ଆତିଫ ଅସଲାମ
ଆତିଫ ଅସଲାମ (ଉର୍ଦ୍ଦୁ: عاطف اسلم)ଙ୍କ ଜନ୍ମ ୧୨ ମାର୍ଚ୍ଚ ୧୯୮୩ରେ ପାକିସ୍ତାନର ବାଜିରାବଦଠାରେ ହୋଇଥିଲା। ସେ ଜଣେ ପାକିସ୍ତାନି ପପ ଗାୟକ ଓ ଅଭିନେତା । ସେ ପାକିସ୍ତାନ ସରକାରଙ୍କଦ୍ୱାରା ତମଘା-ଏ-ଇମତିୟାଜ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ଆତିଫ୍ ଆସଲାମ କମ୍ପ୍ୟୁଟର ବିଜ୍ଞାନ ବିଷୟରେ ପଞ୍ଜାବ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ସାଇନ୍ସଠାରୁ ସ୍ନାତକ ପ୍ରାପ୍ତ କରିଛନ୍ତି।
ଆତିଫ ଅସଲାମ | |
---|---|
Also known as | ଆତିଫ, ଆଦି |
ଜନ୍ମ | ୱଜିରାବାଦ, ପାକିସ୍ତାନ ୧୨ ମାର୍ଚ୍ଚ ୧୯୮୩ |
ଜନ୍ମସ୍ଥାନ | ଲାହୋର, ପାକିସ୍ତାନ |
ଶୈଳୀ | Rock, pop |
ପେଷା | ଗାୟକ, ଅଭିନେତା |
କାର୍ଯ୍ୟକାଳ | ୨୦୦୧ରୁ ଏ ପର୍ଯ୍ୟନ୍ତ |
ଲେବଲ | ଫାୟାର, ଟିପ୍ସ |
ଅନ୍ୟ ଅଂଶଗ୍ରହଣ | ସ୍ଟ୍ରିଙ୍ଗ୍ସ, ଜଲ୍, ହାଦିକା କିଆନି, ଶ୍ରେୟା ଘୋଷାଲ, ଅଲକା ୟାଗନିକ, ସଚିନ ଗୁପ୍ତା, ପ୍ରିତମ, ଆଲିଶା ଚିନୟ, ସୁନିଧି ଚୌହାନ |
ୱେବସାଇଟ | www |
ବଲିଉଡ
ସମ୍ପାଦନାଆତିଫ ବଲିଉଡରେ ଅନେକ ଗୀତ ଗାଇଛନ୍ତି । ପ୍ରଚ୍ଛଦପଟ୍ଟ ଗାୟକ ହିସାବରେ ଭାରତୀୟ ସିନେମା ଜଗତରେ ଗାଇଥିବା ତାଙ୍କର କିଛି ଉଲ୍ଲେଖନୀୟ ଗୀତଗୁଡିକ ହେଲା "ପେହେଲି ନଜର ମେ"(ଚଳଚ୍ଚିତ୍ର: ରେସ୍) , "ତେରେ ବିନ"(ଚଳଚ୍ଚିତ୍ର: ବସ ଏକ ପଲ) , "ବାଖୁଦା ତୁମ ହି ହୋ"(ଚଳଚ୍ଚିତ୍ର: କିସମତ କନେକ୍ସନ), "ଲେଜା ତୁ ମୁଝେ"(ଚଳଚ୍ଚିତ୍ର: ଫାଲତୁ) ,"ତେରା ହୋନେ ଲଗା ହୁଁ" ଏବଂ "ତୁ ଜାନେ ନା"(ଚଳଚ୍ଚିତ୍ର: ଅଜବ ପ୍ରେମ କି ଗଜବ କାହାନି) , "ଓ ମେରେ ଖୁଦା" ଏବଂ "ତେରେ ଲିୟେ"(ଚଳଚ୍ଚିତ୍ର: ପ୍ରିନ୍ସ), "ପିୟା ଓରେ ପିୟା" ଏବଂ "ତୁ ହି ମୋହବତ ହେ"(ଚଳଚ୍ଚିତ୍ର: ତେରେ ନାଲ ଲଭ ହୋ ଗୟା) ଇତ୍ୟାଦି।
