ଇଭାକାଫ୍ଟର

ଏହାଏକ ଔଷଧ ଯାହା ସିଷ୍ଟିକ୍ ଫାଇବ୍ରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।


ଇଭାକାଫ୍ଟର (ବେପାର ନାମ କାଲାଇଡେକୋ) ଏକ ଔଷଧ ଯାହା ସିଷ୍ଟିକ୍ ଫାଇବ୍ରୋସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ସେହି କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁଥିରେ ସିଷ୍ଟିକ୍ ଫାଇବ୍ରୋସିସ୍ ଟ୍ରାନ୍ସମେମ୍ବ୍ରେନ୍ କଣ୍ଡକ୍ଟାନ୍ସ ରେଗୁଲେଟର (CFTR) ଜିନରେ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ହୋଇଥାଏ ।[୨] ଏହା ପାଟିରେ ଦିଆଯାଏ । [୪]

ଇଭାକାଫ୍ଟର
Clinical data
Trade namesKalydeco
SynonymsVX-770
AHFS/Drugs.commonograph
MedlinePlusa612012
data
Pregnancy
category
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only [୩]
  • EU: Rx-only [୨]
  • ℞ (Prescription only)
Pharmacokinetic data
Protein binding99%
MetabolismCYP3A
Elimination half-life12 hrs (single dose)
Excretion88% faeces
Identifiers
  • N-(2,4-Di-tert-butyl-5-hydroxyphenyl)-4-oxo-1,4-dihydroquinoline-3-carboxamide
ECHA InfoCard100.226.211 Edit this at Wikidata
Chemical and physical data
FormulaC24H28N2O3
Molar mass୩୯୨.୫0 g·mol−1
3D model (JSmol)
  • O= C\2c1c(cccc1)N/C= C/2C(= O)Nc3cc(O)c(cc3C(C)(C)C)C(C)(C)C
  • InChI=1S/C24H28N2O3/c1-23(2,3)16-11-17(24(4,5)6)20(27)12-19(16)26-22(29)15-13-25-18-10-8-7-9-14(18)21(15)28/h7-13,27H,1-6H3,(H,25,28)(H,26,29) checkY
  • Key:PURKAOJPTOLRMP-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ନାକରୁ ପ୍ରବାହ, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ରାସ ଏବଂ ବାନ୍ତି ହୁଏ । [୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ମଧ୍ୟ ହୋଇପାରେ ।[୫] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । [୬] ଏହା ସିଏଫଟିଆର (CFTR)ର କାର୍ଯ୍ୟକାରିତା ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[୨]

୨୦୧୨ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଇଭାକାଫ୍ଟର ଅନୁମୋଦିତ ହୋଇଥିଲା ।[୨][୫] ୨୦୨୧ ମସିହାରେ ଯୁକ୍ତରାଜ୍ୟରେ ଏକ ବର୍ଷର ଚିକିତ୍ସା ନିମନ୍ତେ ୧୯୬,୦୦୦ ଡଲାର ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ଖର୍ଚ୍ଚ ପ୍ରାୟ ୩୫୦,୦୦୦ ଡଲାର ହୁଏ ।[୭] ଏହା ଅନ୍ୟାନ୍ୟ ଔଷଧ ସ‌ହିତ ମିଶ୍ରଣ ଭାବରେ ଲୁମାକାଫ୍ଟର୍/ଆଇଭାକାଫ୍ଟର୍, ଟେଜାକାଫ୍ଟର୍/ଆଇଭାକାଫ୍ଟର୍ ଏବଂ ଏଲେକ୍ସାଫ୍ଟର୍/ଟେଜାକାଫ୍ଟର୍/ଆଇଭାକାଫ୍ଟର୍ ନାମରେ ଉପଲବ୍ଧ ହୁଏ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ "Ivacaftor (Kalydeco) Use During Pregnancy". Drugs.com. 9 November 2019. Archived from the original on 21 October 2020. Retrieved 26 June 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Kalydeco". Archived from the original on 21 November 2019. Retrieved 1 December 2021.
  3. "Kalydeco- ivacaftor tablet, film coated Kalydeco- ivacaftor granule prescribing information". DailyMed. 25 April 2019. Archived from the original on 28 September 2020. Retrieved 20 November 2019.
  4. ୪.୦ ୪.୧ ୪.୨ BNF 81: March-September 2021. BMJ Group and the Pharmaceutical Press. 2021. p. 310. ISBN 978-0857114105.
  5. ୫.୦ ୫.୧ ୫.୨ "Ivacaftor Monograph for Professionals". Drugs.com (in ଇଂରାଜୀ). Archived from the original on 6 May 2021. Retrieved 26 November 2021.
  6. "Ivacaftor (Kalydeco) Use During Pregnancy". Drugs.com (in ଇଂରାଜୀ). Archived from the original on 21 October 2020. Retrieved 1 December 2021.
  7. "Kalydeco Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 July 2021. Retrieved 1 December 2021.