ଉଇକିପିଡ଼ିଆ:ଭିଡିଓୱିକି/ଇନ୍ଫ୍ଲୁଏଞ୍ଜା
ଭିଡିଓୱିକି/ଇନ୍ଫ୍ଲୁଏଞ୍ଜା (Tutorial) | |
---|---|
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
ସଂଜ୍ଞା
ସମ୍ପାଦନାଇନ୍ଫ୍ଲୁଏଞ୍ଜା ବା ଫ୍ଲୁ ଏକ ସଂକ୍ରାମକ ରୋଗ ଯାହା ଇନ୍ଫ୍ଲୁଏଞ୍ଜା ଭୂତାଣୁ ଯୋଗୁ ହୁଏ ।[୧]
ଲକ୍ଷଣ
ସମ୍ପାଦନାଏହାର ସାଧାରଣ ଲକ୍ଷଣ ମଧ୍ୟରେ ଜ୍ୱର, ଶର୍ଦ୍ଦି, ତଣ୍ଟି ଦରଜ, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, କାଶ, ଛିଙ୍କ ଓ ଥକ୍କାଣ ଅନୁଭବ ହୁଏ । [୧][୨]
ଲକ୍ଷଣର ସମୟ
ସମ୍ପାଦନାଭୂତାଣୁ ସଂସ୍ପର୍ଶରେ ଆସିବାର ୨ ଦିନ ପରେ ଏହାର ଲକ୍ଷଣ ଆରମ୍ଭ ହୋଇ ଏକ ସପ୍ତାହରୁ କମ୍ ସମୟ ପର୍ଯ୍ୟନ୍ତ ରହେ ।[୧] କିନ୍ତୁ କାଶ ଦୁଇ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ରହେ । [୧]
ପିଲାଙ୍କଠାରେ ଲକ୍ଷଣ
ସମ୍ପାଦନାପିଲାଙ୍କର ତରଳ ଝାଡ଼ା ଓ ବାନ୍ତି ହୋଇପାରେ[୩] ଜଦିଓ ଏହି ଲକ୍ଷଣ ଗୁଡ଼ିକ ସାଧାରଣତଃ ଏହା ସହିତ କୌଣସି ସମ୍ପର୍କ ନଥିବା ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ବା ୨୪ ଘଣ୍ଟିଆ ଫ୍ଲୁ ଯୋଗୁ ହୋଇପାରେ । [୩]
ଜଟିଳତା
ସମ୍ପାଦନାଇନ୍ଫ୍ଲୁଏଞ୍ଜା ଜଟିଳ ହେଲେ ଭୁତାଣୁ ନିମୋନିଆ, ପାରିପାର୍ଶ୍ୱିକ ଜୀବାଣୁ ନିମୋନିଆ, ସାଇନସ ସଂକ୍ରମଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଆଜ୍ମା ବା ହୃଦ୍ପାତ ଅଧିକ ବିଗିଡ଼ି ଯାଏ । [୪][୨]
କାରଣ
ସମ୍ପାଦନାଚାରି ପ୍ରକାର ଇନ୍ଫ୍ଲୁଏଞ୍ଜା ଭୁତାଣୁ ଥାଏ । ମାନବକୁ କ, ଖ ଓ ଗ ଶ୍ରେଣୀର ଭୂତାଣୁ ଆକ୍ରମଣ କରନ୍ତି ।[୪][୫] ଘ ଶ୍ରେଣୀର ଭୂତାଣୁ ଆକ୍ରମଣ ନକଲେ ମଧ୍ୟ କରିବା କ୍ଷମତା ରଖିଥାଏ । [୫][୬]
ବାୟୁ ବାହିତ ବିସ୍ତାର
ସମ୍ପାଦନାସାଧାରଣତଃ ଭୂତାଣୁ କାଶ ଓ ଛିଙ୍କରୁ ବାହାରି ବାୟୁ ମାଧ୍ୟମରେ[୧] ଅଳ୍ପ ଦୂରତାକୁ ବିସ୍ତାର ଲାଭ କରେ ।[୭]
Surface spread
