ଆଲୋଗ୍ଲିପଟିନ

ଏହା ଏକ ଔଷଧ ଯାହା ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଆଲୋଗ୍ଲିପଟିନ, ବେପାର ନାମ ଅନ୍ୟମାନଙ୍କ ମଧ୍ୟରେ ନେସିନା ଏବଂ ଭିପିଡିଆ, ଏକ ଔଷଧ ଯାହା ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ହେଉଛି ଦ୍ୱିତୀୟ ଧାଡ଼ିର ଚିକିତ୍ସା ଯାହା ଖାଦ୍ୟ ଏବଂ ବ୍ୟାୟାମ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ । [୨] ହୃଦ୍‌ରୋଗର ଆଶଙ୍କା ଉପରେ ପ୍ରଭାବ ଅସ୍ପଷ୍ଟ। [୧] ଏହା ପାଟିରେ ଦିଆଯାଏ । [୩]

ଆଲୋଗ୍ଲିପଟିନ
Clinical data
Trade namesNesina, Vipidia
Kazano, Vipidomet (with metformin)
Oseni, Incresync (with pioglitazone)
SynonymsAlogliptin benzoate, SYR-322
AHFS/Drugs.commonograph
MedlinePlusa613026
data
Pregnancy
category
  • AU: B3
  • US: B (No risk in non-human studies)
Routes of
administration
By mouth
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailability100%
Protein binding20%
MetabolismLimited, liver (CYP2D6- and 3A4-mediated)
Elimination half-life12–21 hours
ExcretionKidney (major) and fecal (minor)
Identifiers
  • 2-({6-[(3R)-3-Aminopiperidin-1-yl]-3-methyl-2,4-dioxo-3,4-dihydropyrimidin-1(2H)-yl}methyl)benzonitrile
ECHA InfoCard100.256.501 Edit this at Wikidata
Chemical and physical data
FormulaC18H21N5O2
Molar mass୩୩୯.୪0 g·mol−1
3D model (JSmol)
  • N#Cc3ccccc3CN\1C(=O)N(C)C(=O)/C=C/1N2CCC[C@@H](N)C2
  • InChI=1S/C18H21N5O2/c1-21-17(24)9-16(22-8-4-7-15(20)12-22)23(18(21)25)11-14-6-3-2-5-13(14)10-19/h2-3,5-6,9,15H,4,7-8,11-12,20H2,1H3/t15-/m1/s1 checkY
  • Key:ZSBOMTDTBDDKMP-OAHLLOKOSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକରୁ ପାଣି ବୋହିବା, ମୁଣ୍ଡବିନ୍ଧା ଏବଂ ଉପର ଶ୍ୱାସନଳୀ ସଂକ୍ରମଣ ହୋଇପାରେ । [୧] ଅନ୍ୟାନ୍ୟପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ହୃଦ୍‌ପାତ, ଆନାଫାଇଲାକ୍‌ସିସ୍, ଯକୃତ ସମସ୍ୟା ଏବଂ କମ୍ ରକ୍ତ ଶର୍କରା ହୋଇପାରେ। [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୧] ଏହା ଏକ ଡିପିପି-୪ (DPP-4) ଇନହିବିଟର (ଗ୍ଲିପଟିନ୍), ଯାହା ଅଗ୍ନାଶୟରୁ ଇନସୁଲିନ୍ କ୍ଷରଣ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ । [୧] [୩]

୨୦୧୩ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଲୋଗ୍ଲିପଟିନ ଅନୁମୋଦିତ ହୋଇଥିଲା। [୧][୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୨୭ ପାଉଣ୍ଡ ଅଟେ। ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୯୦ ଡଲାର ।[୫] ଏହା ମେଟଫର୍ମିନ୍ କିମ୍ବା ପିଓଗ୍ଲିଟାଜୋନ୍ ସହିତ ଏକ ମିଶ୍ରିତ ଔଷଧ ଭାବରେ ମଧ୍ୟ ଉପଲବ୍ଧ । [୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "DailyMed - ALOGLIPTIN tablet, film coated". dailymed.nlm.nih.gov. Archived from the original on 10 November 2021. Retrieved 14 January 2022.
  2. ୨.୦ ୨.୧ "Alogliptin Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 14 January 2022.
  3. ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 734. ISBN 978-0857114105.
  4. "Vipidia". Archived from the original on 16 November 2021. Retrieved 14 January 2022.
  5. "Alogliptin Prices, Coupons & Savings Tips - GoodRx". GoodRx. Retrieved 14 January 2022.