ଉଇକିପିଡ଼ିଆ:ଉଇକିଶିଖା/ଅକ୍ଟୋବର ୨୦୧୬/ପ୍ରଶଂସନୀୟ ଅବଦାନ

ସ୍ଵାଗତ ସମ୍ପାଦକୀୟ ବିଶେଷ ପୃଷ୍ଠା ବିଶିଷ୍ଟ ବ୍ୟକ୍ତିତ୍ୱ ଓଡ଼ିଆ ଉଇକିପିଡ଼ିଆର ଇତିହାସ କାର୍ଯ୍ୟକ୍ରମ ଓ ଫଳାଫଳ ବଛା କାର୍ଯ୍ୟ ପ୍ରଶଂସନୀୟ ଅବଦାନ ଫଟୋ ଫିଚର ପାଠକୀୟ ମତାମତ  


ସଚଳ ଉଇକିଆଳିଙ୍କ ସଂଖ୍ୟା ୧୬୩ ଥିବା ବେଳେ, ଓଡ଼ିଆ ଉଇକିପିଡ଼ିଆ ଇତିହାସରେ ପ୍ରଥମଥର ପାଇଁ, ସଚଳ ସଭ୍ୟ ବା ୫ରୁ ଉର୍ଦ୍ଧ୍ଵ ସମ୍ପାଦନା କରିଥିବା ସଭ୍ୟଙ୍କ ସଂଖ୍ୟା ୩୦ ଛୁଇଁଥିଲା, ଯାହାକି ପୂର୍ବ ମାସ ତୁଳନାରେ ୨୦% ଅଧିକ ଥିଲା ଓ ଅଧିକ ସଚଳ ବା ୧୦୦ରୁ ଉର୍ଦ୍ଧ୍ଵ ସମ୍ପାଦନା କରିଥିବା ସଭ୍ୟଙ୍କ ସଂଖ୍ୟା ଥିଲା ୪ ।
ଏହି ମାସରେ ଜଣେ ମାତ୍ର ନୂତନ ଉଇକିଆଳି ଯୋଗ ଦେଇଥିବା ବେଳେ, ଦିନ ପ୍ରତି ୩ଟି ନୂତନ ପ୍ରସଙ୍ଗ ଗଠନ ହାରରେ ସମ୍ପାଦନା କାର୍ଯ୍ୟ କରାଯାଇଥିଲା ।

ଉଦୀୟମାନ ଉଇକିଆଳି ସମ୍ପାଦନା

ଅଧିକ ସଚଳ ସଭ୍ୟ ସମ୍ପାଦନା

ଉଇକିଆଳିଙ୍କ ସଂଖ୍ୟା ୧୬୭ ଥିବା ବେଳେ, ସଚଳ ସଭ୍ୟ ବା ୫ରୁ ଅଧିକ ସମ୍ପାଦନା କରିଥିବା ସଭ୍ୟଙ୍କ ସଂଖ୍ୟା ୩୮କୁ ଏବଂ ଅଧିକ ସଚଳ ସଭ୍ୟ ବା ୧୦୦ରୁ ଉର୍ଦ୍ଧ୍ଵ ସମ୍ପାଦନା ଥିବା ସଭ୍ୟଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଥିଲା ।
ଏହି ମାସରେ ୪ ଜଣ ନୂତନ ଉଇକିଆଳି ଯୋଗ ଦେଇଥିବା ବେଳେ ଦିନ ପ୍ରତି ୪ଟି ନୂତନ ପ୍ରସଙ୍ଗ ହାରରେ ସମ୍ପାଦନା କରାଯାଇଥିଲା ।

ଉଦୀୟମାନ ଉଇକିଆଳି ସମ୍ପାଦନା

ଅଧିକ ସଚଳ ସଭ୍ୟ ସମ୍ପାଦନା

ସେପ୍ଟେମ୍ବର ସମ୍ପାଦନା

ଉଦୀୟମାନ ଉଇକିଆଳି ସମ୍ପାଦନା

ଅଧିକ ସଚଳ ସଭ୍ୟ ସମ୍ପାଦନା

ବିଶିଷ୍ଟ ସଭ୍ୟ ସମ୍ପାଦନା

ଡ଼ଃ ସୁବାଷ ଚନ୍ଦ୍ର ରାଉତ, ଉଇକିପିଡ଼ିଆର ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ପତ୍ରିକା ଉଇକିଜର୍ଣ୍ଣାଲ୍‌ସ ଅଫ ମେଡ଼ିସିନ୍ର ଆସୋସିଏଟ୍ ଏଡିଟର ଭାବେ ନିଯୁକ୍ତି ପାଇଲେ । ଅଧିକ ଜାଣନ୍ତୁ: WikiJournal of Medicine