ଅରକୁଟ ବୟୁକାକତେନ (ଫ୍ରେବୃ୍ୁଆରୀ ୬, ୧୯୭୫ ଜନ୍ମିତ) ହେଉଛନ୍ତି ଜଣେ ତୁର୍କି କମ୍ପ୍ୟୁଟର ବୈଜ୍ଞାନିକ ଯେକି କ୍ଲବ ନେକ୍ସସ, ଇନ ସରକଲ, ଏବଂ ଅରକୁଟ ଭଳି ସାମାଜିକ ନେଟୱର୍କ ସେବାର ପ୍ରଚଳନ ଅରମ୍ଭ କରିଥିଲେ । ଅରକୁଟ ବୟୁକାକତେନ ପୂର୍ବରୁ ଗୁଗଲରେ ଜାଣେ ପ୍ରବନ୍ଧକ ଭାବେ କାମ କରୁଥିଲେ ।[୧]

ଅରକୁଟ ବୟୁକାକତେନ
୨୦୧୫ ମସିହାରେ ବୟୁକାକତେନ
ଜନ୍ମ (1975-02-06) ୬ ଫେବୃଆରୀ ୧୯୭୫ (ବୟସ ୪୯)
ବୃତ୍ତିପ୍ରବନ୍ଧକ
ସକ୍ରିୟ ବର୍ଷ୧୯୮୭ – ଅଜି ଜାଏଁ

ବ୍ୟବସାୟ ଜୀବନ ସମ୍ପାଦନା

କୋନୟା, ତୁର୍କିରେ ଜନ୍ମିତ ବୟୁକାକତେନ ଅଙ୍କାରାର ବିଲକେଣ୍ଟ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଇନ୍ଜିନିୟରିଂରେ ବିଏସସିର ଡିଗ୍ରୀ ପ୍ରାପ୍ତ କରିଥିଲେ । ଏହା ପରେ ସ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମଏସ ଏବଂ ସ୍ନାତକ ପ୍ରାପ୍ତ କରିଥିଲେ । ସେ ସ୍ଟାନଫୋର୍ଡରେ କରିଥିବା ଅନୁସନ୍ଧାନ ମଧ୍ୟରୁ ୱେବ ସନ୍ଧାନୀ ଏବଂ ପିଡ଼ିଏ ବ୍ୟବହାର ଅନ୍ୟତମ ।

ଆଧାର ସମ୍ପାଦନା

  1. Jesse Lichtenstein (2004-03-24). "The Wired World The Real Orkut". The New Yorker.