ଇପିଲିମୁମାବ

ଏହା ଏକ ଔଷଧ ଯାହା ମେଲାନୋମା, ବୃକ୍‌କୀୟ ଜୀବକୋଷ କର୍କଟ, ମେସୋଥେଲିଓମା ଏବଂ ଅଣ-ଛୋଟ କୋଷ ଫୁସଫୁସ କର୍କଟର (NSCLC) ଚିକ

,

ଇପିଲିମୁମାବ
Fab fragment of ipilimumab (blue) binding CTLA-4 (green). From PDB entry ଛାଞ୍ଚ:PDBe.
Monoclonal antibody
TypeWhole antibody
SourceHuman
TargetCTLA-4
Clinical data
Pronunciationi pi lim′ ue mab
Trade namesYervoy
SynonymsBMS-734016,[୧] MDX-010,[୨] MDX-101
AHFS/Drugs.commonograph
MedlinePlusa611023
data
Pregnancy
category
  • AU: C
  • US: N (Not classified yet)
Routes of
administration
Intravenous (IV)
Legal status
Legal status
Chemical and physical data
FormulaC6742H9972N1732O2004S40
Molar mass୧,୪୮,୬୩୪.୪୬ g·mol−1
  (verify)

ଇପିଲିମୁମାବ, ଏକ ବେପାର ନାମ ୟେରଭୋଏ, ହେଉଛି ଏକ ଔଷଧ ଯାହା ମେଲାନୋମା, ବୃକ୍‌କୀୟ ଜୀବକୋଷ କର୍କଟ, ମେସୋଥେଲିଓମା ଏବଂ ଅଣ-ଛୋଟ କୋଷ ଫୁସଫୁସ କର୍କଟର (NSCLC) ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୬] [୭] ଏହା ପ୍ରାୟ ନିଭୋଲୁମାବ ସହିତ ଏକତ୍ର ଦିଆଯାଏ ।[୭] ଏହା ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୭]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଗଲୁ, ଥକାପଣ, ତରଳ ଝାଡ଼ା, ଅଇ, ଜ୍ୱର, ଥାଇରଏଡ୍ ସମସ୍ୟା, ଅଣନିଶ୍ୱାସ, ଯକୃତ ପ୍ରଦାହ ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୭] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ତନଳୀ ପ୍ରଦାହ, ବିଷାକ୍ତ ଏପିଡର୍ମାଲ ନେକ୍ରୋଲାଇସିସ ଏବଂ

ନିଉରୋପାଥି ହୋଇପାରେ ।[୬] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସିଟିଏଲଏ-୪ (CTLA-4 ) ସ‌ହିତ ସଂଯୁକ୍ର ହୋଇ ଅବରୋଧ କରେ ଯାହା ଫଳରେ କର୍କଟ ରୋଗ ବିରୁଦ୍ଧରେ ଟି-କୋଷର କାର୍ଯ୍ୟକଳାପକୁ ବୃଦ୍ଧି କରେଇଥାଏ ।[୭]

୨୦୧୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଇପିଲିମୁମାବ ଅନୁମୋଦିତ ହୋଇଥିଲା ।[୭] [୬] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୨୦୦ ମିଗ୍ରା ପାଇଁ ପ୍ରାୟ ୧୫,୦୦୦ ପାଉଣ୍ଡ ଖର୍ଚ୍ଚ ହୋଇଛି ।[୮] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୩୨,୩୦୦ ଡଲାର ଅଟେ | [୯]

ଆଧାର ସମ୍ପାଦନା

  1. "Yervoy, ipilimumab (BMS-734016) - Product Profile - BioCentury". BioCentury Online Intelligence. BioCentury Publications. Archived from the original on 12 August 2016. Retrieved 11 August 2016.
  2. USAN. "STATEMENT ON A NONPROPRIETARY NAME ADOPTED BY THE USAN COUNCIL - ipilimumab" (Press release). American Medical Association (AMA). Archived from the original on 2016-02-23. Retrieved 2013-01-12.
  3. "Yervoy EPAR". European Medicines Agency (EMA). Archived from the original on 28 September 2020. Retrieved 2 October 2020.
  4. "Yervoy 5 mg/ml concentrate for solution for infusion - Summary of Product Characteristics (SmPC)". (emc). 3 August 2020. Archived from the original on 22 January 2021. Retrieved 2 October 2020.
  5. "Yervoy- ipilimumab injection". DailyMed. 13 August 2020. Archived from the original on 4 August 2020. Retrieved 2 October 2020.
  6. ୬.୦ ୬.୧ ୬.୨ "Ipilimumab Monograph for Professionals". Drugs.com (in ଇଂରାଜୀ). Archived from the original on 6 May 2021. Retrieved 28 November 2021.
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ "Yervoy". Archived from the original on 28 September 2020. Retrieved 28 November 2021.
  8. BNF 81: March-September 2021. BMJ Group and the Pharmaceutical Press. 2021. p. 918. ISBN 978-0857114105.
  9. "Yervoy Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 28 November 2021.