ଉଇକିପିଡ଼ିଆ:ପରମ ବୀର ଚକ୍ର ଗଣସମ୍ପାଦନା
ଗଢ଼ାଯାଇଥିବା ପ୍ରସଙ୍ଗ ସଂଖ୍ୟା |
୨୨
|
ପରମ ବୀର ଚକ୍ର ଗଣସମ୍ପାଦନା ହେଉଛି ଓଡ଼ିଆ ଉଇକିମିଡ଼ିଆନସ୍ ଇଉଜର୍ ଗ୍ରୁପ୍ ଦ୍ୱାରା ଆୟୋଜିତ ଏକ ଲିଖନ ପ୍ରତିଯୋଗିତା, ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆରେ ଏହି ସମ୍ମାନରେ ସମ୍ମାନିତ ସୈନିକଙ୍କ ବିଷୟରେ ପ୍ରସଙ୍ଗ ଗଢ଼ାଯିବ (ଇଂରାଜୀରୁ ଅନୁବାଦ ହୋଇପାରିବ) ।
ସମୟସୀମା
ସମ୍ପାଦନା୧୫ ସେପ୍ଟେମ୍ବର ୨୦୨୩ - ୨୦ ସେପ୍ଟେମ୍ବର ୨୦୨୩
ନିୟମାବଳୀ
ସମ୍ପାଦନା- ଏହି ଗଣ-ସମ୍ପାଦନାରେ ପରମ ବୀର ଚକ୍ର ପୁରସ୍କାର ସମ୍ମାନ ପାଇଥିବା ସୈନିକ ଓ ଆୟୋଜକଙ୍କ ବିଷୟରେ ପ୍ରସଙ୍ଗ ତିଆରି କରିପାରିବେ ।
- ଏହି ତାଲିକାରୁ ପ୍ରସଙ୍ଗ ବାଛିପାରିବେ ।
- ପ୍ରସଙ୍ଗଗୁଡ଼ିକ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରୁ ଓଡ଼ିଆକୁ ଅନୁବାଦ କରିପାରିବେ ।
- ନୂଆ ପ୍ରସଙ୍ଗ ଗଢ଼ୁଥିଲେ ପ୍ରସଙ୍ଗରେ ୨ ବା ତହିଁରୁ ଅଧିକ ବିଭାଗ ରଖିବେ । ପ୍ରତି ବିଭାଗରେ ନିହାତି ଆବଶ୍ୟକ ତଥ୍ୟ ଦେବେ । ଅତି କମରେ ୫-୧୦ଟି ବାକ୍ୟ ରହିବା ବିଧେୟ ।
ଯୋଗାଯୋଗ
ସମ୍ପାଦନା- ପ୍ରସ୍ତାବକ: ସୌମେନ୍ଦ୍ର କୁମାର ସାହୁ
- ଆୟୋଜକ: ସଂଗ୍ରାମ କେଶରୀ ସେନାପତି
- ଜୁରୀ ସଦସ୍ୟ: ମୃତ୍ୟୁଞ୍ଜୟ କର, ସଂଗ୍ରାମ କେଶରୀ ସେନାପତି
ପ୍ରସଙ୍ଗ ଯୋଡ଼ନ୍ତୁ
ସମ୍ପାଦନାନୂଆ ପ୍ରସଙ୍ଗ ଗଢ଼ିବା ବା ପୁରୁଣା ପ୍ରସଙ୍ଗକୁ ଉନ୍ନତ କରିବା ପରେ ତାକୁ ତଳ ନିଜ ଅବଦାନ ଯୋଡ଼ନ୍ତୁ ବଟନ୍ରେ କ୍ଲିକ କରି ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ ।