ଆଲୋଚନା:ସତ୍ୟ ମିଶ୍ର
Latest comment: ୧ ମାସ ପୂର୍ବେ by Raj K. Mohapatra (Puri) in topic ରଚନାବଳୀ
ରଚନାବଳୀ
ସମ୍ପାଦନା@Raj K. Mohapatra (Puri) ଆପଣ ଏ ଓ ଆଉ କେତେକ ପ୍ରସଙ୍ଗର ରଚନାବଳୀ ବିଭାଗରେ ଟେବୁଲ ବ୍ୟବହାର କରିଛନ୍ତି ମୁଁ ଏକ ସାଧାରଣ ତାଲିକା ପାଇଁ ଅନୁରୋଧ କରିବି ୟାର ମୂଳ କାରଣ ଦୁଇଟା: ଉଇକିପିଡ଼ିଆ ଏକ ଏନସାଇକ୍ଲୋପିଡ଼ିଆ ହୋଇଥିବାରୁ ଲେଖା ଶୈଳୀ ଏକପ୍ରକାର ହେଲେ ଲେଖା-ଲେଖା ଭିତରେ ସମାନତା ରହିବ ଦ୍ୱିତୀୟରେ ଆମେ ଅନେକ ସମୟରେ ବଟ ବ୍ୟବହାର କରି ଲେଖା ସଜାଡ଼ୁ ତାଲିକା ବଦଳରେ ଟେବୁଲ ରହିଲେ ହୁଏତ ଅସୁବିଧା ହୋଇପାରେ ରଚନାବଳୀ ତଳ ଶୈଳୀରେ ଲେଖିବାକୁ ଅନୁରୋଧ:
- ବହିର ନାମ (୧୯୬୦)
- ବହିର ନାମ (୧୯୬୦, କବିତା)
- ବହିର ନାମ - ୧ମ ସଂସ୍କରଣ (ମସିହା)
- ବହିର ନାମ - ୧ମ ସଂସ୍କରଣ (ମସିହା, କବିତା)