ଇଣ୍ଡାପାମାଇଡ
ଇଣ୍ଡାପାମାଇଡ ଏକ ଔଷଧ ହୃଦ୍ପାତ ଯାହା କିମ୍ବା ଅନ୍ୟାନ୍ୟ କାରଣରୁ ଉଚ୍ଚ ରକ୍ତଚାପ ଏବଂ ଫୁଲାର ଚିକିତ୍ସା କରିବା ପାଇଁ ଦିଆଯାଏ ।[୧] ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ପାଇଁ ଏହା ଦ୍ୱିତୀୟ ଧାଡ଼ିର ଚିକିତ୍ସା ।[୧] ଏହା ପାଟିରେ ଦିଆଯାଏ ।[୧] ଏହା ଅନ୍ୟାନ୍ୟ ରକ୍ତଚାପ ଔଷଧ ସହିତ ବ୍ୟବହୃତ ହୋଇପାରେ ।[୧]
Clinical data | |
---|---|
AHFS/Drugs.com | monograph |
MedlinePlus | a684062 |
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Protein binding | 71–79% |
Metabolism | Liver |
Elimination half-life | 14–18 hours |
Identifiers | |
| |
ECHA InfoCard | 100.043.633 |
Chemical and physical data | |
Formula | C16H16ClN3O3S |
Molar mass | ୩୬୫.୮୩ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ପୋଟାସିୟମ୍ ସ୍ତର, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଥକାପଣ, ନିଦ୍ରାହୀନତା ଏବଂ ଉଦ୍ବେଗ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ସୋଡିୟମ୍ ସ୍ତର, ରାସ, ଗାଉଟ ଏବଂ ଉଚ୍ଚ ରକ୍ତ ଶର୍କରା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହା ଏକ ଥିଆଜାଇଡ୍-ସମ ଡାଇୟୁରେଟିକ ।[୧]
୧୯୬୮ ମସିହାରେ ଇଣ୍ଡାପାମାଇଡ ପେଟେଣ୍ଟ ହୋଇଥିଲା ଏବଂ ୧୯୭୭ ମସିହାରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାସର ଔଷଧ ଖର୍ଚ୍ଚ ୩.୪୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶି ନିମନ୍ତେ ପ୍ରାୟ ୪ ଡଲାର ଖର୍ଚ୍ଚ ହୁଏ ।[୪] ପେରିଣ୍ଡୋପ୍ରିଲ ସହିତ ଏକ ମିଶ୍ରଣ ଔଷଧ ମଧ୍ୟ ଉପଲବ୍ଧ ହୁଏ ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Indapamide Monograph for Professionals". Drugs.com (in ଇଂରାଜୀ). Archived from the original on 10 January 2021. Retrieved 26 November 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 457. ISBN 9783527607495. Archived from the original on 2021-08-28. Retrieved 2021-01-16.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 181. ISBN 978-0857114105.
- ↑ "Indapamide Prices, Coupons & Savings Tips - GoodRx". GoodRx. Archived from the original on 31 August 2016. Retrieved 26 November 2021.