ଅଶ୍ୱିନୀ ପୋନାପ୍ପା

(ଅଶ୍ବିନୀ ପୋନାପ୍ପାରୁ ଲେଉଟି ଆସିଛି)


ଅଶ୍ୱିନୀ ପୋନାପ୍ପା,  ଜନ୍ମ ୧୮ ସେପ୍ଟେମ୍ବର ୧୯୮୯ ) ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି । ସେ ଜାତୀୟ ଓ ଆନର୍ଜାତୀୟ ସ୍ତରରେ ସାଧାରଣତଃ ମହିଳା ଡବଲସ ଓ ମିକ୍ସ ଡବଲସରେ ଭାଗ ନେଇଥାନ୍ତି । ଜ୍ୱାଳା ଗୁଟ୍ଟା ଙ୍କ ସହ ତାଙ୍କର ଯୋଡି ଅନେକ ଜାତୀୟା ଆନ୍ତର୍ଜାତୀୟ ପଦକ ପାଇଛନ୍ତି ଓ ଡବଲସ ମହିଳା ବିଭାଗରେ ସେମାନେ ଏକ ସଫଳ ଯୋଡି ଭାବରେ ଖାତି ଅର୍ଜନ କରିଛନ୍ତି । ସେମାନଙ୍କ ଯୋଡି କମନୱେଲ୍ଥ ଗେମରେ ସ୍ୱର୍ଣ ପଦକ ସହ ବିଶ୍ୱ ଚମ୍ପିଅଂଶିପ ପ୍ରତିଯୋଗୀତାରେ ମଧ୍ୟ ବ୍ରୋଞ୍ଜ୍ଜ ପଦକ ହାସଲ କରିଥିଲେ । ବିଶ୍ୱ ରେନୀକିଙ୍ଗରେ ତାଙ୍କ ଯୋଡି ବହୁ କାଳ ଧରି ୨୦ ରେଙ୍କ ମଧ୍ୟରେ ରହିଛନ୍ତି । 

ଅଶ୍ୱିନୀ ପୋନାପ୍ପା
୨୦୧୫ରେ ଅଶ୍ୱିନୀ ପୋନାପ୍ପା
ବ୍ୟକ୍ତିଗତ ତଥ୍ୟ
ଜନ୍ମ ନାମଅଶ୍ୱିନୀ ପୋନାପ୍ପା
ଜନ୍ମ (1989-09-18) ୧୮ ସେପ୍ଟେମ୍ବର ୧୯୮୯ (ବୟସ ୩୪)
ବାଙ୍ଗାଲୋର, କର୍ଣ୍ଣାଟକ, ଭାରତ
ବାସସ୍ଥାନହାଇଦ୍ରାବାଦ, ଭାରତ
ଉଚ୍ଚତା1.64 m
ଓଜନ୬୦ କେଜି
ଦେଶଭାରତ
ସକ୍ରିୟ କାଳ୨୦୦୭ - ବର୍ତ୍ତମାନ
କେଉଁ ହାତ ବ୍ୟବହାର କରନ୍ତିଡାହାଣ
ମହିଳା ଯୁଗଳ
ସର୍ବୋଚ୍ଚ ରାଙ୍କ୧୦
ବର୍ତ୍ତମାନ ରାଙ୍କ୨୬
BWF Profile

ପ୍ରାରମ୍ଭିକ ଜୀବନୀ  ସମ୍ପାଦନା

ଅଶ୍ୱନୀଙ୍କ ଜନ୍ମ ବାଙ୍ଗାଲୋରଠାରେ ୧୮ ସେପ୍ଟେମ୍ବର, ୧୯୮୯ ମସିହାରେ ହେଇଥିଲା । ତାଙ୍କ ପିତା ଭାରତୀୟ ଜାତୀୟ ହକି ଦଳରେ ଜଣେ ମୁଖ୍ୟ ସଦସ୍ୟ ରହିଥିଲେ । କିନ୍ତୁ ଅଶ୍ୱିନୀ ବେଡମିଣ୍ଟନ ପାଇଁ ଆଗ୍ରହୀ ଥିଲେ । 

Career ସମ୍ପାଦନା

ବାଙ୍ଗାଲୋରଠାରେ ସ୍କୁଲ ଶିକ୍ଷା ପରେ ସେ୨୦୦୧ ମସିହାରେ ହାଇଦ୍ରାବାଦ  ରୁ ଡିଗ୍ରୀ କରିଥିଲେ । ୨୦୦୪ ମାଇହାରେ ଅଶ୍ୱିନୀ ପ୍ରଥମ ଥର ପାଇଁ ଜାତୀୟ ସବ ଜୁନିଅର ବାଳିକା ବେଡମିଣ୍ଟନର ବାଳିକା ଡବଲସ ଜିତିଥିଲେ ।ପୁନଶ୍ଚ ସେହି ବିଭାଗରେ ୨୦୦୫ ମସିହାରେ ମଧ୍ୟ ବିଜୟିନୀ ହେବା ପରେ ୨୦୦୬ ମସିହା ଓ ୨୦୦୭ ମସିହାରେ ଜାତୀୟ ବାଳିକା ଜୁନିଅର ଟାଇଟଲ ମଧ୍ୟ ହାସଲ କରିଥିଲେ । ୨୦୧୦ ମସିହା ଦକ୍ଷିଣ ଏସୀୟ ଗେମରେ  ସେ ମିକ୍ସ ଡବଲସରେ ସ୍ୱର୍ଣ ପଦକ ପାଇଥିଲେ । ସେହି ବର୍ଷ ସେ ଭାରତରେ ହେଇଥିବା କମନୱେଲ୍ଥ ଗେମରେ ମଧ୍ୟ ମହିଳା ଦବଲ୍ସରେ ଜ୍ୱାଳା ଗୁଟ୍ଟାଙ୍କ ସହ ମିଶି ଡବଲସ ସ୍ୱର୍ଣ ହାସଲ କରିଥିଲେ । .

 ୨୦୧୧ ମସିହାରେ ସେ ଜ୍ୱାଳା  ଗୁଟ୍ଟାଙ୍କ ସହ କେତେକ ସ୍ମରଣୀୟ ବିଜଯ ହାସଲ କରିଥିଲେ । ପ୍ରଥମ ଭାରତୀୟ ମହିଳା ଯୋଡି ଭାବରେ ସେମାନେ ବିଶ୍ୱ ବେଡମିଣ୍ଟନ ପ୍ରତିଯୋଗିତାରେ ପଦକ ହାସଲ କରିଥିଲେ । ପରବର୍ତୀ ବର୍ଷ ଲଣ୍ଡନ ଅଲିମ୍ପିକରେ କିନ୍ତୁ ସେମାନେ ଲିଗ ସ୍ତରର ପ୍ରଥମ ରାଉଣ୍ଡ  ରେ ହାରି ଯାଇଥିଲେ ।ପରେ ଉନ୍ନତ ଖେଳ ଖେଳି ମେଚଗୁଡ଼ିକ ଜିତିଥିଲେ ମଧ୍ୟ ଦୁର୍ଭାଗ୍ୟ ବଷଟ ମାତ୍ର ୧ ପଏଣ୍ଟ ପାଇଁ ପରବର୍ତୀ ପଦକ ପର୍ଯ୍ୟାୟକୁ ଯାଇ ପାରିନଥିଲେ ।  

ସଫଳତା ସମ୍ପାଦନା

BWF ବିଶ୍ୱ ପ୍ରତିଯୋଗିତା ସମ୍ପାଦନା

Women's doubles

ବର୍ଷ ସ୍ଥାନ ସ‌ହକାରୀ ପ୍ରତିଦ୍ୱନ୍ଦୀ ସ୍କୋର୍ ଫଳ
2011 Wembley Arena, London, England   Jwala Gutta   Tian Qing
  Zhao Yunlei
14–21, 16–21   Bronze

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମ୍ପାଦନା

ମହିଳା ଯୁଗଳ

ବର୍ଷ ସ୍ଥାନ ସ‌ହକାରୀ ପ୍ରତିଦ୍ୱନ୍ଦୀ ସ୍କୋର୍ ଫଳ
2018 Carrara Sports and Leisure Centre,
Gold Coast, Australia
  N. Sikki Reddy   Setyana Mapasa
  Gronya Somerville
21–19, 21–19   Bronze
2014 Emirates Arena,
Glasgow, Scotland
  Jwala Gutta   Vivian Kah Mun Hoo
  Woon Khe Wei
17–21, 21–23   Silver
2010 Siri Fort Sports Complex,
New Delhi, India
  Jwala Gutta ଛାଞ୍ଚ:Country data SGP Shinta Mulia Sari
ଛାଞ୍ଚ:Country data SGP Yao Lei
21–16, 21–19   Gold

