହନ୍ତୁ । ସୌମେନ୍ଦ୍ର (ମୋ ଆଲୋଚନା) ୦୧:୧୮, ୩୦ ସେପ୍ଟେମ୍ବର ୨୦୧୮ (IST)
ଦରକାରୀ ପୃଷ୍ଠାଗୁଡ଼ିକର ତାଲିକା ଯୋଗହେଲା , କିଛି ତ୍ରୁଟି ଥିଲେ ସୁଧାରି ଦିଅନ୍ତୁ କିମ୍ବା ବାକି କେଉଁ ପୃଷ୍ଠାଟିକୁ ଉନ୍ନତ କରାଯିବ, ତାହା ତାଲିକା ଦେଇପାରିବେ । ସୌମେନ୍ଦ୍ର (ମୋ ଆଲୋଚନା) ୦୧:୪୭, ୩୦ ସେପ୍ଟେମ୍ବର ୨୦୧୮ (IST)