ଆଲୋଚନା:ହ୍ୟୁମାନ ସାଗର

Latest comment: ୫ ବର୍ଷ ପୂର୍ବେ by Ssgapu22

@Soumendrak: ଭାଇ, କୌଣସି ନୂଆ ପୃଷ୍ଠା କରିବାବେଳେ ପ୍ରଥମେ Infobox Person ଛାଞ୍ଚଟି ଯୋଡ଼ିବାକୁ ଅନୁରୋଧ । ଏହା ଉଇକିପିଡ଼ିଆର ଲିଖନ ଶୈଳୀର ପ୍ରଥମ ଭାଗ । ତେଣୁ Infobox ରହିଲେ, ପ୍ରସଙ୍ଗଟି ଦେଖିବାକୁ ସୁନ୍ଦର ଲାଗିବ, ତା'ଛଡ଼ା ଯେଉଁମାନେ ମୋବାଇଲେ ଜରିଆରେ ଦେଖୁଥିବେ ତାକୁ ପଢ଼ିବାକୁ ସୁବିଧା ଲାଗିବ । -ଗପୁ (ମୋ ଆଲୋଚନା) ୨୩:୩୮, ୯ ସେପ୍ଟେମ୍ବର ୨୦୧୮ (IST)Reply

Return to "ହ୍ୟୁମାନ ସାଗର" page.