ଆବସିକ୍ସିମାବ
ଆବସିକ୍ସିମାବ, ଏକ ବେପାର ନାମ ରିଓପ୍ରୋ, ଏକ ଔଷଧ ଯାହା ପରକ୍ୟୁଟାନିଅସ କରୋନାରୀ ଆଞ୍ଜିଓପ୍ଲାଷ୍ଟି ( PCI) କରାଯାଉଥିବା ସମୟରେ ପ୍ଲାଟେଲେଟ ଏକତ୍ରିକରଣକୁ ବାଧା ଦେବାକୁ ବ୍ୟବହୃତ ହୁଏ । [୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୪] ପୂର୍ଣ୍ଣ ପ୍ରଭାବ ୧୦ ମିନିଟ୍ ମଧ୍ୟରେ ଆରମ୍ଭ ହୋଇ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । [୪]
Monoclonal antibody | |
---|---|
Type | Fab fragment |
Source | Chimeric (mouse/human) |
Target | CD41 7E3 |
Clinical data | |
Trade names | Reopro |
Synonyms | Abcixifiban,[୧] c7E3 Fab |
AHFS/Drugs.com | monograph |
data | |
Pregnancy category |
|
Routes of administration | Intravenous (IV) |
ATC code | |
Legal status | |
Legal status | |
Identifiers | |
CAS Number | |
DrugBank | |
ChemSpider |
|
UNII | |
KEGG | |
ChEMBL | |
Chemical and physical data | |
Formula | C2101H3229N551O673S15 |
Molar mass | ୪୭,୪୫୬.୦୩ g·mol−1 |
(what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ନିମ୍ନ ରକ୍ତଚାପ, ବାନ୍ତି, ମୁଣ୍ଡବିନ୍ଧା ଏବଂ ପ୍ରାନ୍ତୀୟ ଫୁଲା ହୋଇପାରେ । ଅ[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍ ଏବଂ କମ୍ ପ୍ଲାଲେଟ୍ ରହିପାରେ । [୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୪] ଏହା ଏକ ଗ୍ଲାଇକୋପ୍ରୋଟିନ୍_ IIb / IIIa ଇନହିବିଟର ଯାହା ପ୍ଲାଟେଲେଟମାନଙ୍କୁ ଏକତ୍ର ହେବାକୁ ବାଧା ଦେଇଥାଏ । [୪]
୧୯୮୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ Abciximabକୁ ଅନୁମୋଦନ କରାଯାଇଥିଲା ।[୩] ସେଠାରେ ଏହାର ୧୦ ମିଗ୍ରାର ମୂଲ୍ୟ ୨୦୨୨ ମସିହାରେ ୧୩୦୦ ଡଲାର ଥିଲା । [୫]
ଆଧାର
ସମ୍ପାଦନା- ↑ Toronto Notes: Comprehensive medical reference and review for the Medical Council of Canada Qualifying Exam Part I and the United States Medical Licensing Exam Step 2 (32nd ed.). Toronto, Ontario, Canada.: Toronto Notes for Medical Students, Inc. ISBN 978-1-927363-26-3.
- ↑ "ReoPro Abciximab" (PDF). Janssen Pharmaceutical Companies. U.S. Food and Drug Administration. August 2019.
- ↑ ୩.୦ ୩.୧ ୩.୨ "Abciximab Monograph for Professionals". Drugs.com (in ଇଂରାଜୀ). Archived from the original on 4 January 2021. Retrieved 13 January 2022.
- ↑ ୪.୦ ୪.୧ ୪.୨ ୪.୩ ୪.୪ "Abciximab Monograph for Professionals". Drugs.com (in ଇଂରାଜୀ). Archived from the original on 4 January 2021. Retrieved 13 January 2022.
- ↑ "ReoPro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 February 2018. Retrieved 13 January 2022.