ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ସଂକ୍ଷିପ୍ତ କାର୍ଯ୍ୟକ୍ରମ
୨୯ ମାର୍ଚ୍ଚ ୨୦୧୪, ଜୟଦେବ ଭବନ, ଭୁବନେଶ୍ୱର | ||||||
୯:୩୦ - ୧୦ | ସକାଳ ୧୦ - ୧୦.୧୫ | ସକାଳ ୧୦.୧୫ - ୧୦:୩୦ | ସକାଳ ୧୦:୩୦ - ୧୧ | ସକାଳ ୧୧ - ୧୧:୪୫ | ସକାଳ ୧୧:୪୫ - ଦିବା ୧୨:୧୫ | ଦିବା ୧୨:୧୫ - ଦିବା ୧:୩୦ |
ନାମଲେଖା | "ଓଡ଼ିଶା ଦିବସ ୨୦୧୪"ର ଉଦ୍ଘାଟନ | ଓଡ଼ିଆ ଉଇକିପିଡ଼ିଆର ଯାତ୍ରା ଓ ଭବିଷ୍ୟତ (ଶୁଭାଷିସ ପାଣିଗ୍ରାହୀ) |
ଜଗନ୍ନାଥ ମହାନ୍ତିଙ୍କ ପୁସ୍ତକଗୁଡ଼ିକର ସତ୍ତ୍ଵମୁକ୍ତ ଉନ୍ମୋଚନ | ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା (ଡଃ ଦେବୀପ୍ରସନ୍ନ ପଟ୍ଟନାୟକ) |
ମେସିନ ଅନୁବାଦ (ପ୍ର. ଉଦୟନାଥ ସାହୁ) |
ଓଡ଼ିଆ ଓ ମିଡ଼ିଆ: ଗଣମାଧ୍ୟମ ଆଲୋଚନାଚକ୍ର (ଡ. ଲେନିନ ମହାନ୍ତି, ପ୍ରଦୋଷ ପଟ୍ଟନାୟକ, ସୁବ୍ରତ ପୃଷ୍ଟି) |
ଦିବା ୧:୩୦ - ଦିବା ୨:୩୦: ମଧ୍ୟାହ୍ନ ଭୋଜନ ବିରତି | ||||||
ଦିବା ୨:୩୦ - ଦିବା ୩:୩୦ | ଦିବା ୩:୩୦ - ଦିବା ୩:୪୫ | |||||
ନୂତନ ଉଇକିଆଳିଙ୍କ ନିମନ୍ତେ କର୍ମଶାଳା |
ଉଦ୍ଯାପନୀ ଓ ଓଡ଼ିଆ ଉଇକିପିଡ଼ିଆ କିଟର ବିତରଣ |
ନିମ୍ନଲିଖିତ କାର୍ଯ୍ୟକ୍ରମ କେବଳ ଅଭିଜ୍ଞ ଉଇକିଆଳିଙ୍କ ନିମନ୍ତେ । ଏଥିରେ ଯଦି ଆପଣ ଭାଗନେଇ କୌଣସି ବିଷୟରେ ଏକ ଉପସ୍ଥାପନା ଦେବା ପାଇଁ ଚାହାଁନ୍ତି ତେବେ ଦୟାକରି ଉପସ୍ଥାପନା ପୃଷ୍ଠାଟି ଦେଖନ୍ତୁ ।
୩୦ ମାର୍ଚ୍ଚ ୨୦୧୪, କିଟ କ୍ୟାମ୍ପସ: ୬, ହଲ ନଂ: ୪, ଭୁବନେଶ୍ୱର | ||||||||
ସକାଳ ୯:୩୦ - ୧୦ | ସକାଳ ୧୦ - ୧୧ | ସକାଳ ୧୧ - ଦିବା ୧୨ | ଦିବା ୧୨ - ଦିବା ୧:୩୦ | |||||
ଦିବସର କାର୍ଯ୍ୟକ୍ରମ ବାବଦରେ ପ୍ରାକସୂଚନା (ଡା. ସୁବାସ ଚନ୍ଦ୍ର ରାଉତ) |
କମ୍ୟୁନିଟି ଗଠନରେ ଉଚିତ ଓ ଅନୁଚିତ କାମ (ଶୁଭାଶିଷ ପାଣିଗ୍ରାହୀ) |
ଉଇକିପିଡ଼ିଆରେ ଆଧାର (ଡା. ସୁବାସ ଚନ୍ଦ୍ର ରାଉତ) |
ଛବି ଅପଲୋଡ଼ (ଶିତିକଣ୍ଠ ଦାଶ) | |||||
ଦିବା ୧:୩୦ - ଦିବା ୨:୩୦: ମଧ୍ୟାହ୍ନ ଭୋଜନ ବିରତି | ||||||||
ଅପରାହ୍ଣ ୨:୩୦ - ୩:୩୦ | ଅପରାହ୍ଣ ୩:୩୦ - ୪:୦୦ | ଅପରାହ୍ଣ ୪:୦୦ - ୪:୩୦ | ଦିବା ୪:୩୦ - ଦିବା ୫:୦୦ | |||||
ଉଚ୍ଚତର କର୍ମଶାଳା (ଅଂଶୁମାନ ଗିରି) |
ଉଇକିପିଡ଼ିଆ ଓ ଉଇକିଡାଟା (ମୃତ୍ୟୁଞ୍ଜୟ କର) |
ଚାହା ପାନ ଓ ଫଟୋଉଠା କାର୍ଯ୍ୟକ୍ରମ | ଉଇକିଆଳି ଆଲୋଚନାଚକ୍ର ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ |