ଉଇକିପିଡ଼ିଆ:ଉଇକିଶିଖା/ଅକ୍ଟୋବର ୨୦୧୬/କାର୍ଯ୍ୟକ୍ରମ ଓ ଫଳାଫଳ

ସ୍ଵାଗତ ସମ୍ପାଦକୀୟ ବିଶେଷ ପୃଷ୍ଠା ବିଶିଷ୍ଟ ବ୍ୟକ୍ତିତ୍ୱ ଓଡ଼ିଆ ଉଇକିପିଡ଼ିଆର ଇତିହାସ କାର୍ଯ୍ୟକ୍ରମ ଓ ଫଳାଫଳ ବଛା କାର୍ଯ୍ୟ ପ୍ରଶଂସନୀୟ ଅବଦାନ ଫଟୋ ଫିଚର ପାଠକୀୟ ମତାମତ  


ଜୁଲାଇ ୧ ରୁ ଅଗଷ୍ଟ ୬ ସମ୍ପାଦନା

କାର୍ଯ୍ୟକ୍ରମ ସମ୍ପାଦନା

ଚଣ୍ଡୀଗଡଠାରେ ଅନୁଷ୍ଠିତ ଉଇକି କନଫରେନ୍ସ ଇଣ୍ଡିଆ, ୨୦୧୬ ଉପଲକ୍ଷେ ପଞ୍ଜାବ ଗଣ-ସମ୍ପାଦନା ଅନୁଷ୍ଠିତ ହୋଇଥିଲା ।
ଏଥିରେ ପାଞ୍ଚ ଜଣ ଉଇକିଆଳି ସମ୍ପାଦନା କରିଥଲେ ।

ଫଳାଫଳ ସମ୍ପାଦନା

ସର୍ବମୋଟ ୩୬ଟି ପ୍ରସଙ୍ଗ ସମ୍ପାଦନା ହୋଇଥିଲା ଓ ୩.୫ mbର ଡାଟା ଏଥିରେ ଯୋଗ କରାଯାଇଥିଲା ।
ଉଇକିଆଳି 'ଆଭା ପ୍ରଧାନ ସର୍ବାଧିକ ୨୫ଟି ପ୍ରସଙ୍ଗ ସମ୍ପାଦନା କରି ଗୋଲ୍ଡ ବାର୍ଣ୍ଣଷ୍ଟାର ପାଇଥିଲେ ।

ଅଧିକ ଦେଖନ୍ତୁ: ପଞ୍ଜାବ ଗଣସମ୍ପାଦନା

ଜୁଲାଇ ୬ ରୁ ଅଗଷ୍ଟ ୪ ସମ୍ପାଦନା

କାର୍ଯ୍ୟକ୍ରମ ସମ୍ପାଦନା

ରଥଯାତ୍ରା, ୨୦୧୬ ଅବସରରେ ରଥଯାତ୍ରା ଗଣସମ୍ପାଦନା ଅନୁଷ୍ଠିତ ହୋଇଥିଲା ।
ଏଥିରେ ୯ ଜଣ ଉଇକିଆଳି ସମ୍ପାଦନା କରିଥିଲେ ।

ଫଳାଫଳ ସମ୍ପାଦନା

ସର୍ବମୋଟ ୪୭ଟି ପ୍ରସଙ୍ଗ ସମ୍ପାଦନା ହୋଇଥିଲା ।
ଉଇକିଆଳି ---- --ଟି ପ୍ରସଙ୍ଗ ସମ୍ପାଦନା କରିଥିଲେ ।

ଅଧିକ ଦେଖନ୍ତୁ: ରଥଯାତ୍ରା ଗଣସମ୍ପାଦନା

୧୯ ରୁ ୨୧ ସମ୍ପାଦନା

କାର୍ଯ୍ୟକ୍ରମ ସମ୍ପାଦନା

ପବିତ୍ର ରଥଯାତ୍ରା ଅନସରରେ ଉଇକିଆଳି ଦିନେଶ ଦାସଜଗନ୍ନାଥ ଦୋରା ଏକ ଫଟୋୱାକ୍ କାର୍ଯ୍ୟକ୍ରମ କରିଥିଲେ ।
ଏଥିରେ ଏହି ଇତିହାସ ପ୍ରସିଦ୍ଧ ଯାତ୍ରାର ସମସ୍ତ ନିର୍ମାଣ କାର୍ଯ୍ୟକୁ ସେମାନେ ଛବି ମାଧ୍ୟମରେ ସାଇତି ରଖିଥିଲେ ।

ଫଳାଫଳ ସମ୍ପାଦନା

ସର୍ବମୋଟ ୪୦୦ଟି ଛବି ଉତ୍ତୋଳନ ହୋଇଥିଲା ଓ ୨୦ଟି ଭିଡ଼ିଓ ପ୍ରସ୍ତୁତ କରାଯାଇଥିଲା ।
ଅଧିକ ଜାଣନ୍ତୁ: commons:Category:Wiki Loves Ratha Jatra

୪ ରୁ ୬ ସମ୍ପାଦନା

କାର୍ଯ୍ୟକ୍ରମ ସମ୍ପାଦନା

ଚଣ୍ଡୀଗଡ, ପଞ୍ଜାବଠାରେ ଉଇକିକନଫରେନ୍ସ ଇଣ୍ଡିଆ, ୨୦୧୬ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଓଡ଼ିଆ ଉଇକିପିଡ଼ିଆକୁ ୧୨ ଜଣ ଉଇକିଆଳି ପ୍ରତିନିଧିତ୍ୱ କରିଥିଲେ ।
ପରିଚାଳକ ସୁଭାସିସ ପାଣିଗ୍ରାହୀ --- ପ୍ରକଳ୍ପ ଏବଂ ଉଇକିଆଳି ଜ୍ଞାନରଞନ ସାହୁ How we built Odia-script encoding converters and expand wikimedia projects ପ୍ରକଳ୍ପ ଉପସ୍ଥାପନ କରିଥିଲେ ।
ଜ୍ଞାନରଞନ ସାହୁ: https://docs.google.com/presentation/d/14o7WwCofOAddFg-p68fnVCFAd3N-HMHpwDhS9Fq__qs/edit?usp=sharing

ଫଳାଫଳ ସମ୍ପାଦନା

ଉଇକିମିଡ଼ିଆ ଫାଉଣ୍ଡେସନ‌ର ଏକ୍ଜିକ୍ୟୁଟିଭ ଡିରେକ୍ଟର କ୍ୟାଥେରିନ୍ ମାହେର୍ ଓଡ଼ିଆ ଉଇକିପିଡ଼ିଆର ୧୪ତମ ଜନ୍ମ‌ବାର୍ଷିକୀର ଶୁଭେଚ୍ଛା ଜଣାଇଥିଲେ ।
ଉଇକିଆଳି ଆଶୁତୋଷ ଷଡ଼ଙ୍ଗୀ ସର୍ବକନିଷ୍ଠ ଉଇକିଆଳି ଭାବେ ସମ୍ମାନିତ ହୋଇଥିଲେ ।

ସେପ୍ଟେମ୍ବର ସମ୍ପାଦନା

୧୭ ଓ ୧୮ ସମ୍ପାଦନା

କାର୍ଯ୍ୟକ୍ରମ ସମ୍ପାଦନା

ପୁରୀ ଉଇକିଆଳିଙ୍କ ସ‌ହଯୋଗରେ ମିନି ଟିଟିଟି ଓ ଏମ୍‌ଡବ୍ଲ୍ୟୁଟି ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଆଇଏସ୍ ତରଫରୁ ରହିମାମୁଦ୍ଦିନ ଶେଖ ଯୋଗଦେଇ ପରାମର୍ଶ ଦେଇଥିଲେ ।

ଫଳାଫଳ ସମ୍ପାଦନା

ଉଇକିଆଳିମାନେ କିପରି କର୍ମଶାଳା ଅନୁଷ୍ଠାନ ହେବ ଓ ବିଭିନ୍ନ ମିଡ଼ିଆଉଇକି ଟୁଲ୍‌ସ ସମ୍ପର୍କରେ ଜାଣିବାକୁ ପାଇଥିଲେ ।

ଅକ୍ଟୋବର ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆର ସ‌ହଯୋଗୀ ପ୍ରକଳ୍ପର ସ‌ହଯୋଗୀ ପ୍ରକଳ୍ପ ଉଇକିପାଠାଗାରର ଦ୍ୱିତୀୟ ଜନ୍ମ‌ବାର୍ଷିକୀ ଚିଲିକାଠାରେ ଅନୁଷ୍ଠିତ ହେବ ।

ନଭେମ୍ବର ସମ୍ପାଦନା

ଡିସେମ୍ବର ସମ୍ପାଦନା