ଅଳକା
ଅଳକା ନଦୀ ଜଗତସିଂହପୁର ଜିଲ୍ଲାରେ ପ୍ରବାହିତ ଏକ ନଦୀ । ଏହି ନଦୀଟି ଦେବୀ ନଦୀର ଏକ ଉପନଦୀ । [୧] ନଦୀଟି ଜିଲ୍ଲାର ବିରିଡ଼ି, ଜଗତସିଂହପୁର,ବାଲିକୁଦା, ରଘୁନାଥପୁର, ନୂଆଗାଁ, ଏରସମା ଆଦି ବ୍ଳକ ଦେଇ ପ୍ରବାହିତ ହୋଇଥାଏ । ଏରସମାର ବୋଇତକୂଳିଆଠାରେ, ନଦୀଟି ବଙ୍ଗୋପସାଗର ମିଶିଥାଏ । ବିରିଡି, ଜଗତସିଂହପୁର,ବାଲିକୁଦା, ଏରସମା ଆଦି ବ୍ଳକର ଅନେକ ଗ୍ରାମବାସୀ ଅଳକା ନଦୀ ଉପରେ ନିର୍ଭର କରି ଚଳିଥାନ୍ତି । [୨] ପୂର୍ବେ ହରିହରପୁରଠାରେ ଏକ ବନ୍ଦର ଥିଲା । [୩] ପ୍ରଦୂଷଣ ଓ ଅନ୍ୟାନ୍ୟ କାରଣ ବଶତଃ ନଦୀଟି କ୍ରମେ ସଂକୀର୍ଣ ହୋଇଯାଉଛି ।
ଅଳକା | |
ନଦୀ | |
ଦେଶ | ଭାରତ |
---|---|
Parts | ଓଡ଼ିଶା |
ଅଞ୍ଚଳ | ଉପକୂଳ ଓଡ଼ିଶା |
City | ଜଗତସିଂହପୁର |
ଆଧାର
ସମ୍ପାଦନା- ↑ Thomas Eugene Donaldson (2001). Iconography of the Buddhist Sculpture of Orissa: Text. Abhinav Publications. pp. 39–. ISBN 978-81-7017-406-6. Retrieved 31 July 2013.
- ↑ "Encroachment cloud on Alaka waters - The New Indian Express". newindianexpress.com. 2012. Retrieved 31 July 2013.
Alaka has been the lifeline for thousands of villagers of Biridi, Jagatsinghpur, Balikuda and Erasama blocks.
[permanent dead link] - ↑ Nanda, Kanhu (2012). "Jagatsinghpur recalls its maritime supremacy though Boitabandan and Baliyatra - Odisha Views - Odisha Views". odishaviews.com. Retrieved 31 July 2013.
there was a harbor in the river Alaka at Hariharpur