ଅସୁରେଶ୍ୱର
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଅସୁରେଶ୍ୱର | |
---|---|
ଗ୍ରାମ | |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କଟକ ଜିଲ୍ଲା |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪୨୦9 |
ଟେଲିଫୋନ କୋଡ଼ | +୦୬୭୧ |
ଯାନବାହାନ ପଞ୍ଚୀକରଣ | OD/ |
ଅସୁରେଶ୍ୱର ଓଡ଼ିଶାର କଟକ ଜିଲ୍ଲାରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଏକ ଗ୍ରାମ।[୧] କଟକ ସହରଠାରୁ ଏହା ପ୍ରାୟ ୫୦ କିମି ଦୂର ।
ଭୌଗଳିକ ଅବସ୍ଥିତି ଓ ଜଳବାୟୁ ସମ୍ପାଦନା
ଏହା କଟକଠାରୁ ପ୍ରାୟ ୪୫ କି.ମି. ଦୂରରେ ଅବସ୍ଥିତ । କଟକ ଓ କେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ ।ଭୁବନେଶ୍ୱରଠାରୁ ପାଖାପାଖି ୬୭କି.ମି. ଦୂରରେ ଅବସ୍ଥିତ.ଏଠାରେ ଧାନ, ଲଳିତା, ମୁଗ, ବିରି ଆଦି ପ୍ରମୁଖ ଚାଷ କରାଯାଏ.
ନାମକରଣ ସମ୍ପାଦନା
ପାଖ ଗ୍ରାମରେ ଥିବା ଶିବ ମନ୍ଦିରର ନାମ ଅନୁସାରେ ଏହି ଜାଗାଟିର ନାମକରଣ କରାଯାଇଥିଲା ।
ଦେବଦେବୀ ଓ ମନ୍ଦିର ସମ୍ପାଦନା
ଏଠାରେ ଥିବା ପ୍ରସିଦ୍ଧ ସ୍ଥାନଗୁଡିକ ହେଲା ରଘୁନାଥଜୀଉ ମନ୍ଦିର, ଦଧିବାମନଜୀଉ ମନ୍ଦିର ଇତ୍ୟାଦି ।
ଦର୍ଶନୀୟ ସ୍ଥାନ : ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର
ଏଠାରେ ଗୋଟିଏ ମହାବିଦ୍ୟାଳୟ,ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ, ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି ।
ଜୀବନ ଜୀବିକା ସମ୍ପାଦନା
ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି । ତଥାପି ଏଠାରେ ଧାନ ଚାଷ ଅଧିକ ହୁଏ.. ତା ସହ ମୁଗ, ବିରି, ବିଭିନ୍ନ ପନିପରିବା ଏବଂ ଲଳିତା ଚାଷ ହୁଏ l
ପ୍ରସିଦ୍ଧି ସମ୍ପାଦନା
ରଘୁନାଥଜୀଉ ଙ୍କ ଦାଣ୍ଡଯାତ୍ରା ପ୍ରସିଦ୍ଧ ।