ଅର୍ଦ୍ଧାଙ୍ଗିନୀ
ଅର୍ଦ୍ଧାଙ୍ଗିନୀ, ୨୦୨୧ ମସିହାରେ ଦୂରଦର୍ଶିନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାଶିଷ ପାତ୍ର ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ବବି ଇସଲାମ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]
ଅର୍ଦ୍ଧାଙ୍ଗିନୀ | |
---|---|
ନିର୍ଦ୍ଦେଶକ | ବବି ଇସଲାମ୍ |
ପ୍ରଯୋଜକ | ଦେବାଶିଷ ପାତ୍ର |
କଳାକାର | ଦେବାଶିଷ ପାତ୍ର ଲିପ୍ସା ମିଶ୍ର ମୋନାଲିସା ପାତ୍ର |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ନିରଞ୍ଜନ ଦାଶ ଶୁଭମ |
ସମ୍ପାଦକ | ରାଜେଶ ଦାଶ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର, ମୋନାଲିସା ପାତ୍ର ଓ ଲିପ୍ସା ମିଶ୍ର ।[୨] ପ୍ରଦ୍ୟୁମ୍ନ ଲେଙ୍କା, ସୁରେଶ ବଳ, ଅମ୍ରିତା ଶୁକ୍ଳା, ଆକାଶ, ଆୟୁଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୧ ମସିହାର ଡିସେମ୍ବର ୧୯ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
2. | "ମୁଁ ଅର୍ଦ୍ଧାଙ୍ଗିନୀ" | ହ୍ୟୁମାନ ସାଗର, ଇରା ମହାନ୍ତି | |
3. | "ଗୋଟେ ଖାଲି ସ୍ୱପ୍ନ ମୋର" | ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର |
ଆଧାର
ସମ୍ପାଦନା- ↑ "ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଅନାମିକା ନାୟିକା'". Prameya. ଭୁବନେଶ୍ୱର. 27 October 2021. Archived from the original on 16 January 2022. Retrieved 16 January 2022.
- ↑ ୨.୦ ୨.୧ "Ardhangini Odia Movie Cast, Crew, Release Date, Poster, Information". Odia360.Com (in English). 11 October 2021. Archived from the original on 19 December 2021. Retrieved 19 December 2021.
{{cite news}}
: CS1 maint: unrecognized language (link) - ↑ ୩.୦ ୩.୧ ୩.୨ "Ollywood News: Devasis Patra's 'Ardhangini' To See Comeback Of Actress Wife Monalisa". Odisha Bytes (in English). Bhubaneswar. 27 October 2021. Archived from the original on 19 December 2021. Retrieved 19 December 2021.
{{cite news}}
: CS1 maint: unrecognized language (link) - ↑ "ଆରମ୍ଭରୁ ଚମକାଇବେ ଲିପ୍ସା, ଆସୁଛି 'ସାହାଣୀ ଘର କାହାଣୀ'". Prameyanews7. ଭୁବନେଶ୍ୱର. 29 December 2021. Archived from the original on 26 January 2022. Retrieved 26 January 2022.
{{cite news}}
:|archive-date=
/|archive-url=
timestamp mismatch; 29 ଡିସେମ୍ବର 2021 suggested (help)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ଦ୍ଧାଙ୍ଗିନୀ