ଉପଶୀର୍ଷକ ବା ସବ୍‌ହେଡିଙ୍ଗ ସମ୍ପାଦନା

ବିକାଶ ବାବୁ, ଆପଣ ସବ୍‌ହେଡିଙ୍ଗ‌ଗୁଡ଼ିକରେ ତିନୋଟି କରି = ଚିହ୍ନ ଦେଇଛନ୍ତି ଯେପରିକି ନାମର (===ଉତ୍ପତ୍ତି===) । ଏଠାରେ ଦୁଇଟି କରି == == ଦିଆଯାଏ । ହେଡିଙ୍ଗ‌କୁ ଏକ ଧରି ଏଗୁଡ଼ିକୁ ଦୁଇ କରାଯାଇଛି । ଯଦି ସବ୍‌ସବ୍ ହେଡିଙ୍ଗ କରିବେ ତାହେଲେ ତିନୋଟି କରି ଦେବେ ଯେପରି ଆପଣ ଦେଇଛନ୍ତି । --Subas Chandra Rout (ମୋ ଆଲୋଚନା) ୧୫:୩୨, ୨୭ ଜୁନ ୨୦୧୬ (IST)Reply

Return to "ପ୍ରାଚୀ ନଦୀ" page.