ଦୂରଦର୍ଶନ/ଟେଲିଭିଜନ

ସମ୍ପାଦନା

@Ssgapu22, ସେ ଦୂରଦର୍ଶନ (DD)ରେ କାମ କରିଥିଲେ ନା ଟେଲିଭିଜନ? ପଚାରିବାର କାରଣ ହେଉଛି ଜେରକ୍ସ ଯେମିତି ଫଟୋକପି ପାଇଁ ବ୍ୟବହାର ହୁଏ ଅନେକ ଜାଗାରେ "ଟେଲିଭିଜନ" ବଦଳରେ "ଦୂରଦର୍ଶନ" ବ୍ୟବହାର ହୁଏ । ଯଦିଓ ସାଧାରଣ କଥାବାର୍ତ୍ତରେ ଏଇଟା ଚଳେ ଆମକୁ ଉଇକିପିଡ଼ିଆରେ ସବୁ ଟେଲିଭିଜନ କାର୍ଯ୍ୟକ୍ରମକୁ "ଟେଲିଭିଜନ" ଓ କେବଳ ଦୂରଦର୍ଶନ (ଡିଡି) ପାଇଁ ଦୂରଦର୍ଶନ ବ୍ୟବହାର କରିବା । ମୁଁ ଏଠି ଲେଖିବାର କାରଣ ତମକୁ ପଚାରିବା ଆଉ ଅଲଗା ଲେଖାରେ ଏମିତି ଅଛି କି (ଟେଲିଭିଜନ ଜାଗାରେ ଦୂରଦର୍ଶନ)? Psubhashish (ମୋ ଆଲୋଚନା) ୧୦:୨୫, ୭ ନଭେମ୍ବର ୨୦୨୪ (IST)Reply

ଦୂରଦର୍ଶନ ମାନେ ଟେଲିଭିଜନ୍‌କୁ ଲେଖାଯାଇଛି । ଏମିତି ଅନେକ ପ୍ରସଙ୍ଗରେ ମୁଁ ଟିଭି ସିରିଏଲ୍‌କୁ ଦୂରଦର୍ଶନ ଧାରାବାହିକ ବୋଲି ଲେଖିଛି । ତାକୁ ସବୁ ବଦଳେଇବାକୁ ହେବ । ପାଖାପାଖି ୫୦୦ ଭଳିଆ ପ୍ରସଙ୍ଗରେ ବଦଳ କରିବାକୁ ହେବ । ଗପୁ (ମୋ ଆଲୋଚନା) ୨୨:୫୧, ୭ ନଭେମ୍ବର ୨୦୨୪ (IST)Reply
Return to "ଚିତ୍ରଲେଖା ଗୁହ" page.