ଆଳୁ ଚାଟ
ଆଳୁ ଚାଟ ଏକ ସୁଆଦିଆ ଜଳଖିଆ ଅଟେ ।[୧] ଏହା ଭାରତର ପ୍ରାୟ ସମସ୍ତ ଅଞ୍ଚଳରେ ମିଳିଥାଏ । ଆଳୁକୁ ଚକଟା ଯାଇ ସେଥିରେ ବିଭିନ୍ନ ପ୍ରକାରର ମସଲା ପକାଇ ,ସେଉ ,ବାଦାମ,ସିଝା ମଟର ,ପିଆଜ,କାକୁଡି,ଖଟା,ମିଠା ଦହି ଏବଂ ପାମ୍ପଡ ଟୁକୁଡା ପକାଇ ମିଶ୍ରଣ କରାଯାଇ ଆଳୁ ଚାଟ ପ୍ରସ୍ତୁତ କରାଯାଏ । ଏହାର ପ୍ରସ୍ତୁତିର ଉପାୟ ସ୍ଥାନ ଅନୁସାରେ ଅଲଗା ହୋଇଥାଏ ।[୨]
ପ୍ରକାର | Street food |
---|---|
ମୂଳ ସ୍ଥାନ | India, Pakistan |
ଅଞ୍ଚଳ ବା ରାଜ୍ୟ | North India, Pakistan, West Bengal, Sylhet |
ମୁଖ୍ୟ ଉପାଦାନ | ଆଳୁ, ତେଲ, ମସଲା, ଚଟଣୀ |
|
ଗ୍ୟାଲେରି
ସମ୍ପାଦନା-
Aloo chaat vendor, Connaught Place, New Delhi
-
Aloo Kabli, a Bengali Aloo Chaat made with sliced boiled potatoes, chickpeas, tomatoes, cucumbers, tamarind sauce, Bengali spices, chopped chillies and garnished with coriander leaves.
-
Aloo chat
-
Aloo Dahi Chaat
-
Alu Chaat
ଆଧାର
ସମ୍ପାଦନା- ↑ India. Sydney: Murdoch Books. 2010. p. 23. ISBN 1741964385.
- ↑ Dalal, Tarla (2007). Punjabi khana. Mumbai: Sanjay. p. 107. ISBN 8189491547.