ଚିତ୍ରଲେଖା ଗୁହ

ବଙ୍ଗଳାଦେଶର ଅଭିନେତ୍ରୀ

ଚିତ୍ରଲେଖା ଗୁହ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳାଦେଶୀ ଦୂରଦର୍ଶନ, ମଞ୍ଚ ଓ କଥାଚିତ୍ର ଜଗତରେ କାମ କରିନ୍ତି । ୭୧ ଏର୍ ମା ଜନନୀ (୨୦୧୪) କଥାଚିତ୍ରରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।[]

ଚିତ୍ରଲେଖା ଗୁହ
চিত্রলেখা গুহ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୬-ଏବେଯାଏଁ
ବୈବାହିକ-ସାଥୀଉତ୍ତମ ଗୁହ
ସନ୍ତାନ

ଅଭିନୟ ଜୀବନ

ସମ୍ପାଦନା

୧୯୮୬ ମସିହାରେ ଅବଭଣତରିଣ ଖଲାଧୁଲା ନାଟକ ଜରିଆରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[] ୧୯୯୫ ମସିହାରେ, ସେ କଥାଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ, ଦୂରଦର୍ଶନ ଧାରାବାହିକରେ କାମ କରିଥିଲେ ।

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୫ ଅନ୍ୟ ଜୀବନ
୧୯୯୭ ସପ୍ନେର ନାୟକ ରେବେକ୍କା
୨୦୧୧ ଅଲଶପୁର ଚଞ୍ଚଳା ଚୌଧୁରୀ
୨୦୦୦ ଉତ୍ତରେର ଖେପ
୨୦୦୧ ଲାଲସାଲୁ ଖାଲେକଙ୍କ ପତ୍ନୀ
୨୦୦୪ ଲାଲୋନ
୨୦୦୫ ମୋଲ୍ଲା ବାରିର ବୋଉ ବୈଷ୍ଟମୀ
୨୦୦୮ ରବେୟା
୨୦୧୧ ଖଣ୍ଡ ଗଳ୍ପ ୧୯୭୧
୨୦୧୨ କମନ୍ ଜେଣ୍ଡର୍
୨୦୧୪ '୭୧ ଏର୍ ମା ଜନନୀ ହାଶେମଙ୍କ ମାଆ
୨୦୧୪ ଜୀବନଧୂଳି
୨୦୧୫ ପଦ୍ମ ପତର ଜଲ ଶ୍ରୀମତୀ ଶହବାଜ
୨୦୨୦ ରୁପ୍ସା ନଦୀର ବାଙ୍କେ

ଅଭିନିତ ଧାରାବାହିକ

ସମ୍ପାଦନା
  • ତୁଲିତେ ଆକା ସ୍ୱପ୍ନ (୨୦୦୭)
  • ମେମ୍ ସାହେବ (୨୦୦୮)
  • ଚିକେନ୍ ଟିକ୍କା ମସାଲା (୨୦୧୦)
  • ନୋଅସାଲ୍
  • ବିଦେଶୀ ବୋଉ (୨୦୧୬)
  • ସ୍ୟେଡ ବାରିର୍ ବୋଉ (୨୦୨୧)
  • ଅୟାନା (୨୦୨୧)
  • ମଶ୍ରାଫେ ଜୁନିଅର୍ (୨୦୨୧)

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ସେ କଳା ନିର୍ଦ୍ଦେଶକ ଉତ୍ତମ ଗୁହଙ୍କୁ ବିବାହ କରିଛନ୍ତି । ସେମାନଙ୍କର ଦୁଇ ଝିଅ ଅର୍ନିଲା ଗୁହ ଓ ଅର୍ନିଶା ଗୁହ ଅଛନ୍ତି ।[]

  1. "29 artistes get Nat'l Film Award 2014". The Daily Star. February 25, 2016. Retrieved March 1, 2016.
  2. Fayeka Zabeen Siddiqua (May 30, 2014). "1 Minute Please!". The Daily Star. Retrieved March 1, 2016.
  3. Basher, Naziba (29 September 2017). "A full-fledged family affair Uttam and Chittralekha's Duga Puja". The Daily Star. Retrieved 29 September 2017.

ବାହାର ଲିଙ୍କ୍

ସମ୍ପାଦନା