ଉଇକିପ୍ରକଳ୍ପ ଖେଳ
WikiProject iconଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ଖେଳ ଅନ୍ତର୍ଗତ । ଉଇକିପିଡ଼ିଆରେ ଖେଳ । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 
ଉଇକିପ୍ରକଳ୍ପ ମହିଳା
WikiProject iconଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ମହିଳା ଅନ୍ତର୍ଗତ । ଉଇକିପିଡ଼ିଆରେ ମହିଳା । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 

ହିମା ହେବା କଥା !--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୧୫, ୧୬ ଜୁଲାଇ ୨୦୧୮ (IST)Reply

ପ୍ରିତିରଞ୍ଜନ ତ୍ରିପାଠୀ ସଠିକ୍ ନାମକୁ ବଦଳାଗଲା । ଧନ୍ୟବାଦ । Abha Pradhan (talk) ୧୭:୦୪, ୧୬ ଜୁଲାଇ ୨୦୧୮ (IST)Reply

ହଳନ୍ତ ବ୍ୟବ‌ହାର ବାବଦରେ ସମ୍ପାଦନା

ଶୈଳେଶ ହଳନ୍ତର ବ୍ୟବ‌ହାର ମୁଁ ବିଭିନ୍ନ ଓଡ଼ିଆ ବ‌ହିରେ ଦେଖିବାକୁ ପାଇଛି । ଏହାକୁ ଆଲୋଚନା ସଭାରେ ମଧ୍ୟ ଉପସ୍ଥାପନ କରିଥିଲି, ମାତ୍ର ´´ବ୍ୟବ‌ହାର ନ‌କରିବାର´´ କୌଣସି ସନ୍ତୋଷଜନ‌କ ଉତ୍ତର ମିଳିନଥିଲା । ପୂର୍ବରୁ ପ୍ରସଙ୍ଗ ଥିଲେ, ଲିଙ୍କ୍ ଦେବା ପାଇଁ ହଳନ୍ତ କାଟିଦେବା ଠିକ୍ ଅଛି, ମାତ୍ର ଅନ୍ୟ ସ୍ଥାନରେ କଟାଯିବାର କୌଣସି କାରଣ ନାହିଁ । ତେଣୁ ହଳନ୍ତ ସମ୍ବନ୍ଧୀତ କିଛି ବି ଶବ୍ଦର ପରିବର୍ତ୍ତନ କରିବା ପୂର୍ବରୁ ଆଲୋଚନା କରିବା ଠିକ୍ ରହିବ । -- Abha Pradhan (talk) ୨୨:୩୩, ୧୭ ଜୁଲାଇ ୨୦୧୮ (IST)Reply

Return to "ହିମା ଦାସ" page.