ଆଲୋଚନା:ଜଗନ୍ନାଥ ମନ୍ଦିର, ପୁରୀରେ ଥିବା ଶିବ ମନ୍ଦିର ତାଲିକା

ନାମ ବଦଳ ସମ୍ପାଦନା

  1. ଶ୍ରୀମନ୍ଦିରରରେ ଥିବା ଶିବ ମନ୍ଦିରମାନଙ୍କର ତାଲିକା
  2. ଶ୍ରୀମନ୍ଦିରରରେ ଥିବା ଶିବ ମନ୍ଦିର ଗୁଡ଼ିକର ତାଲିକା
  3. ଶ୍ରୀମନ୍ଦିରରରେ ଥିବା ଶିବ ମନ୍ଦିର ତାଲିକା
  4. ପୁରୀ ଜଗନ୍ନାଥ ମନ୍ଦିର ବେଢାରେ ଥିବା ଶିବ ମନ୍ଦିରସବୁର ତାଲିକା
  5. ପୁରୀ ଜଗନ୍ନାଥ ମନ୍ଦିର ବେଢାରେ ଥିବା ଶିବ ମନ୍ଦିର ଗୁଡ଼ିକର ତାଲିକା
  6. ପୁରୀ ଜଗନ୍ନାଥ ମନ୍ଦିର ବେଢାରେ ଥିବା ଶିବ ମନ୍ଦିର ତାଲିକା

ମତାମତ ସମ୍ପାଦନା

ଉପୋରୋକ୍ତ ନାମ ଗୁଡ଼ିକ ମଧ୍ୟରୁ କେଉଁଟି ଠିକ ହେବ ମତ ଦେବାକୁ ଅନୁରୋଧ ।

  • ଯାହା ଅଛି ତାହା ହିଁ ଠିକ୍ ଲାଗୁଛି । ଏଇଟା ହିଁ ଏନ୍‌ସାଇକ୍ଲୋପିଡ଼ିଆ ଫର୍ମାଟ୍ । Coldbreeze16 (ମୋ ଆଲୋଚନା) ୧୪:୩୩, ୧୩ ସେପ୍ଟେମ୍ବର ୨୦୧୫ (UTC)
ପ୍ରସଙ୍ଗର ନାମ ଶ୍ରୀମନ୍ଦିରରରେ ଥିବା ଶିବ ମନ୍ଦିର ତାଲିକା କୁ ସମର୍ଥନ । --ଆଦିତ୍ୟ ମହାର (ଆଲୋଚନା) ୧୫:୨୭, ୧୩ ସେପ୍ଟେମ୍ବର ୨୦୧୫ (UTC)
ପୁରୀ ଜଗନ୍ନାଥ ମନ୍ଦିର ବେଢ଼ାରେ ଥିବା ଶିବ ମନ୍ଦିରସବୁର ତାଲିକା ('ଢ଼ ରେ ବିନ୍ଦୁ ଥାଇ) । କମା (",") ଦେଇ ଜାଗାର ନାମ ଲେଖିବା ଇଂରାଜୀ ଫର୍ମାଟ । ଆମେ ଆଗରୁ ଅନେକ ଜାଗାରେ ଓଡ଼ିଆ ପାଇଁ ସମାନ ଶୈଳୀରେ ଲେଖି ଏ ଭୁଲ କରିଛୁ । ଅନ୍ତତ ନୂଆ ଲେଖାରେ ଏ ଭୁଲ ନ ରହିଲେ ଭଲ । --ସୁଭାସିସ ପାଣିଗାହି (ଆଳାପ) ୧୭:୩୭, ୧୩ ସେପ୍ଟେମ୍ବର ୨୦୧୫ (UTC)
  • ମୋ ପ୍ରସ୍ତାବ: 'ଶ୍ରୀମନ୍ଦିର ବେଢ଼ାରେ ଥିବା ଶିବ ମନ୍ଦିରମାନଙ୍କର ତାଲିକା ସୁଭଭାଇଙ୍କ ପ୍ରସ୍ତାବ ବି ଠିକ ରହିବ ।
  • ପୁରୀ ଜଗନ୍ନାଥ ମନ୍ଦିର = ଶ୍ରୀମନ୍ଦିର
  • ବେଢ଼ା/ପରିସର
  • ସବୁର ବଦଳରେ 'ମାନଙ୍କ/ଗୁଡ଼ିକ' ଠିକ ଲାଗୁଚି ।
  • ଜଗନ୍ନାଥ ମନ୍ଦିର ଲେଖା ଥିବା ଶ୍ରେଣୀ ଗୁଡ଼ିକ ବି ବଦଳେଇ 'ଶ୍ରୀମନ୍ଦିର' ହେଲେ ଠିକ । ହେବ ଶ୍ରୀମନ୍ଦିର କେବଳ ପୁରୀରେ ଥିବା ଜଗନ୍ନାଥ ମନ୍ଦିରକୁ ବୁଝାଉଛି ତେଣୁ ଆଉ ବହୁ ବିକଳ୍ପ ଲେଖିବାକୁ ପଡ଼ିବ ନାହିଁ । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୭:୫୩, ୧୩ ସେପ୍ଟେମ୍ବର ୨୦୧୫ (UTC)
ପ୍ରସଙ୍ଗର ତଥ୍ୟକୁ ଠିକ୍ ଭାବେ ଅନୁଧ୍ୟାନ କରି ମତ ଦେବାକୁ ଅନୁରୋଧ, ପ୍ରଥମ କଥା ତାଲିକା ଅନ୍ତର୍ଭୁକ୍ତ ସବୁ ଗୁଡିକ ଶିବମନ୍ଦିର ନୁହଁ, ଅଧିକାଂଶ ମୂର୍ତ୍ତି ଭାବରେ ମଧ୍ୟ ପୂଜା ପାଉଛନ୍ତି, ଦ୍ଵିତୀୟ କଥା ହେଲା କେତେକ ଭିତର ବେଢ଼ା ଓ ଆଉ କେତେ ବାହାରେ ମଧ୍ୟ ପୂଜା ପାଉଛନ୍ତି। --ଆଦିତ୍ୟ ମହାର (ଆଲୋଚନା) ୦୪:୧୯, ୧୪ ସେପ୍ଟେମ୍ବର ୨୦୧୫ (UTC)
Return to "ଜଗନ୍ନାଥ ମନ୍ଦିର, ପୁରୀରେ ଥିବା ଶିବ ମନ୍ଦିର ତାଲିକା" page.