ଆଳୁ ଚାଟ ଏକ ସୁଆଦିଆ ଜଳଖିଆ ଅଟେ ।[୧] ଏହା ଭାରତର ପ୍ରାୟ ସମସ୍ତ ଅଞ୍ଚଳରେ ମିଳିଥାଏ । ଆଳୁକୁ ଚକଟା ଯାଇ ସେଥିରେ ବିଭିନ୍ନ ପ୍ରକାରର ମସଲା ପକାଇ ,ସେଉ ,ବାଦାମ,ସିଝା ମଟର ,ପିଆଜ,କାକୁଡି,ଖଟା,ମିଠା ଦ‌ହି ଏବଂ ପାମ୍ପଡ ଟୁକୁଡା ପକାଇ ମିଶ୍ରଣ କରାଯାଇ ଆଳୁ ଚାଟ ପ୍ରସ୍ତୁତ କରାଯାଏ । ଏହାର ପ୍ରସ୍ତୁତିର ଉପାୟ ସ୍ଥାନ ଅନୁସାରେ ଅଲଗା ହୋଇଥାଏ ।[୨]

ଆଳୁ ଚାଟ
ପ୍ରକାରStreet food
ମୂଳ ସ୍ଥାନIndia, Pakistan
ଅଞ୍ଚଳ ବା ରାଜ୍ୟNorth India, Pakistan, West Bengal, Sylhet
ମୁଖ୍ୟ ଉପାଦାନଆଳୁ, ତେଲ, ମସଲା, ଚଟଣୀ

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. India. Sydney: Murdoch Books. 2010. p. 23. ISBN 1741964385.
  2. Dalal, Tarla (2007). Punjabi khana. Mumbai: Sanjay. p. 107. ISBN 8189491547.