ଉଇକିପିଡ଼ିଆ:ମାସର ବଛା ଲେଖା

(ଉଇକିପିଡ଼ିଆ:ବଛା ଲେଖାରୁ ଲେଉଟି ଆସିଛି)
ନଭେମ୍ବର ମାସର ବଛାଲେଖା

ଦୀପାବଳୀ

ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ନାନାଦି କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ । ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଏନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି ।

ପୁରା ପଢନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଆଗାମୀ ମାସର ବଛା ଲେଖା ଅନୁରୋଧ

ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଆସନ୍ତା ଏକ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ମନୋନୀତ ପ୍ରସଙ୍ଗଟିର ନାମ ଲେଖନ୍ତୁ ।

ମାସର ବଛା ଲେଖା ଅନୁରୋଧ, ୨୦୧୬

ସମ୍ପାଦନା

ଜାନୁଆରୀ ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ:

ଫେବୃଆରୀ ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ: ହ୍ଵାଟ୍ସଅପ୍ --T3knikalteenager (ମୋ ଆଲୋଚନା) ୦୭:୦୮, ୨ ଫେବୃଆରୀ ୨୦୧୬ (IST)[reply]

 N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)[reply]

ପ୍ରସଙ୍ଗର ନାମ: ଗାନ୍ଧୀ ତିରୋଧାନ--Aliva Sahoo ୨୩:୫୨, ୨ ଫେବୃଆରୀ ୨୦୧୬ (IST)

 N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)[reply]

ମାର୍ଚ୍ଚ ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ: ଦୋଳପର୍ବ

 N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)[reply]

ଅପ୍ରେଲ ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ: ଓଡ଼ିଶା ବିଷୟଟି କାରଣ ଅପ୍ରେଲ ମାସରେ ଓଡ଼ିଶା ଦିବସ ପାଳନ କରାଯାଏ - ମୋର ମନୋନୀତ ବଛା ଲେଖା । -Pmsarangi (ମୋ ଆଲୋଚନା) ୧୪:୦୯, ୨୩ ମାର୍ଚ୍ଚ ୨୦୧୬ (IST)[reply]

Rajalaxmi Mishra ପ୍ରସଙ୍ଗଟିକୁ ଆର ମାସକୁ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୫୩, ୨୮ ମାର୍ଚ୍ଚ ୨୦୧୬ (IST)[reply]
ରାଜଲକ୍ଷ୍ମୀ, ଜ୍ଞାନ ଭାଇଙ୍କ ସହ ସହମତ, ମଇ ମାସର ବଛାଲେଖା ପାଇଁ ସମର୍ଥନ, ଏମିତିରେ ବି ପ୍ରସଙ୍ଗର କିଛି ଭାଗଲେଖା ବାକି ଅଛି ପରି ଲାଗୁଛି, ସେତେବେଳକୁ ସରିଯାଇଥିବ । --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)[reply]
ଠିକ୍ ଅଛି। No problem। --Rajalaxmi Mishra (ମୋ ଆଲୋଚନା) ୧୨:୩୫, ୨୮ ମାର୍ଚ୍ଚ ୨୦୧୬ (IST)[reply]
  ସମର୍ଥନ, ୟା ପର ମାସରେ ଆନି ବେସାନ୍ତ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୪୯, ୨୮ ମାର୍ଚ୍ଚ ୨୦୧୬ (IST)[reply]
  ସମର୍ଥନ --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)[reply]

ମଇ ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ:ଓଡ଼ିଆ ନୂଆବର୍ଷ ବା ପଣା ସଂକ୍ରାନ୍ତି ଅଥବା ହନୁମାନ ଜୟନ୍ତୀ - ମୋର ମନୋନୀତ ବଛା ଲେଖା । --Pmsarangi (ମୋ ଆଲୋଚନା) ୧୪:୧୮, ୨୩ ମାର୍ଚ୍ଚ ୨୦୧୬ (IST)[reply]

ଜୁନ ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ: ଅଟାରୀ--Adyasha1994 (ମୋ ଆଲୋଚନା)

: N ବଛା ଲେଖା ନିମନ୍ତେ ଉପଯୁକ୍ତ ମାନର ପ୍ରସଙ୍ଗ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୫, ୧ ଜୁନ ୨୦୧୬ (IST)[reply]

ଜୁଲାଇ ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ:ବନ୍ଧୁତା--Abha S Pradhan (ମୋ ଆଲୋଚନା) ୦୩:୨୫, ୨୮ ମଇ ୨୦୧୬ (IST)[reply]

ଅଗଷ୍ଟ ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ:ସରବଜିତ ସିଂ--Subharajit Jena (ମୋ ଆଲୋଚନା)

ସେପ୍ଟେମ୍ବର ପାଇଁ ମନୋନୟନ

ସମ୍ପାଦନା

ଅକ୍ଟୋବର ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ:

ନଭେମ୍ବର ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ:

ଡିସେମ୍ବର ପାଇଁ ମନୋନୟନ

ସମ୍ପାଦନା

ପ୍ରସଙ୍ଗର ନାମ: