ଆମିର ଇଲାହି
ଭାରତୀୟ କ୍ରିକେଟ ଖେଳାଳି
ଆମିର ଇଲାହି (Urdu: عامر الہی) pronunciation (help·info) (1 ,ସେପ୍ଟେମ୍ବର 1908- 28 ଡିସେମ୍ବର 1980 ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ବିଶ୍ୱର 14 ଜଣ ଏପରି ଖେଳାଳିଙ୍କ ମଧ୍ୟରୁ ଜଣେ , ଯିଏ 2ଟି ଦେଶ ତରଫରୁ ଟେଷ୍ଟ କ୍ରିକେଟ ଖେଳିଛନ୍ତି । .[୧] ଲାହୋରେରେ ଜନ୍ମିତ ଆମିର ଦେଶ ସ୍ୱାଧୀନ ହେବା ଆଗରୁ ଭରତ ଦଳ ପାଇଁ ଗୋଟିଏ ଟେଷ୍ଟ ଖେଳିଥିଲେ । ପରେ ପାକିସ୍ଥାନ 1952 ମସିହାରେ ଟେଷ୍ଟ ସ୍ଟେଟସ ପାଇଲା ପରେ ସେ ପାକିସ୍ତାନ ତରଫରୁ 5ଟି ଟେଷ୍ଟ ସ୍ପିନ ବୋଲର ହିସାବରେ ଖେଳିଥିଲେ । ସେ ପାକିସ୍ତାନର ପ୍ରଥମ ଟେଷ୍ଟ ଖେଳାଳି ।
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Amir Elahi | |||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-handed batsman | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm Leg break | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National sides | ||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 40/1) | 12 December 1947 India v Australia | |||||||||||||||||||||||||||||||||||||||
ଶେଷ ଟେଷ୍ଟ | 12 December 1952 Pakistan v India | |||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: Cricinfo.com |
ତାଙ୍କର ଦେହାନ୍ତ ପାକିସ୍ତାନରେ 28 ଡିସେମ୍ବର , 1980 ମସିହାରେ ହେଇଥିଲା ।
ପୁନଶ୍ଚ ଦେଖଣା
ସମ୍ପାଦନା- List of cricketers who have played for more than one international team
ଆଧାର
ସମ୍ପାଦନା- ↑ "Cricinfo". ESPN Cricinfo.