[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅର୍ମାଞ୍ଝି
village
Country India
StateJharkhand
DistrictRanchi
Elevation
607 m (1,991 ft)
Languages
Time zoneUTC+5:30 (IST)
PIN
835219
ଯାନବାହାନ ପଞ୍ଚୀକରଣJH
Coastline0 kilometres (0 mi)

ଅର୍ମାଞ୍ଝି  , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ରାଁଚୀ ଜିଲ୍ଲାର ଏକ ସହର । ଏହା ଏକ ପିକ୍ନିକ ସ୍ଥଳ ହିସାବରେ ଅଞ୍ଚଳରେ ପ୍ରସିଦ୍ଧ । ଏଠାରେ ଆପ୍ପୋଲୋ ଓ HCG ନାମକ ଦୁଇଟି ବୃହତ ହସ୍ପିଟାଲ , ସିକିଦିରି ଜଳବିଦ୍ୟୁତ ପ୍ରକଳ୍ପ ରହିଛି । 

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ଅର୍ମାଞ୍ଝିର ଭୌଗୋଳିକ ଅବସ୍ଥିତି  23°29′0″N 85°29′0″E / 23.48333°N 85.48333°E / 23.48333; 85.48333 ଓ ଏହା ସମୁଦ୍ରପତ୍ତାନଠାରୁ 607 ମିଟର ଉପରେ ରହିଛି । [୧]

ଅବସ୍ଥିତି  ସମ୍ପାଦନା

ଏଠାରେ ଜାତୀୟ ରାଜପଥ 33 ଯାଇଥିବା ବେଳେ ନିକଟସ୍ଥ ରେଳ ଷ୍ଟେସନ ଓ ବିମାନ ବନ୍ଦର ରାଁଚୀଠାରେ ରହିଛି । 

ପର୍ଯ୍ୟଟକ ଆକର୍ଷଣ  ସମ୍ପାଦନା

  •  ଜିଭିକ ଉଦ୍ୟାନ ଜୈବ ପାର୍କ 
  • ଗୋନଦା ପାହାଡ 
  • ହୁଟୁପ 
  • ରାଁଚୀ ହୀଳ 
  • ଟେଗୋର ହୀଳ 
  • ଗେଟଳସୁଦ ବନ୍ଧ 

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା