ଆଲୋଚନା:ଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)

Latest comment: ୫ ବର୍ଷ ପୂର୍ବେ by Ssgapu22

@ସଂଗ୍ରାମ ଭାଇ, ଏହି ଭଳି କ'ଣ ଖବର କାଗଜର ଲିଙ୍କ ନଦେଇ ଖାଲି ନାମ ଲେଖିଦେଇ ଉଇକିପିଡ଼ିଆରେ ଆଧାର ଦେଇହୁଏ କି ? --ସୌମେନ୍ଦ୍ର (ମୋ ଆଲୋଚନା) ୧୯:୨୨, ୯ ଅକ୍ଟୋବର ୨୦୧୮ (IST)Reply

@Soumendrak: ଭାଇ, ପୁରୁଣା ଜିନିଷ କିମ୍ବା ବହିର ଆଧାର ଏମିତି ହିଁ ଦେବାକୁ ହୁଏ । ଆଉ ଯଦି ତାହାର url ମିଳେ, ତେବେ ଦେଲେ ଅଧିକ ଭଲ ।-ଗପୁ (ମୋ ଆଲୋଚନା) ୧୫:୧୪, ୧୦ ଅକ୍ଟୋବର ୨୦୧୮ (IST)Reply


Return to "ଶ୍ରୀ ଜଗନ୍ନାଥ (୧୯୭୯ର ଓଡ଼ିଆ କଥାଚିତ୍ର)" page.