ସମ୍ପାଦନାଭୂତାଣୁ ସଂକ୍ରମିତ ସ୍ଥାନକୁ ସ୍ପର୍ଶ କରିବା ପରେ ପାଟି ବା ଚକ୍ଷୁକୁ ସ୍ପର୍ଶ କଲେ ମଧ୍ୟ ସଂକ୍ରମଣ ହୁଏ । [୨][୭]
ସଂକ୍ରାମକ ଅବଧି
ସମ୍ପାଦନାରୋଗର ଲକ୍ଷଣ ପ୍ରକାଶିତ ହେବା ସମୟରେ ଓ ତା ପୂର୍ବରୁ ମଧ୍ୟ ଲୋକର ସଂକ୍ରମଣ କ୍ଷମତା ଥାଏ । [୨]
ରୋଗ ନିର୍ଣ୍ଣୟ
ସମ୍ପାଦନାରୋଗୀର ଖଙ୍କାର, ଗଳା ଓ ନାକ ପରୀକ୍ଷା କରି ଭୂତାଣୁ ଥିଲେ[୪] ଦୃତ ଇନଫ୍ଲୁଏଞ୍ଜା ପରୀକ୍ଷା କରି ରୋଗ ଥିବା ନିଶ୍ଚିତ କରାଯାଏ ଯଦିଓ ଏହି ପରୀକ୍ଷାର ଫଳ ବିଯୁକ୍ତାତ୍ମକ ଥିଲେ ମଧ୍ୟ ସଂକ୍ରମଣ ଥାଇପାରେ ।[୪]
ପ୍ରତିଷେଧ
ସମ୍ପାଦନାବାରମ୍ବାର ହସ୍ତ ପ୍ରକ୍ଷାଳନ ଓ ଡାକ୍ତରୀ ମାସ୍କ ବ୍ୟବହାର କଲେ ଭୂତାଣୁ ବିସ୍ତାର ସଙ୍କଟ କମିଯାଏ । [୮][୮]
ଟିକା
ସମ୍ପାଦନାଅତ୍ୟଧିକ ଇନଫ୍ଲୁଏଞ୍ଜା ସଙ୍କଟ ଥିବା ସ୍ଥାନମାନଙ୍କରେ ଲୋକଙ୍କୁ ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରସ କରୁଛି । [୧]
ଟିକାର ପ୍ରଭାବ
ସମ୍ପାଦନାତିନି ବା ଚାରି ପ୍ରକାର ଇନଫ୍ଲୁଏଞ୍ଜା ଉପରେ ଟିକାର ପ୍ରଭାବ ରହେ, [୧] ସାଧାରଣତଃ ଉତ୍ତମ ରୂପେ ସହ୍ୟ କରିହୁଏ, [୧] କିନ୍ତୁ ଭୂତାଣୁର ଦୃତ ବିକାଶ ଯୋଗୁ ଏକ ମାତ୍ର ଋତୁ ନିମନ୍ତେ କାର୍ଯ୍ୟକ୍ଷମ ହୁଏ । [୧]
ଭୂତାଣୁରୋଧୀ ଔଷଧ
ସମ୍ପାଦନାଇଞ୍ଜ୍ଲୁଏଞ୍ଜା ଚିକିତ୍ସା ନିମନ୍ତେ ଓସେଲ୍ଟାମିଭିର ଭଳି ନିଉରାମିନିଡେଜ ଇନହିବିଟର ଔଷଧ ବ୍ୟବହାର କରାଯାଉଛି,[୧] କିନ୍ତୁ ଅନ୍ୟଥା ସୁସ୍ଥ ଲୋକର ରୋଗ ସଙ୍କଟ ଅପେକ୍ଷା ଏହାର ଅଧିକ ଉପକାରୀତା ଜଣାଯାଉନାହିଁ, [୯] ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକ ନିମନ୍ତେ କୌଣସି ଉପକାର ମିଳୁନି । [୯][୧୦]
ରୋଗାନୁଶୀଳନ
ସମ୍ପାଦନାଫ୍ଲୁ ଋତୁରେ ବର୍ଷକୁ ପ୍ରାୟ ୫ ନିୟୁତ ଲୋକଙ୍କର ସାଂଘାତିକ ଇନଫ୍ଲୁଏଞ୍ଜା ରୋଗ ହୋଇ ୨୫୦ରୁ ୫୦୦ ଲୋକ ମୃତ୍ୟୁ ବରଣ କରନ୍ତି । [୧] ପ୍ରତି ବର୍ଷ ଟିକା ନ ନେଇଥିବା ୨୦% ପିଲା ଓ ୧୦% ଯୁବକ ସଂକ୍ରମିତ ହୁଅନ୍ତି ।[୧୧]
