ଅରକୁଟ ଏକ ଗୁଗଲଦ୍ୱାରା ପରିଚାଳିତ ହେଉଥିବା ସମାଜିକ ନେଟୱାର୍କ ସେବା ଯାହାକୁ ବ୍ୟବହାର କରି ବ୍ୟବହାରକାରୀ ନିଜର ନୂଆ ଏବଂ ପୁରୁଣା ବନ୍ଧୁମାନଙ୍କ ସହିତ ଇଣ୍ଟରନେଟ ମଧ୍ୟମକୁ ବବ୍ୟବହାର କରି ଯୋଗାଯୋଗ ରକ୍ଷା କରି ପାରୁଥିଲା । ଏହି ସେବାଟିକୁ ଏହାର ପ୍ରସ୍ତୁତ କର୍ତ୍ତା ଅରକୁଟ ବୁୟୁକୁତେନଙ୍କ ନାମ ଅନୁସାରେ ନାମିତ କରାଯାଇଥିଲା ।

ଅରକୁଟ
TypePrivate
ତିଆରି କରାଯାଇଥିଲାଜାନୁଆରୀ 24, 2001; 23 years ago (2001-୦୧-24)
ପ୍ରତିଷ୍ଠାତାଅରକୁଟ ବୟୁକାକତେନ
ମିଶିଯାଇଥିଲାସେପ୍ଟେମ୍ବର 30, 2014 (2014-09-30)
ସେବା ପରିସରବିଶ୍ୱ ବ୍ୟାପି
କେଉଁ ପ୍ରକାରର କମ୍ପାନୀଇଣ୍ଟରନେଟ
ମାଲିକଗୁଗଲ
ବେବସାଇଟorkut.com
ଆଲେକ୍ସା ସ୍ଥାନDecrease 7,018 (September 2014)[୧]
ସାଇଟର ପ୍ରକାରସମଜିକ ନେଟ‌ୱର୍କ ସେବା
ଅନଲାଇନ ପ୍ରଚାରଆଡସେନ୍ସ
ଖାତାଖୋଲାଆବଶ୍ୟକ
ମିଳୁଥିବା ସଂସ୍କରଣMultilingual (45)
Screenshot
ଫାଇଲ:Orkut-sign.png
ଅରକୁଟର ଲଗ ଇନ ଜାଗା

୨୦୦୮ ମସିହାରେ ଅରକୁଟ ଭାରତ ଏବଂ ବ୍ରାଜିଲର ସବୁଠାରୁ ଅଧିକ ଯୋଗାଯୋଗ ହେଉଥିବା ୱେବସାଇଟ ଭାବେ ଜଣାଶୁଣା ଥିଲା ।[୨][୩][୪] ବ୍ରାଜିଲରେ ଏହାର ବାହୁଳ ଚାହିଦା ଦେଖି, ୨୦୦୮ ମସିହାରେ ଏହା ଘୋଷଣା କରାଯାଇଥିଲା ଯେ, ଅରକୁଟକୁ ସମ୍ପୁର୍ଣ ଭାବେ ବ୍ରାଜିଲରେ ପରିଚାଳନା କରା ହେବ ଏବଂ ଗୁଗଲ ବ୍ରାଜିଲ ଏହାର ତ‌ତ୍ୱାବଧାନ କରିବ । କିନ୍ତୁ କିଛି ନ୍ୟାୟିକ ଅସୁବିଧା ହେତୁ, ଏହାକୁ ପରବର୍ତ୍ତୀ କାଳରେ ବାତିଲ କରାଯାଇ ଥିଲା । [୫][୬][୭][୮]

୨୦୧୪ ମସିହା, ଜୁନ ୩୦ ତାରିଖରେ ଗୁଗଲ ଅରକୁଟ ସେବାକୁ ବନ୍ଦ କରିବା ପାଇଁ ଘୋଷଣା କଲା ଏବଂ ଜୁଲାଇ ୨୦୧୪ଠାରୁ ନୂଆ ବ୍ୟବହାରକାରୀ ସେବାକୁ ବନ୍ଦ କରିଦେଲା ।

ଆଧାର ସମ୍ପାଦନା

  1. "Orkut.com Site Info". Alexa Internet. Archived from the original on May 30, 2014. Retrieved April 1, 2014.
  2. "India - Alexa Top 100 Sites". Alexa Internet. Archived from the original on 19 September 2008.
  3. "Brazil - Alexa Top 100 Sites". Alexa Internet. Archived from the original on 19 September 2008.
  4. Pereira, Fabiano (22 April 2008). "Os sites mais acessados do Brasil" [The most popular sites in Brazil]. iMasters (in Portuguese). Archived from the original on 7 April 2017. Retrieved 6 April 2017. {{cite web}}: Cite has empty unknown parameter: |dead-url= (help)CS1 maint: unrecognized language (link)
  5. "Folha Online – Informática – Orkut passa para as mãos do; empresa muda diretoria no país – 07/08/2008". .folha.uol.com.br. January 1, 1970. Retrieved August 22, 2010.
  6. Do G1, em São Paulo. "Filial brasileira do Google vai assumir controle mundial do Orkut". G1.globo.com. Retrieved August 22, 2010.{{cite web}}: CS1 maint: numeric names: authors list (link)
  7. Amit kumar; do Plantão INFO. "Google Brasil assume administração do Orkut – INFOvvvbb Online – (07/08/2008)". Info.abril.com.br. Retrieved August 22, 2010.
  8. "Tecnologia: Google Brasil assumirá o controle mundial do Orkut". Estadao.com.br. August 15, 2010. Retrieved August 22, 2010.