ଆନାଗ୍ରେଲାଇଡ

ଏହା ଏକ ଔଷଧ ଯାହା ଏସେନସିଅଲ ଥ୍ରୋମ୍ବୋସାଇଟୋସିସ କିମ୍ବା ଅନ୍ୟାନ୍ୟ ମାଇଲୋପ୍ରୋଲିଫରେଟିଭ୍ ରୋଗମାନଙ୍କରେ ଉଚ

ଆନାଗ୍ରେଲାଇଡ, ଏକ ବେପାର ନାମ ଆଗ୍ରିଲିନ୍, ହେଉଛି ଏକ ଔଷଧ ଯାହା ଏସେନସିଅଲ ଥ୍ରୋମ୍ବୋସାଇଟୋସିସ କିମ୍ବା ଅନ୍ୟାନ୍ୟ ମାଇଲୋପ୍ରୋଲିଫରେଟିଭ୍ ରୋଗମାନଙ୍କରେ ଉଚ୍ଚ ପ୍ଲାଲେଟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଯେତେବେଳେ ଅନ୍ୟ ଚିକିତ୍ସା ପ୍ରଭାବଶାଳୀ କିମ୍ବା ସହ୍ୟ ହୁଏ ନାହିଁ ସେତେବେଳେ ଏହା ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ । [୨]

ଆନାଗ୍ରେଲାଇଡ
Clinical data
Trade namesAgrylin, Xagrid, others
AHFS/Drugs.commonograph
MedlinePlusa601020
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
By mouth
Legal status
Legal status
Pharmacokinetic data
MetabolismLiver, partially through CYP1A2
Elimination half-life1.3 hours
ExcretionUrine (<1%)
Identifiers
  • 6,7-dichloro-1,5-dihydroimidazo
    (2,1-b)quinazolin-2(3H)-one
ECHA InfoCard100.317.113 Edit this at Wikidata
Chemical and physical data
FormulaC10H7Cl2N3O
Molar mass୨୫୬.୦୯ g·mol−1
3D model (JSmol)
  • Clc1ccc3c(c1Cl)CN2/C(=N\C(=O)C2)N3
  • InChI=1S/C10H7Cl2N3O/c11-6-1-2-7-5(9(6)12)3-15-4-8(16)14-10(15)13-7/h1-2H,3-4H2,(H,13,14,16) checkY
  • Key:OTBXOEAOVRKTNQ-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଦୃତ ହୃଦ୍‌ଗତି, ତରଳ ଝାଡ଼ା, ଦୁର୍ବଳତା, ଫୁଲା, ଅଇ, ଅଣନିଶ୍ୱାସ, ଗଲୁ ଏବଂ ବୁକୁଜ୍ୱାଳା ହୋଇପାରେ । [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆରିଥମିଆସ୍, କ୍ୟୁଟି ବିସ୍ତାର, ରକ୍ତସ୍ରାବ ଏବଂ ଇଣ୍ଟରସ୍ଟିସିଆଲ୍ ବୃକ୍‌କ ପ୍ରଦାହ ହୋଇପାରେ। [୩] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ, ଅନ୍ୟ ପ୍ରାଣୀମାନଙ୍କର କ୍ଷତି ହେବାର ପ୍ରମାଣ ରହିଛି। [୧] ଏହା ଏକ ଥ୍ରୋମ୍ବୋସିସ ବିରୋଧୀ ବା ଆଣ୍ଟିଥ୍ରୋମ୍ବୋଟିକ୍ ଔଷଧ । [୩]

୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୪ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଆନାଗ୍ରେଲାଇଡ ଅନୁମୋଦିତ ହୋଇଥିଲା। [୪] [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୨] ଯୁକ୍ତରାଜ୍ୟରେ ୫୦୦ ମାଇକ୍ରୋଗ୍ରାମର ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £ ୪୦୦ ଅଟେ। [୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୨ ଡଲାର ଅଟେ। [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Anagrelide Monograph for Professionals". Drugs.com (in ଇଂରାଜୀ). Archived from the original on 25 February 2021. Retrieved 14 January 2022.
  2. ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1079. ISBN 978-0857114105.
  3. ୩.୦ ୩.୧ "Anagrelide". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Retrieved 14 January 2022.
  4. "DailyMed - ANAGRELIDE capsule". dailymed.nlm.nih.gov. Archived from the original on 24 March 2021. Retrieved 14 January 2022.
  5. "Xagrid". Archived from the original on 6 May 2021. Retrieved 14 January 2022.
  6. "Anagrelide Prices, Coupons & Savings Tips - GoodRx". GoodRx. Retrieved 14 January 2022.