ଆଲୋଚନା:ଅକ୍ଷୟ ମହାନ୍ତି

ସନ୍ଧର୍ଭ is not the synonym for ରେଫେରେଁସ, ସନ୍ଧର୍ଭ is an elaborated essay, so please don't change it to ସନ୍ଧର୍ଭ. ସୁଭ ପା/Subhashish Panigrahi (ମୋ କଥା) ୦୯:୦୩, ୨୨ ମାର୍ଚ ୨୦୧୧ (UTC)

ସନ୍ଧର୍ଭ is the closest odia word which could be used to infer reference, there isn't any odia word called ରେଫେରେଁସ. I had consulted many people before using the word ସନ୍ଧର୍ଭ. And avoid writing English words in Odia script. While other regional language wikipedia have switched to writing all words in their native script we are still using ରେଫେରେଁସ and ବହାର ଲିଙ୍କ hence i am switching the words to ସନ୍ଧର୍ଭ until you have found a better alternative to it don't change it to ରେଫେରେଁସ which isn't an odia word to begin with. ସମ୍ବିଧାନ୍ ମହାନ୍ତି

ସନ୍ଧର୍ଭ = Thesis, ଦ୍ରଷ୍ଟବ୍ୟ=Reference, ପାଦଟୀକା=Footnote, ଟୀକା=Note, ପ୍ରବନ୍ଧ୍/ନିବନ୍ଧ=Essay/Write up, ଦୟାକରି ଉପଯୁକ୍ତ ଶବ୍ଦର ବ୍ୟବହାର ଯଥା ଜାଗାରେ କର, ରେଫେରେଁସ ଏକ ଓଡିଆ ଶବ୍ଦ ନୁହେଁ, କିନ୍ତୁ ତାର ବିକଳ୍ପ ଭାବେ ସନ୍ଦର୍ଭ (ଯାହାର ମାନେ Thesis) କୁ ବ୍ୟବହାର କରାଯାଇପାରିବ ନାହିଁ, ତେବେ ସନ୍ଦର୍ଭର ମାନେ ଯେ Reference ତାହାର କିଛି ପ୍ରମାଣ ଦିଆଯାଇପାରିଲେ ଭଲ ହୁଅନ୍ତା ସୁଭ ପା/Subhashish Panigrahi (ମୋ କଥା) ୦୬:୩୨, ୮ ଏପ୍ରିଲ ୨୦୧୧ (UTC)

ଦ୍ରଷ୍ଟବ୍ୟ ଓ ଦ୍ରୁଷ୍ଟାନ୍ତ ର ଇଂରାଜି ଅର୍ଥ ହୌଚି "Example", ସନ୍ଧର୍ଭ ର ଅର୍ଥ "Thesis" ହେଲେ ମଧ୍ୟ, ଏହି ଷବ୍ଦ ର ପ୍ରୟୋଗ "Reference" ବଦଳ ରେ କରାଜାଇ ପାରେ କାରଣ "Reference" ର ପୁରାତନ ଓଡିଆ ଷବ୍ଦ କିଛି ନାହିଁ, ବର୍ଷ ବର୍ଷ ଧରି ଅନେକ ସହିତ୍ୟ ରେ ମଧ୍ୟ ସନ୍ଧର୍ଭ କୁ "Reference" ର ବିକଳ୍ପ ରେ ବ୍ୟବହାର କରା ଜାଉ ଅଛି, "Reference" ର ଇଂରାଜି ଅର୍ଥ ହେଲା 1. a direction in a book or writing to some other book, passage, etc. 2. use or recourse for purposes of information: a library for public reference. ସନ୍ଧର୍ଭ ର ଇଂରାଜି ଅର୍ଥ ହେଲା 1. an interpretive method, originally used to relate specific entities or events to the absolute idea. 2. a dissertation resulting from research ଜାହାକୁ ଇଂରାଜି ରେ "source" କୁହା ଜାୟି ପାରେ, "source" ଆଊ "reference" ମଧ୍ୟ ରେ ବେସି ତଫାତ ନହିଁ, ଏହି କରଣ ରୁ ମୁ ସନ୍ଧର୍ଭ ର ପ୍ରୟୋଗ କରିଥିଲି. ଜେତେ ଜାହା ହେଲେ ମଧ୍ୟ ମୋର ପ୍ରଥମ ରୁ ଅସନ୍ତୁଷ୍ଟ ହବା ର କାରଣ ଥିଲା ଜେ ଵିକିପିଦିଆ ରେ "ରେଫେରେଁସ" ବଦଳ ରେ କୌଣସି ଓଡିଆ ଷବ୍ଦ ର ବ୍ୟବହାର କରାଜାଉ, ସେ ଷବ୍ଦ ଦ୍ରଷ୍ଟବ୍ୟ ହେଲେ ମୋର କଉଣସି ଆପତି ନାହିଁ.. --ସମ୍ବିଧାନ ମହାନ୍ତି

ପିତାଙ୍କ ନାମ ବିଚିତ୍ରନନ୍ଦ ମହାନ୍ତି ହେବ ନା ବିଚିତ୍ରାନନ୍ଦ ମହାନ୍ତି ହେବ ! --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୨୬, ୧ ନଭେମ୍ବର ୨୦୧୪ (UTC)

ବିଚିତ୍ରାନନ୍ଦ ମହାନ୍ତି ହେବ । ଏଠି ବିଚିତ୍ର+ଆନନ୍ଦ = ବିଚିତ୍ରାନନ୍ଦ (ସନ୍ଧି ନିୟମ ଅନୁସାରେ) । --ସୁଭାସିସ ପାଣିଗାହି ଆଳାପ ୦୨:୦୩, ୩ ନଭେମ୍ବର ୨୦୧୪ (UTC)
Return to "ଅକ୍ଷୟ ମହାନ୍ତି" page.