ଭୂଗୋଳ
ସମ୍ପାଦନାପୃଥିବୀର ଉତ୍ତର ଓ ଦକ୍ଷିଣ ମଧ୍ୟ ଦ୍ରାଘିମା ଅଞ୍ଚଳରେ ଶୀତଦିନେ ମୂଖ୍ୟତଃ ଏହି ମହାମାରୀ ହୁଏ ଓ ଭୂମଧ୍ୟ ରେଖା ଅଞ୍ଚଳରେ ବର୍ଷର ଯେ କୌଣସି ସମୟରେ ଏହି ରୋଗ ହୁଏ ।[୧]
ସର୍ବୋଚ୍ଚ ମୃତ୍ୟୁ ସଙ୍କଟ
ସମ୍ପାଦନାଅଧିକାଂଶ ସମୟରେ ଅଳ୍ପ ବୟସ୍କ, ବୃଦ୍ଧ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ରୋଗୀଙ୍କର ମୃତ୍ୟୁ ହେଉଥିବା ଦେଖାଯାଏ । [୧] ବଡ଼ ଧରଣର ମହାମାରୀ କମ୍ ଥର ହେବା ଦେଖାଯାଏ । [୪]
ଇତିହାସ
ସମ୍ପାଦନାବିଂଶ ଶତାବ୍ଦୀରେ ତିନି ଥର ପୃଥିବୀ ବ୍ୟାପୀ ଇନଫ୍ଲୁଏଞ୍ଜା ମହାମାରୀ ହୋଇଥିଲା ।
ସ୍ପେନୀୟ ଫ୍ଲୁ
ସମ୍ପାଦନାସନ ୨୦୧୮ରେ ଇନଫ୍ଲୁଏଞ୍ଜା ଯୋଗୁ ସ୍ପେନ ଦେଶରେ ୫୦ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା ।
ଏସିଆ ଇନଫ୍ଲୁଏଞ୍ଜା
ସମ୍ପାଦନାସନ ୧୯୫୭ରେ ଏସିଆ ଇନଫ୍ଲୁଏଞ୍ଜା ଯୋଗୁ ୨ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା ।
ହଙ୍ଗ କଙ୍ଗ ଇନଫ୍ଲୁଏଞ୍ଜା
ସମ୍ପାଦନାସନ ୧୯୬୮ରେ ହଙ୍ଗ କଙ୍ଗ ଇନଫ୍ଲୁଏଞ୍ଜା ଯୋଗୁ ଏକ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା । [୧୨]
ଘୁଷୁରୀ ଇନଫ୍ଲୁଏଞ୍ଜା
ସମ୍ପାଦନାବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସନ ୨୦୦୯ ଓ ୨୦୧୦ରେ ପୃଥିବୀ ବ୍ୟାପୀ ହୋଇଥିବା ଇନଫ୍ଲୁଏଞ୍ଜା-କ ର ଏକ ନୂଆ ସବ୍ଟାଇପ ଦେଖି ତାହାର ଏଚ୧ଏନ୧ ବା ଘୁଷୁରୀ ଇନଫ୍ଲୁଏଞ୍ଜା ନାମକରଣ କରିଥିଲେ । [୧୩]
ଅନ୍ୟାନ୍ୟ ପଶୁ
ସମ୍ପାଦନାଘୋଡ଼ା, ପକ୍ଷୀ ଓ ଘୁଷୁରୀମାନଙ୍କୁ ମଧ୍ୟ ଇନଫ୍ଲୁଏଞ୍ଜା ଆକ୍ରମଣ କରିପାରେ । [୧୪]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Influenza (Seasonal) Fact sheet N°211". who.int. March 2014. Archived from the original on 30 November 2014. Retrieved 25 November 2014.
