ଅଶୋକ ଚନ୍ଦନ

ଓଡ଼ିଆ ଲେଖକ

ଅଶୋକ ଚନ୍ଦନ ( ୧୯୫୨ - ୧୯୮୪ ) ଜଣେ ଓଡ଼ିଆ ଗାଳ୍ପିକ ଥିଲେ ।[୧][୨] ତାଙ୍କ ନାମରେ ଅଶୋକ ସ୍ମୃତି ସମିତି ପ୍ରତିଷ୍ଠା କରାଯାଇ, ପ୍ରତିବର୍ଷ ଅଶୋକ ଚନ୍ଦନ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥାଏ ।

ଅଶୋକ ଚନ୍ଦନ
Born୧୯୫୨
Died୧୯୮୪
Nationalityଭାରତୀୟ
Citizenshipଭାରତୀୟ

ଜୀବନୀ ସମ୍ପାଦନା

ଅଶୋକ ୧୯୫୨ ମସିହାରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ୩୨ ବର୍ଷର ଜୀବନକାଳ ମଧ୍ୟରେ ସେ ପ୍ରାୟ ୬୦ଟି ଗପ ଲେଖିଥିଲେ ।[୩] ତାଙ୍କ ଗପରେ, ଅଭାବି ମଣିଷମାନଙ୍କର ଭାବନା, ଆଶା ଓ ବେଦନା ପରିଲକ୍ଷିତ ହୋଇଥାଏ ।

ରଚନାବଳୀ ସମ୍ପାଦନା

  • ଅଶୋକ ଏବଂ ଅଶୋକ
  • ପୁନଶ୍ଚ ଅଶୋକ[୪]

ଆଧାର ସମ୍ପାଦନା

  1. Malayalam Literary Survey. Kerala Sahitya Akademi. 1993.
  2. Jatindra Mohan Mohanty (1989). Into Another Intensity: Essays on Oriya Literature. Post-Graduate Department of English, Utkal University.
  3. "ସାହିତ୍ୟ ସମୟାତୀତ". No. ସମ୍ବାଦ ୩୧/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୭. ଇଷ୍ଟର୍ଣ୍ଣ ମିଡ଼ିଆ. 31 March 2021. p. ୧୭. Archived from the original on 31 March 2021. Retrieved 31 March 2021.
  4. "ଆଶୋକ ଚନ୍ଦନ". www.odiasahitya.com. ଓଡ଼ିଆ ସାହିତ୍ୟ ଡଟ କମ. Archived from the original on 31 March 2021. Retrieved 31 March 2021.