ଆଲୋଚନା:ଅଅଁଳା ଏକାଦଶୀ

ଅଁଳା କି ଅଅଁଳା କେଉଁଟି ଠିକ? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୫:୦୧, ୨୭ ମାର୍ଚ୍ଚ ୨୦୧୩ (UTC)

ଅଅଁଳା ଠିକ୍ । ସମୟର ଆବର୍ତ୍ତରେ କିଏ କେଉଁ ପ୍ରକାର ଲେଖୁଛି । ଉଦାହରଣ- ସମ୍ବାଦ ଖବରକାଗଜରେ ମୂର୍ତ୍ତିକୁ ମୂର୍ତି, ସମ୍ବାଦକୁ ସଂବାଦ । ଆମେ ଯଦି କୁକୁରକୁ ଦେଖିବା ସେମାନଙ୍କର ଭୁକିବା ଦୁଇପ୍ରକାର । ଗୋଟିଏ ଗଜଲ ଗାଇବା ପରି ଦୀର୍ଘସ୍ଵରରେ ଭୁକିବା ଅନ୍ୟଟି ହ୍ରସ୍ଵସ୍ଵରରେ ଭୁକିବା । ତାହେଲେ କେଉଁଗୋଟିକ ଠିକ୍ । ସତକଥା ହେଉଛି ବହିର ଆଦର କମିଯିବା ଯୋଗୁଁ ଆଜି ଏ ଅବସ୍ଥା । --Dsasanka (ମୋ ଆଲୋଚନା) ୦୨:୪୨, ୨୮ ମାର୍ଚ୍ଚ ୨୦୧୩ (UTC)
ସ‌ହ‌ମତ ଭାଇ, ହେଲେ ଗୋଟେ ଖବରକାଗଜକୁ ଆମେ ମାନ‌କ ଭାଷା ଭାବରେ ନେଇପାରିବା ନାହିଁ । ଅଅଁଳା ଟି ମୋ ମତରେ ମାନ‌କ । ବାକି ଭାଷାର ପରିବର୍ତ୍ତନ ପ୍ରକ୍ରିୟା ଉପରେ ଲମ୍ବା ଆଲୋଚନାଟେ ହୋଇପାରିବ :) --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୮:୪୦, ୨୮ ମାର୍ଚ୍ଚ ୨୦୧୩ (UTC)
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ମତେ ଅଅଁଳା ଠିକ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୪୨, ୨୮ ମାର୍ଚ୍ଚ ୨୦୧୩ (UTC)
Return to "ଅଅଁଳା ଏକାଦଶୀ" page.