ପୃଷ୍ଠା ୧  |  ପୃଷ୍ଠା ୨  |  ପୃଷ୍ଠା ୩  |  ପୃଷ୍ଠା ୪  |  ପୃଷ୍ଠା ୫  |  ପୃଷ୍ଠା ୬

ଦଶବର୍ଷର ଓଡ଼ିଆ ଉଇକିପିଡ଼ିଆ
ଓଡ଼ିଆ ଭାଷାରେ ଇଣ୍ଟରନେଟରେ ଜ୍ଞାନକୋଷ ଗଢ଼ିବାର ଏକ ଆନ୍ଦୋଳନ

  • ଓଡ଼ିଆ ଭାଷାର ବିଶାଳତମ ଅନଲାଇନ ଜ୍ଞାନ କୋଷ
  • or.wikipedia.org ରେ ଇଣ୍ଟରନେଟରେ ଉପଲବ୍ଧ
  • ୨୦୦୨ ମସିହାରେ ଆରମ୍ଭ
  • ୧୨-୧୫ ଜଣ ସକ୍ରିୟ ସମ୍ପାଦକଙ୍କ ଦ୍ୱାରା ସମ୍ପାଦିତ
  • ବିନା ମୂଲ୍ୟରେ ଓଡ଼ିଆ ଭାଷାରେ ଇଣ୍ଟରନେଟ ମାଧ୍ୟମରେ ଜ୍ଞାନ ବିତରଣର ଏକ ସ୍ୱେଚ୍ଛାସେବୀ ପ୍ରଚେଷ୍ଟା
  • ପ୍ରମୁଖ ଶିକ୍ଷାନୁଷ୍ଠାନରେ ମାସକରୁ ଅଧିକ ସମୟ ଧରି ଚାଲିଥିବା ଶିକ୍ଷାପ୍ରକଳ୍ପ ଯାହା ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆରେ ଲିଖନ ଓ ସମ୍ପାଦନ ନିମନ୍ତେ ଆଗଭର କରାଇଥାଏ ।

୧୦ମ ଜନ୍ମତିଥି ପାଳନ
.....................
୨୮ ଜାନୁଆରୀ ସକାଳ ୧୦ ଘଟିକା କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ, ଭୁବନେଶ୍ୱର

୨୯ ଜାନୁଆରୀ ସକାଳ ୧୦ ଘଟିକା ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