ବ୍ରାହ୍ମଣୀ ନଦୀ ସାକ୍ଷୀଗୋପାଳ ଗ୍ରାମର ଜୀବନ ରେଖା ସମ୍ପାଦନା

'ବ୍ରାହ୍ମଣୀ ନଦୀ ସାକ୍ଷୀଗୋପାଳ ଗ୍ରାମର ଜୀବନ ରେଖା' ଏହା ଏହି ବିଷୟରେ ଲେଖାଯାଇଛି । ଏହା ସନ୍ଦେହ ଜନ‌କ । ବ୍ରାହ୍ମଣୀ ନ‌ଦୀ ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, କଟକ ତ‌ଥା ଯାଜପୁର ଦେଇ ପ୍ରବାହିତ ହୋଇଛି । ଯାଜପୁରଠାରୁ ସାକ୍ଷୀଗୋପାଳ ବ‌ହୁତ ଦୂର । ଏଠାକୁ ସେହି ନ‌ଦୀର ଗତିପଥ ସାକ୍ଷୀଗୋପାଳ ଆସିଥିବା ସନ୍ଦେହ ଜନ‌କ । ଏହାର ଆଧାର ଆବଶ୍ୟକ ।--Subas Chandra Rout (ମୋ ଆଲୋଚନା) ୧୯:୪୯, ୩୦ ଜୁନ ୨୦୧୬ (IST)Reply

Return to "ସାକ୍ଷୀଗୋପାଳ" page.