ଉଇକିପିଡ଼ିଆ:ମାସର ବଛା ଲେଖା

(ଉଇକିପିଡ଼ିଆ:ବଛା ଲେଖାରୁ ଲେଉଟି ଆସିଛି)
ଅପ୍ରେଲ ମାସର ବଛାଲେଖା

ମଧୁବାବୁଙ୍କ ଉପରେ ଜାରିକରାଯାଇଥିବା ଡାକଟିକଟ

ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।

ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।

ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।

୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।


ପୁରା ପଢ଼ନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଆଗାମୀ ମାସର ବଛା ଲେଖା ଅନୁରୋଧ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଆସନ୍ତା ଏକ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ମନୋନୀତ ପ୍ରସଙ୍ଗଟିର ନାମ ଲେଖନ୍ତୁ ।

ମାସର ବଛା ଲେଖା ଅନୁରୋଧ, ୨୦୧୬ ସମ୍ପାଦନା

ଜାନୁଆରୀ ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ:

ଫେବୃଆରୀ ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ: ହ୍ଵାଟ୍ସଅପ୍ --T3knikalteenager (ମୋ ଆଲୋଚନା) ୦୭:୦୮, ୨ ଫେବୃଆରୀ ୨୦୧୬ (IST)[reply]

 N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)[reply]

ପ୍ରସଙ୍ଗର ନାମ: ଗାନ୍ଧୀ ତିରୋଧାନ--Aliva Sahoo ୨୩:୫୨, ୨ ଫେବୃଆରୀ ୨୦୧୬ (IST)

 N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)[reply]

ମାର୍ଚ୍ଚ ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ: ଦୋଳପର୍ବ

 N ବିଳମ୍ବ ମନୋନୟନ ଯୋଗୁଁ ସମ୍ଭବ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୭, ୨୩ ମାର୍ଚ୍ଚ ୨୦୧୬ (IST)[reply]

ଅପ୍ରେଲ ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ: ଓଡ଼ିଶା ବିଷୟଟି କାରଣ ଅପ୍ରେଲ ମାସରେ ଓଡ଼ିଶା ଦିବସ ପାଳନ କରାଯାଏ - ମୋର ମନୋନୀତ ବଛା ଲେଖା । -Pmsarangi (ମୋ ଆଲୋଚନା) ୧୪:୦୯, ୨୩ ମାର୍ଚ୍ଚ ୨୦୧୬ (IST)[reply]

Rajalaxmi Mishra ପ୍ରସଙ୍ଗଟିକୁ ଆର ମାସକୁ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୫୩, ୨୮ ମାର୍ଚ୍ଚ ୨୦୧୬ (IST)[reply]
ରାଜଲକ୍ଷ୍ମୀ, ଜ୍ଞାନ ଭାଇଙ୍କ ସହ ସହମତ, ମଇ ମାସର ବଛାଲେଖା ପାଇଁ ସମର୍ଥନ, ଏମିତିରେ ବି ପ୍ରସଙ୍ଗର କିଛି ଭାଗଲେଖା ବାକି ଅଛି ପରି ଲାଗୁଛି, ସେତେବେଳକୁ ସରିଯାଇଥିବ । --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)[reply]
ଠିକ୍ ଅଛି। No problem। --Rajalaxmi Mishra (ମୋ ଆଲୋଚନା) ୧୨:୩୫, ୨୮ ମାର୍ଚ୍ଚ ୨୦୧୬ (IST)[reply]
  ସମର୍ଥନ, ୟା ପର ମାସରେ ଆନି ବେସାନ୍ତ ରଖିଲେ ଭଲ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୪୯, ୨୮ ମାର୍ଚ୍ଚ ୨୦୧୬ (IST)[reply]
  ସମର୍ଥନ --ଆଦିତ୍ୟ ମହାର (ଆଲୋଚନା) ୧୦:୪୯, ୨୮ ମାର୍ଚ୍ଚ ୨୦୧୬ (IST)[reply]

ମଇ ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ:ଓଡ଼ିଆ ନୂଆବର୍ଷ ବା ପଣା ସଂକ୍ରାନ୍ତି ଅଥବା ହନୁମାନ ଜୟନ୍ତୀ - ମୋର ମନୋନୀତ ବଛା ଲେଖା । --Pmsarangi (ମୋ ଆଲୋଚନା) ୧୪:୧୮, ୨୩ ମାର୍ଚ୍ଚ ୨୦୧୬ (IST)[reply]

ଜୁନ ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ: ଅଟାରୀ--Adyasha1994 (ମୋ ଆଲୋଚନା)

: N ବଛା ଲେଖା ନିମନ୍ତେ ଉପଯୁକ୍ତ ମାନର ପ୍ରସଙ୍ଗ ନୁହେଁ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୫, ୧ ଜୁନ ୨୦୧୬ (IST)[reply]

ଜୁଲାଇ ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ:ବନ୍ଧୁତା--Abha S Pradhan (ମୋ ଆଲୋଚନା) ୦୩:୨୫, ୨୮ ମଇ ୨୦୧୬ (IST)[reply]

ଅଗଷ୍ଟ ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ:ସରବଜିତ ସିଂ--Subharajit Jena (ମୋ ଆଲୋଚନା)

ସେପ୍ଟେମ୍ବର ପାଇଁ ମନୋନୟନ ସମ୍ପାଦନା

ଅକ୍ଟୋବର ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ:

ନଭେମ୍ବର ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ:

ଡିସେମ୍ବର ପାଇଁ ମନୋନୟନ ସମ୍ପାଦନା

ପ୍ରସଙ୍ଗର ନାମ: