ଆଲବର୍ଟ ଆଇନଷ୍ଟାଇନ
ଆଲବର୍ଟ ଆଇନଷ୍ଟାଇନ (ଜନ୍ମ: ୧୪ ମାର୍ଚ୍ଚ ୧୮୭୯) ଜଣେ ଜର୍ମାନ ନୋବେଲ ପୁରସ୍କାର ବିଜେତା ଯିଏ ସାଧାରଣ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ଏଥିପାଇଁ ତାଙ୍କୁ ଆଧୁନିକ ଭୌତିକ ବିଜ୍ଞାନର ଜନକ କୁହାଯାଏ । ସେ ଆପେକ୍ଷିକ ତତ୍ତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ରେ ନୋବେଲ୍ ପୁରସ୍କାର ପ୍ରଦାନ କରା ଗଲା । ଆଇନଷ୍ଟାଇନ ଆପେକ୍ଷିକତାର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି । ସେ ୧୮ ଅପ୍ରେଲ ୧୯୫୫ରେ ମୃତ୍ୟୁବରଣ କରିଥିଲେ ।
ଆଲବର୍ଟ ଆଇନଷ୍ଟାଇନ | |
---|---|
ଜନ୍ମ | |
ମୃତ୍ୟୁ | ୧୮ ଅପ୍ରେଲ ୧୯୫୫ ପ୍ରିନ୍ସଟନ, ନ୍ୟୁ ଜର୍ସି, ଯୁକ୍ତରାଷ୍ଟ୍ର ଆମେରିକା | (ବୟସ ୭୬)
ଜାତୀୟତା |
|
ଶିକ୍ଷାନୁଷ୍ଠାନ | |
ପ୍ରସିଦ୍ଧି | |
ବୈବାହିକ-ସାଥୀ(s) | ମିଲେଭା ମାରିକ୍ (୧୯୦୩-୧୯୧୯) ଏଲିସା ଲୋୱେନ୍ଥାଲ୍, née Einstein, (୧୯୧୯–୧୯୩୬) |
ପୁରସ୍କାର |
|
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପଦାର୍ଥ ବିଜ୍ଞାନ |
କର୍ମାନୁଷ୍ଠାନ | |
ଡକ୍ଟରୀ ଉପଦେଷ୍ଟା | ଆଲ୍ଫ୍ରେଡ୍ କ୍ଲେନର୍ |
ଶିକ୍ଷକୀୟ ଉପଦେଷ୍ଟା | ହେନ୍ରିଚ୍ ଫ୍ରେଡ୍ରିଚ୍ ୱେବର୍ |
ଜଣାଶୁଣା ଛାତ୍ର | |
ଦସ୍ତଖତ | |
ବାଲ୍ୟକାଳ ଓ ଶିକ୍ଷା
ସମ୍ପାଦନାଆଲବର୍ଟ ଆଇନଷ୍ଟାଇନ ଜର୍ମାନ ସାମ୍ରାଜ୍ୟର ଉର୍ଟମ୍ବର୍ଗ ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହର୍ମାନ ଆଇନଷ୍ଟାଇନ ଜଣେ ବ୍ୟବସାୟୀ ଓ ଯନ୍ତ୍ରୀ ଥିଲେ । ତାଙ୍କ ମାତା ଥିଲେ ପ'ଲିନ ଆଇନଷ୍ଟାଇନ। ଆଲବର୍ଟ ୫ ବର୍ଷ ବୟସରେ ଯୋଗ ଦେଲେ Catholic elementary schoolରେ ୩ବର୍ଷ ପାଇଁ ଓ ତା ପରେ ସେ Luitpold Gymnasiumରେ ଯୋଗ ଦେଲେ ସେଥି ସେ primary and secondary ସ୍କୁଲ ଶିକ୍ଷା ପାଇଥିଲେ ।
ବ୍ୟକ୍ତିଗତ ଜୀବନୀ
ସମ୍ପାଦନା୧୯୪୬ ମସିହାରେ ଆଇନଷ୍ଟାଇନ Lincoln University,Pennsylvaniaକୁ ଯାତ୍ରା କରିଥିଲେ ଓ ସେଠାରେ ସେ honorary degreeରେ ସମ୍ମାନିତ ହୋଇଥିଲେ ।
ଆଧାର
ସମ୍ପାଦନା- ↑ "Mohammad Raziuddin Siddiqui". Ias.ac.in. 2 January 1998. Retrieved 3 April 2011.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |