ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪/କାର୍ଯ୍ୟକ୍ରମ/ଉଚ୍ଚତର କର୍ମଶାଳା
ପୁରୁଣା ଉଇକିଆଳିଙ୍କ ନିମନ୍ତେ ଉଚ୍ଚତର କର୍ମଶାଳା
ଉଚ୍ଚତର କର୍ମଶାଳା କାହିଁକି ଆବଶ୍ୟକ ?
ପୁରୁଣା ଉଇକିଆଳି ମାନଙ୍କୁ ନୂଆ ଜ୍ଞାନ କୌଶଳ ସହ ପରିଚିତ କରିବା ପାଇଁ
ଆଲୋଚ୍ୟ ବିଷୟ
ବିଷୟ | ବିବରଣୀ | ଉପସ୍ଥାପନା |
---|---|---|
ତଥ୍ୟପେଟି ଗଠନ | ନିଜ ଅବଶ୍ୟକତା ମୁତାବକ ତଥ୍ୟପେଟି କିପରି ଗଠନ କରିବେ | (ନାମ ଦିଅନ୍ତୁ) |
ଉଇକିଡ଼ାଟା ଓ ରେଜୋନେଟର | ଉଇକିଡାଟା ଓ ରେଜୋନେଟର କଣ ଓ ଏହାର ବ୍ୟବହାର ଏବଂ ଏହାର ଭବିଷ୍ୟତ | ମୃତ୍ୟୁଞ୍ଜୟ କର |
ଫୋଟ ଅପଲୋଡ | କୌଣସି ସତ୍ଵାଧିକାର ଯୁକ୍ତ ଫୋଟ ଠିକ ଭାବେ ଲାଇସେନ୍ସ ଓ ରେସନାଲ ଦେଇ କିପରି ବ୍ୟବହାର କରିବେ | ଶିତିକଣ୍ଠ ଦାଶ |
ଆଧାର | ଆଧାର କିପରି ଖୋଜିବେ ଓ କିପରି ଠିକ ଭାବେ ଠିକ ସ୍ଥାନରେ ଏହାର ବ୍ୟବହାର କରିବେ | ଡ଼ା. ସୁବାସ ଚନ୍ଦ୍ର ରାଉତ |
ବିବିଧ | - | ଅଂଶୁମାନ ଗିରି |
କମ୍ୟୁନିଟି ଗଠନରେ ଉଚିତ ଓ ଅନୁଚିତ କାମ | - | ଶୁଭାଶିଷ ପାଣିଗ୍ରାହୀ |
ଆପଣ କିପରି ସହଯୋଗ କରିପାରିବେ ?
- ସମସ୍ତେ କିଛି ନା କିଛି ଜାଣିଥାନ୍ତି । ଯଦି ଏହା ଆମେ ପରସ୍ପର ଭିତରେ ବାଣ୍ଟିପାରିବା ତେବେ ସମସ୍ତେ ଉପକୃତ ହେବେ । ଯଦି ଆପଣ ଉଇକିପିଡିଆରେ ଜଣେ ପୁରୁଣା ଉଇକିଆଳି ଓ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କିଛି ଉପସ୍ଥାପନା କରିବା ପାଇଁ ଚାହୁଁଥାନ୍ତି ତେବେ । ଏହା ଗୃହିତ ହେବାପରେ ଆପଣଙ୍କ ନାମ ଓ ଉପସ୍ଥାପନା ବିଷୟ ଉପୋରୋକ୍ତ ସରଣୀରେ ଯୋଡିଦିଆଯିବ ।
- ଯଦି ଆପଣ ଆଗରୁ ଉଇକିପିଡିଆରେ କିଛି ଅବଦାନ କରିଛନ୍ତି ଓ ଏବେ କିଛି ନୂଆ ଜ୍ଞାନକୌଶଳ ଶିଖିବା ପାଇଁ ଆଗ୍ରହୀ ଅଟନ୍ତି ତେବେ
|