This article is written in Pali-Odia, Pali, being one of the oldest languages of India and mother of many Indian languages (Including Odia (Oriya), Bengali, Asamese, Bhojpuri and South Asian languages deserves more enthusiasts being involved into the development and restoration of this languages and give the pride back to the languages like Odia which are actually originated from Pali and later on influenced and manipulated by other languages. With this Soja Odia (Real Oriya/Odia) we are trying to bring back the real language of our soil. So, please contact me before any modification of this article. subhashishpanigrahi ୧୨:୨୫, ୧୮ February ୨୦୧୧ (UTC) Psubhashish|ସୁଭ ପା
କବିବର ରାଧାନାଥ ଙ୍କୁ ଯୁଗସ୍ରଷ୍ଟା କହିବାର ଯେଉଁ କେତୋଟି କାରଣ ରହିଛି ସେଥିମଧ୍ୟରୁ ନିମ୍ନ କାରଣ ଗୁଡ଼ିକ ଆଲୋଚନା ଯୋଗ୍ୟ
୧.ରାଧାନାଥ ଙ୍କ ସାହିତ୍ୟ ରେ ପ୍ରେମ ପ୍ରଣୟ ଭିନ୍ନ ଭାବରେ ପ୍ରାଧାନ୍ୟ ଲାଭ କରୁଥିଲା
୨.ରାଧାନାଥ ଙ୍କ ସାହିତ୍ୟ ଥିଲା ପ୍ରାଚ୍ୟ ଓ ପାଶ୍ଚାତ୍ୟ ର ସଂଯୋଗ ସେତୁ
୩.ରାଧାନାଥ ସାହିତ୍ୟ ଥିଲା ଜାତୀୟତାବାଦୀ ଚିନ୍ତାଧାରା ର ଉନ୍ମେଷ ସ୍ଥଳ
୪.ପ୍ରକୃତି ଚିତ୍ରଣ ର ମହନୀୟତା ରାଧାନାଥ ସାହିତ୍ୟ ର ଏକ ଅଭିନବ ଅଂଶ