ଆଲୋଚନା:ଗୋମତେଶ୍ଵର ପ୍ରତିମୂର୍ତ୍ତି

Latest comment: ୫ ବର୍ଷ ପୂର୍ବେ by Psubhashish in topic ନାମ ବଦଳରେ

ନାମ ବଦଳରେ ସମ୍ପାଦନା

@Skumarm: ବନାନଟା ବୋଧେ "ଗୋମଟେଶ୍ଵର" ହେବ କାରଣ କନ୍ନଡ଼ ଆଉ ବାକି ଭାଷାରେ ବି ସେମିତି ଲେଖାଯାଉଛି । --ସୁଭାସିସ ପାଣିଘରି (ଆଳାପ) ୧୩:୦୯, ୭ ଜାନୁଆରୀ ୨୦୧୯ (IST)Reply

@Psubhashish: ଧନ୍ୟବାଦ ସୁଭାସିସ

ତୁମେ କହିବା ଅନୁସାରେ ମୁଁ ଇଣ୍ଟରନେଟରେ ବାହୁବଳୀଙ୍କ ମୂର୍ତ୍ତି ପାଇଁ ଉଭୟ “ଗୋମତେଶ୍ଵର” ଓ “ଗୋମଟେଶ୍ଵର” ବନାନ ଦେଖିବାକୁ ପାଇଲି ।

ନିମ୍ନ ହିନ୍ଦୀ ୱିକିପିଡ଼ିଆ ପୃଷ୍ଠାରେ ଗୋମତେଶ୍ଵର କହୁଛି । କିନ୍ତୁ ବାହୁବଳୀ ପୃଷ୍ଠାଟି ଗୋମଟେଶ୍ଵର କହୁଛି ।

https://hi.wikipedia.org/wiki/%E0%A4%AD%E0%A4%BE%E0%A4%B0%E0%A4%A4_%E0%A4%95%E0%A5%87_%E0%A4%B8%E0%A4%BE%E0%A4%A4_%E0%A4%86%E0%A4%B6%E0%A5%8D%E0%A4%9A%E0%A4%B0%E0%A5%8D%E0%A4%AF

ମୁଁ ଅଧିକ କିଛି ଲେଖା ଦେଖିକି ମତ ରଖିବି ।

- ଶ୍ରବଣ କୁମାର ମିଶ୍ର

Return to "ଗୋମତେଶ୍ଵର ପ୍ରତିମୂର୍ତ୍ତି" page.