ଇନୋଟର୍ସେନ
ଇନୋଟର୍ସେନ (ଇଂରାଜୀ ଭାଷାରେ Inotersen), ଟେଗସେଡି ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବଂଶାନୁକ୍ରମିକ ଟ୍ରାନସଥାଇରେଟିନ-ମଧ୍ୟସ୍ଥ ଆମିଲଏଡୋସିସ୍ (HATTR) ରୋଗରେ ହେଉଥିବା ସ୍ନାୟୁ କ୍ଷତିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏହା ସେହି ଲୋକମାନଙ୍କରେ ବ୍ୟବହୃତ ହୁଏ ଯେଉଁମାନେ ଏପର୍ଯ୍ୟନ୍ତ ଚାଲିବାରେ ସକ୍ଷମ ଅଟନ୍ତି | [୫] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୪]
Clinical data | |
---|---|
Trade names | Tegsedi |
Synonyms | GSK-2998728, ISIS-420915 |
AHFS/Drugs.com | monograph |
data | |
Pregnancy category |
|
Routes of administration | Subcutaneous injection |
Legal status | |
Legal status | |
Chemical and physical data | |
Formula | C230H318N69O121P19S19 |
Molar mass | ୭,୧୮୩.୦୮ g·mol−1 |
3D model (JSmol) | |
| |
|
ଇଞ୍ଜେକସନ ନେଇଥିବା ସ୍ଥାନରେ ଲାଲ ରଙ୍ଗ ଓ ଯନ୍ତ୍ରଣା, ଅଇ, ମୁଣ୍ଡବିନ୍ଧା, ଥକାପଣ, କମ୍ ପ୍ଲାଟୈଲେଟ ଏବଂ ଜ୍ୱର ସ୍ଥାନରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଲାଲତା ଏବଂ ଯନ୍ତ୍ରଣା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ପ୍ରଦାହ, ଷ୍ଟ୍ରୋକ, ଜୀବସାର କ ଅଭାବ, ଆଲର୍ଜି ପ୍ରତିକ୍ରିୟା ଏବଂ ଯକୃତ ସମସ୍ୟା ହୋଇପାରେ ।[୬] [୪] ଏହା ଏକ ଆଣ୍ଟିସେନ୍ସ ଓଲିଗୋନିଉକ୍ଲିଓଟାଇଡ ଅଟେ ।[୪]
୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ଇନୋଟର୍ସେନ ଅନୁମୋଦିତ ହୋଇଥିଲା ।[୪] [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଚିକିତ୍ସା ପିଛା ବାର୍ଷିକ ୩୩୨,୦୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୫୨୧,୦୦୦ ଡଲାର ଥିବାବେଳେ କାନାଡ଼ାରେ ଏହା ପ୍ରାୟ ୪୨୦,୦୦୦ କାନାଡ଼ା ଡଲାର ଅଟେ ।[୮] [୯]
ଆଧାର
ସମ୍ପାଦନା- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Tegsedi EPAR
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Tegsedi 284 mg solution for injection in pre-filled syringe - Summary of Product Characteristics (SmPC)". (emc). 15 October 2019. Archived from the original on 7 October 2020. Retrieved 3 October 2020.
- ↑ "Tegsedi- inotersen injection, solution". DailyMed. 2 September 2020. Archived from the original on 7 October 2020. Retrieved 3 October 2020.
- ↑ ୪.୦ ୪.୧ ୪.୨ ୪.୩ ୪.୪ "Inotersen Monograph for Professionals". Drugs.com (in ଇଂରାଜୀ). Archived from the original on 4 December 2021. Retrieved 26 November 2021.
- ↑ ୫.୦ ୫.୧ "Tegsedi". Archived from the original on 8 October 2020. Retrieved 26 November 2021.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;FDA2021
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1109. ISBN 978-0857114105.
- ↑ "Tegsedi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 November 2021. Retrieved 26 November 2021.
- ↑ "CADTH Canadian Drug Expert Committee Recommendation" (PDF). CADTH. Archived (PDF) from the original on 20 October 2020. Retrieved 26 November 2021.