ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/ଉପସ୍ଥାପନା/ଉଇକିପିଡ଼ିଆ ଓ ଉଇକିଡାଟା

ଉପସ୍ଥାପନା ସଂଖ୍ୟା
ଉପସ୍ଥାପନାର ନାମ (Title of the submission)

ଉଇକିପିଡ଼ିଆ ଓ ଉଇକିଡାଟା

ଉପସ୍ଥାପକଙ୍କ ନାମ (Author of the submission)

ମୃତ୍ୟୁଞ୍ଜୟ କର

ଇ-ମେଲ ଠିକଣା (E-mail address)

Special:EmailUser/MKar

ବ୍ୟବ‌ହାରକାରୀ ନାମ (Username)

MKar

ସଙ୍ଗଠନ (Affiliation, if any (organisation, company etc.))

ନେସନାଲ ଆଲୁମିନିଅମ୍ କମ୍ପାନି, ନାଲକୋନଗର

ବ୍ୟକ୍ତିଗତ ୱେବସାଇଟ କିମ୍ବା ବ୍ଲଗ (Personal webpage or blog)

କିଛି ନାହିଁ :(

ସଂକ୍ଷିପ୍ତ ବିବରଣୀ (Abstract (at least 300 words to describe your proposal))

ସମ୍ପାଦନା ବେଳେ ସାହାଯ୍ୟରେ ଆସିବା ଭଳି କେତେକ ଛୋଟ ଛୋଟ କିନ୍ତୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ସାଧାରଣତଃ ଉଇକିଆଳିମାନେ ଉଇକିପିଡ଼ିଆରେ ସମ୍ପାଦନା କଲାବେଳେ ସମ୍ମୁଖିନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ କିପରି ସହଜରେ କରିପାରିବେ ସେ ବାବଦରେ ଏକ ଉପସ୍ଥାପନା । ମୁଖ୍ୟତଃ ଏଥିରେ ବିଭିନ୍ନ ପ୍ରକାର ପୃଷ୍ଠା (ଆଲୋଚନା/ ବହୁବିକଳ୍ପ/ ପରଖ...), ଦେଖଣା ତାଲିକା, ଶ୍ରେଣୀ ଓ ହଟକ୍ୟାଟ, ବିଟା, ପରିଚାଳନାରେ ସାହାଯ୍ୟ (ବଛା ଲେଖା ଓ ବଛା ଛବି) ବାବଦରେ ଆଲୋଚନା ହେବ । ଉଇକିଡାଟା ବାବଦରେ ସମ୍ୟକ ସୂଚନା ସହ ରିଜୋନେଟର ବାବଦରେ ସୂଚନା ଓ ଉଇକିଡାଟାରେ ଉପଲବ୍ଧ ଥିବା କିଛି ଉପକରଣ (Gadget) ଓ ସେସବୁର ବ୍ୟବହାର ବାବଦରେ ସୂଚନା ।

ବିଷୟ (Track)
  • ଟେକନୋଲୋଜି ଓ ଇଣ୍ଟରଫେସ
ପାଠ୍ୟକାଳ (Length of session (if other than 30 minutes, specify how long))
୩୦ ମିନିଟ । ବିଷୟଟି ଅଂଶଗ୍ରହଣକାରୀ ଉଇକିଆଳିମାନଙ୍କ ନିକଟରେ ଗ୍ରହଣୀୟ ହେଲେ, ସମୟ ବଢ଼ିପାରେ ।
ଅଧିକ ସୂଚନା ନିମନ୍ତେ ସ୍ଲାଇଡ଼ (ଇଚ୍ଛାଧୀନ) (Slides or further information)

ଇଚ୍ଛୁକ ଉଇକିଆଳି (Interested Wikimedians) ସମ୍ପାଦନା

ଆପଣ ଏହି ଉପସ୍ଥାପନାରେ ଅଂଶଗ୍ରହଣ କରିବା ନିମନ୍ତେ ଇଚ୍ଛୁକ ଥିଲେ ଦୟାକରି ନିଜର ବ୍ୟବ‌ହାରକାରୀ ନାମ (username) ତଳେ ଯୋଡ଼ନ୍ତୁ । ଏହା ଉପସ୍ଥାପନାକାରୀଙ୍କୁ ଅଧିକ ସାହାଯ୍ୟ କରିବ । ନିଜର ନାମ ଯୋଡ଼ିବା ପାଇଁ ଏକ # ଚିହ୍ନ ଦେଇ ତା'ପରେ ଉପରେ ଥିବା ଏହି ଚିହ୍ନରେ କ୍ଲିକ କରି ଏହି ପୃଷ୍ଠାଟିକୁ ସାଇତିଲେ ଆପେଆପେ ଆପଣଙ୍କ ନାମ ଏଥିରେ ଯୋଡ଼ିହେଇ‌ଯିବ ।  

  1. ଆପଣଙ୍କ ନାମ ଏହା ତଳେ ଯୋଡ଼ନ୍ତୁ (Add your username below this line.)