- ↑ ୨.୦ ୨.୧ ୨.୨ ୨.୩ "Key Facts about Influenza (Flu) & Flu Vaccine". cdc.gov. 9 September 2014. Archived from the original on 2 December 2014. Retrieved 26 November 2014.
- ↑ ୩.୦ ୩.୧ Duben-Engelkirk, Paul G.; Engelkirk, Janet (2011). Burton's microbiology for the health sciences (9th ed.). Philadelphia: Wolters Kluwer Health/Lippincott Williams & Wilkins. p. 314. ISBN 978-1-60547-673-5.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ ୪.୦ ୪.୧ ୪.୨ ୪.୩ ୪.୪ Longo, Dan L. (2012). "Chapter 187: Influenza". Harrison's principles of internal medicine (18th ed.). New York: McGraw-Hill. ISBN 978-0-07-174889-6.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ ୫.୦ ୫.୧ "Types of Influenza Viruses Seasonal Influenza (Flu)". CDC (in ଆମେରିକୀୟ ଇଂରାଜୀ). 27 September 2017. Retrieved 28 September 2018.
- ↑ Shuo Su; Xinliang Fu; Gairu Li; Fiona Kerlin; Michael Veit (25 August 2017). "Novel Influenza D virus: Epidemiology, pathology, evolution and biological characteristics". Virulence. 8 (8): 1580–91. doi:10.1080/21505594.2017.1365216. PMC 5810478. PMID 28812422.
- ↑ ୭.୦ ୭.୧ Brankston G, Gitterman L, Hirji Z, Lemieux C, Gardam M (April 2007). "Transmission of influenza A in human beings". Lancet Infect Dis. 7 (4): 257–65. doi:10.1016/S1473-3099(07)70029-4. PMID 17376383.
- ↑ ୮.୦ ୮.୧ Jefferson T, Del Mar CB, Dooley L, et al. (2011). "Physical interventions to interrupt or reduce the spread of respiratory viruses" (PDF). Cochrane Database Syst Rev (7): CD006207. doi:10.1002/14651858.CD006207.pub4. PMID 21735402.
- ↑ ୯.୦ ୯.୧ Michiels B, Van Puyenbroeck K, Verhoeven V, Vermeire E, Coenen S (2013). "The value of neuraminidase inhibitors for the prevention and treatment of seasonal influenza: a systematic review of systematic reviews". PLOS One. 8 (4): e60348. Bibcode:2013PLoSO...860348M. doi:10.1371/journal.pone.0060348. PMC 3614893. PMID 23565231.
{{cite journal}}
: CS1 maint: unflagged free DOI (link) - ↑ Ebell MH, Call M, Shinholser J (April 2013). "Effectiveness of oseltamivir in adults: a meta-analysis of published and unpublished clinical trials". Family Practice. 30 (2): 125–33. doi:10.1093/fampra/cms059. PMID 22997224.
- ↑ Somes MP, Turner RM, Dwyer LJ, Newall AT (May 2018). "Estimating the annual attack rate of seasonal influenza among unvaccinated individuals: A systematic review and meta-analysis". Vaccine. 36 (23): 3199–3207. doi:10.1016/j.vaccine.2018.04.063. PMID 29716771.
- ↑ "Ten things you need to know about pandemic influenza". World Health Organization. 14 October 2005. Archived from the original on 8 October 2009. Retrieved 26 September 2009.
- ↑ Chan, Margaret (11 June 2009). "World now at the start of 2009 influenza pandemic". World Health Organization. Archived from the original on 12 June 2009. Retrieved 12 June 2009.
- ↑ Palmer SR (2011). Oxford textbook of zoonoses : biology, clinical practice, and public health control (2. ed.). Oxford u.a.: Oxford Univ. Press. p. 332. ISBN 978-0-19-857002-8.