ଆର୍ଟିମେଥର/ଲୁମିଫାଣ୍ଟ୍ରିନ

ଆର୍ଟିମେଥର/ଲୁମିଫାଣ୍ଟ୍ରିନ, ବିକ୍ରୟ ନାମ କୋଆର୍ଟେମ, ଦୁଇ ଔଷଧ ଆର୍ଟିମେଥରଲୁମିଫାଣ୍ଟ୍ରିନ ନାମକ ଦୁଇ ଔଷଧର ମିଶ୍ରଣର ନାମ ।[୧] ପ୍ଲାଜମୋଡିଅମ ଫାଲ୍‌ସିପାରମ ଜନିତ ମ୍ୟାଲେରିଆ କ୍ଲୋରୋକ୍ୱିନ ଚିକିତ୍ସାରେ ଉପଶମ ନ ହେଲେ ଏହି ଔଷଧ ଦିଆଯାଏ । ଏହା ମ୍ୟାଲେରିଆ ପ୍ରତିଷେଧକ ଭାବରେ ବ୍ୟବ‌ହାର କରାଯାଏନି । ଏହା ପାଟିରେ ଦିଆଯାଏ ।[୧]

ଆର୍ଟିମେଥର/ଲୁମିଫାଣ୍ଟ୍ରିନ
Combination of
ArtemetherAntimalarial
LumefantrineAntimalarial
Clinical data
Trade namesCoartem, Riamet, Falcynate-LF
AHFS/Drugs.commonograph
MedlinePlusa609024
Pregnancy
category
  • US: C (Risk not ruled out)
Routes of
administration
Oral
ATC code
Identifiers
ChemSpider
Chemical and physical data
3D model (JSmol)
  • CCCCN(CCCC)CC(O)c4cc(Cl)cc3c4c1ccc(Cl)cc1\C3=C\c2ccc(Cl)cc2.C[C@@H]1CC[C@@H]3C42OO[C@](C)(CC[C@@H]12)O[C@H]4O[C@H](OC)[C@@H]3C
  • InChI=1S/C30H32Cl3NO.C16H26O5/c1-3-5-13-34(14-6-4-2)19-29(35)28-18-23(33)17-27-25(15-20-7-9-21(31)10-8-20)26-16-22(32)11-12-24(26)30(27)28;1-9-5-6-12-10(2)13(17-4)18-14-16(12)11(9)7-8-15(3,19-14)20-21-16/h7-12,15-18,29,35H,3-6,13-14,19H2,1-2H3;9-14H,5-8H2,1-4H3/b25-15-;/t;9-,10-,11+,12+,13+,14-,15-,16?/m.1/s1 checkY
  • Key:ZVAQGQOEHFIYMQ-NWQBEBBQSA-N checkY
  (verify)

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଗଣ୍ଠି ଯନ୍ତ୍ରଣା, ଜ୍ୱର, ଅରୁଚିମୁଣ୍ଡବଥା ଦେଖାଯାଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ପ୍ରୋଲୋଙ୍ଗ୍‌ଡ କ୍ୟୁଟି ସିଣ୍ଡ୍ରୋମ ହୁଏ । ଉତ୍ତମ ରୂପେ ଅନୁଶୀଳନ ହୋଇ ନଥିଲେ ମଧ୍ୟ ଗର୍ଭାବସ୍ଥାରେ ଏହା ଠିକ ଥାଏ ।ସାମାନ୍ୟ ଓ ମଧ୍ୟମ ଧରଣର ଯକୃତ ଓ ବୃକ୍‌କ ରୋଗରେ ଏହାର ଡୋଜ ବଦଳ କରିବା ଆବଶ୍ୟକ ନୁହେଁ ।[୧]

ଏହି ଔଷଧ ସନ ୧୯୯୨ରୁ ବ୍ୟବ‌ହାର ଆରମ୍ଭ କରାଗଲା ।[୨] ଚୀନରେ ଏହି ଦୁଇ ଔଷଧ ପ୍ରସ୍ତୁତ କରାଯାଇଥିଲା ।[୨][୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୦.୧୦ରୁ ୧.୨ ଆମେରିକୀୟ ଡଲାର ଥିଲା ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ନାହିଁ ଓ ଆମେରିକାରେ ଏହାର ଗୋଟିଏ ପୁରାମାତ୍ରାର ଦାମ ୧୦୦ରୁ ୨୦୦ ଡଲାର ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Artemether and Lumefantrine". The American Society of Health-System Pharmacists. Retrieved Dec 2, 2015.
  2. ୨.୦ ୨.୧ Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 139. ISBN 9783527326693.
  3. Nightingale, Charles H. (2007). Antimicrobial pharmacodynamics in theory and clinical practice (2nd ed.). New York: Informa Healthcare. p. 380. ISBN 9781420017137.
  4. "WHO Model Lists of Essential Medicines". World Health Organization (in ବ୍ରିଟିଶ୍‌ ଇଂରାଜୀ). Retrieved 2015-11-05.
  5. "Artemether + Lumefantrine". International Drug Price Indicator Guide. Retrieved 4 December 2015.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 45. ISBN 9781284057560.