ପେରିଣ୍ଡୋପ୍ରିଲ
ପେରିଣ୍ଡୋପ୍ରିଲ ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ, ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗ ଏବଂ କରୋନାରୀ ଧମନୀ ରୋଗର ଚିକିତ୍ସା ପାଇଁ ଦିଆଯାଏ । [୧] [୨] ଏହା ପାଟିରେ ଦିଆଯାଏ ।[୩] ସର୍ବାଧିକ ପ୍ରଭାବ ମିଳିବାକୁ ଅନେକ ସପ୍ତାହ ଲାଗିଯାଏ ।[୧]
Clinical data | |
---|---|
Pronunciation | per-in-do-pril |
Trade names | Coversyl, Coversum, Aceon, others |
AHFS/Drugs.com | monograph |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 24% |
Protein binding | 20% |
Metabolism | Renal |
Elimination half-life | 1–17 hours for perindoprilat (active metabolite) |
Identifiers | |
| |
ECHA InfoCard | 100.120.843 |
Chemical and physical data | |
Formula | C19H32N2O5 |
Molar mass | ୩୬୮.୪୭ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଦୃତ ହୃଦଗତି, ମାଂସପେଶୀ କ୍ରାମ୍ପ ଏବଂ ମୂତ୍ରରେ ପୁଷ୍ଟିସାର ନିର୍ଗତ ହୋଇପାରେ ।[୧] [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା, ନିମ୍ନ ରକ୍ତଚାପ ଏବଂ ବୃକ୍କ ବିଫଳତା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ବୃକ୍କ ଜନିତ ସମସ୍ୟାରେ କମ୍ ମାତ୍ରା ଔଷଧ ବ୍ୟବହାର କରାଯିବା ଉଚିତ୍ ।[୩] ଏହା ଏକ ଆଞ୍ଜିଓଟେନସିନ୍-ରୂପାନ୍ତକାରୀ ଇଞ୍ଜାଇମ ଅବରୋଧକ ଏବଂ ରେନିନ-ଆଙ୍ଗିଓଟେନସିନ୍-ଆଲଡୋଷ୍ଟେରନ୍ ପ୍ରଣାଳୀକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
ପେରିଣ୍ଡୋପ୍ରିଲ ୧୯୮୦ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୮ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୫ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏକ ମାସର ଔଷଧର ମୂଲ୍ୟ ପ୍ରାୟ ୭ ପାଉଣ୍ଡ ।[୩] ଏହା ପେରିଣ୍ଡୋପ୍ରିଲ ଏର୍ବୁମାଇନ ଓ ପେରିଣ୍ଡୋପ୍ରିଲ ଅର୍ଜିନିନ ନାମରେ ଉପଲବ୍ଧ ହୁଏ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Perindopril Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 18 July 2021.
- ↑ "Consumer Medicine Information, GenRx Perindopril" (PDF). Clinical Resources, Medicine information for health professionals. Royal Australian College of General Practitioners. Archived from the original (PDF) on 2007-09-01.
- ↑ ୩.୦ ୩.୧ ୩.୨ ୩.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 182. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 467. ISBN 9783527607495. Archived from the original on 2021-08-28. Retrieved 2020-05-12.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ ୫.୦ ୫.୧ "Perindopril Prices, Coupons & Savings Tips - GoodRx". GoodRx. Retrieved 18 July 2021.