Asia Championships ସମ୍ପାଦନା

Women's doubles

Year Venue Partner Opponent Score Result
2014 Gimcheon Indoor Stadium,
Gimcheon, South Korea
  Jwala Gutta   Luo Ying
  Luo Yu
12–21, 7–21   Bronze

South Asian Games ସମ୍ପାଦନା

Women's doubles

Year Venue Partner Opponent Score Result
2016 Multipurpose Hall SAI-SAG Centre,
Guwahati, India
  Jwala Gutta   N. Sikki Reddy
  K. Maneesha
21–9, 21–17   Gold

Mixed doubles

Year Venue Partner Opponent Score Result
2016 Multipurpose Hall SAI-SAG Centre,
Guwahati, India
  Manu Attri   Pranav Chopra
  N. Sikki Reddy
29–30, 17–21   Silver

BWF Grand Prix ସମ୍ପାଦନା

The BWF Grand Prix has two level such as Grand Prix and Grand Prix Gold. It is a series of badminton tournaments, sanctioned by Badminton World Federation (BWF) since 2007.

Women's doubles

Year Tournament Partner Opponent Score Result
2017 Syed Modi International   N. Sikki Reddy   Kamilla Rytter Juhl
  Christinna Pedersen
16–21, 18–21   Runner-up
2015 Canada Open   Jwala Gutta   Eefje Muskens
  Selena Piek
21–19, 21–16   Winner
2010 India Open   Jwala Gutta   Shinta Mulia Sari
  Yao Lei
11–21, 21–9, 15–21   Runner-up

Mixed doubles

Year Tournament Partner Opponent Score Result
2017 Syed Modi International   B. Sumeeth Reddy   Pranaav Jerry Chopra
  N. Sikki Reddy
20–22, 10–21   Runner-up
  BWF Grand Prix Gold tournament
  BWF Grand Prix tournament

BWF ଆନ୍ତର୍ଜାତୀୟ ପ୍ରତିଯୋଗିତା ସମ୍ପାଦନା

ମହିଳା ଏକ‌କ

ବର୍ଷ ପ୍ରତିଯୋଗିତା ପ୍ରତିଦ୍ୱନ୍ଦୀ ସ୍କୋର ଫଳ
୨୦୦୮ Bahrain International   Trupti Murgunde 16–21, 13–21   Runner-up

ମହିଳା ଯୁଗଳ

ବର୍ଷ ପ୍ରତିଯୋଗିତା ସ‌ହକାରୀ ପ୍ରତିଦ୍ୱନ୍ଦୀ ସ୍କୋର୍ ଫଳ
୨୦୧୬ Welsh International   N. Sikki Reddy   Anastasia Chervyakova
  Olga Morozova
16–21, 11–21   Runner-up
2013 Tata India International   Jwala Gutta   Pradnya Gadre
  N. Sikki Reddy
19–21, 19–21   Runner-up

ମିଶ୍ରିତ ଯୁଗଳ

ବର୍ଷ ପ୍ରତିଯୋଗିତା ସ‌ହକାରୀ ପ୍ରତିଦ୍ୱନ୍ଦୀ ସ୍କୋର୍ ଫଳ
୨୦୧୩ Tata India International   Tarun Kona   Akshay Dewalkar
  Pradnya Gadre
17–21, 21–18, 18–21   Runner-up
  BWF International Challenge tournament
  BWF International Series tournament
  BWF Future Series tournament

ବଛା ପ୍ରତିଦ୍ୱନ୍ଦୀଙ୍କ ବିପକ୍ଷରେ ସ୍କୋର୍ ସମ୍ପାଦନା

Women's doubles results with Jwala Gutta against Super Series finalists, World Championships semifinalists, and Olympic quarterfinalists.[୧]

ବାହାର ଲିଙ୍କ  ସମ୍ପାଦନା

1. Twitter Official page

2. Facebook Official Page

ପୁନଶ୍ଚ ଦେଖଣା  ସମ୍ପାଦନା

  • India at the 2006 Commonwealth Games
  • 2010 Commonwealth Games

ଆଧାର  ସମ୍ପାଦନା

  1. "www.tournamentsoftware.com".