ହଲିଉଡ
ସମ୍ପାଦନାଆତିଫ ଅସଲାମ ହଲିଉଡ ଚଳଚ୍ଚିତ୍ର ଜଗତରେ ୩ଟି ଗୀତ ଗାଇଛନ୍ତି।
ବଲିଉଡ ଏବଂ ଲଲିଉଡରେ ଗାଇଥିବା ଗୀତ
ସମ୍ପାଦନାବର୍ଷ | ଗୀତ | ଚଳଚ୍ଚିତ୍ର | ଚଳଚ୍ଚିତ୍ର ଜଗତ | ସାଥୀ ଗାୟକ |
---|---|---|---|---|
୨୦୦୫ | ବୋ ଲମହେ | ଜେହେର | ବଲିଉଡ | |
ବୋ ଲମହେ (ରିମିକ୍ସ) | ||||
ଆଦତ | କଲୟୁଗ | |||
ଆଦତ (ରିମିକ୍ସ) | ||||
୨୦୦୬ | ତେରେ ବିନ | ବସ ଏକ ପଲ | ||
୨୦୦୮ | ପେହେଲି ନଜର ମେଁ | ରେସ୍ | ||
ବାଖୁଦା ତୁମ ହି ହୋ | କିସମତ କନେକ୍ସନ | ଅଲକା ୟାଗନିକ | ||
ବାଖୁଦା ତୁମ ହି ହୋ (ରିମିକ୍ସ) | ||||
୨୦୦୯ | ତେରା ହୋନେ ଲଗା ହୁଁ | ଅଜବ ପ୍ରେମ କି ଗଜବ କାହାନି | ଆଲିଶା ଚିନୟ | |
ତେରା ହୋନେ ଲଗା ହୁଁ (ରିମିକ୍ସ) | ||||
ତୁ ଜାନେ ନା | ||||
ତୁ ଜାନେ ନା (ରିମିକ୍ସ) | ||||
୨୦୧୦ | ଓ ମେରେ ଖୁଦା | ପ୍ରିନ୍ସ | ଗରିମା ଝିଙ୍ଗୁନ | |
ତେରେ ଲିୟେ | ଶ୍ରେୟା ଘୋଷାଲ | |||
ତେରେ ଲିୟେ (ରିମିକ୍ସ) | ||||
କୌନ ହୁଁ ମେଁ | ||||
ଆ ଭି ଜା ସନମ | ||||
ପ୍ରିନ୍ସ Theme Song(ମେଗା ମିକ୍ସ) | ଶ୍ରେୟା ଘୋଷାଲ, ଆଲିଶା ଚିନୟ, ଗରିମା ଝିଙ୍ଗୁନ, ମୋନାଲି ଠାକୁର | |||
ରୋନା ଚଢିତା (ମାହି ମାହି) | ମେଲ କରାଦେ ରବା | |||
୨୦୧୧ | ହୋନା ଥା ପ୍ୟାର | ବୋଲ | ଲଲିଉଡ | ହାଦିକା କିଆନି |
ଆଜ ବୋଲ ଦୋ | ||||
ଲେ ଜା ତୁ ମୁଝେ | ଫାଲତୁ | ବଲିଉଡ | ||
୨୦୧୨ | ପିୟା ଓରେ ପିୟା | ତେରେ ନାଲ ଲଭ ହୋ ଗୟା | ଶ୍ରେୟା ଘୋଷାଲ | |
ତୁ ମୋହବତ ହେ | ମୋନାଲି ଠାକୁର, ପ୍ରିୟା ପାଞ୍ଚାଲ |
ବାହ୍ୟ ଆଧାର
ସମ୍ପାଦନା- Official website
- ଇଣ୍ଟରନେଟ ମୁଭି ଡାଟାବେସରେ ଆତିଫ ଅସଲାମ
- ଖବରରେ ଆତିଫ ଅସଲାମ Archived 2012-06-26 at the Wayback Machine.