ଅଯୋଧ୍ୟା
ଆଯୋଧ୍ୟା, ଉତ୍ତର ପ୍ରଦେଶ ରାଜ୍ୟର ଫୈଜାବାଦ ଜିଲ୍ଲାର ଏକ ପ୍ରାଚୀନ ସହର , ଯାହା ପ୍ରାଚୀନ ଅବଧର ରାଜଧାନୀ ଥିଲା । ଅଯୋଧ୍ୟା ଭଗବାନ ରାମଚନ୍ଦ୍ରଙ୍କ ଜନ୍ମଭୂମି ହେଇଥିବାରୁ ପବିତ୍ର ଯାତ୍ରାଧାମ ରୂପେ ପ୍ରସିଦ୍ଧ ।
ଅଯୋଧ୍ୟା | |
---|---|
ସହର | |
![]() Ayodhya | |
ଦେଶ | ଭାରତ |
ରାଜ୍ୟ | ଉତ୍ତର ପ୍ରଦେଶ |
ଜିଲ୍ଲା | ଫୈଜାବାଦ |
କ୍ଷେତ୍ରଫଳ | |
• ମୋଟ | 10.24 km2 (3.95 sq mi) |
Elevation | 93 m (305 ft) |
ଜନସଂଖ୍ୟା (2001) | |
• ମୋଟ | ୪୯,୬୫୦ |
• ଘନତା | 4,800/km2 (13,000/sq mi) |
ଭାଷା | |
• ସରକାରୀ | ହିନ୍ଦୀ ଭାଷା |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 224123 |
Telephone code | 05278 |
ଗାଡ଼ି ପଞ୍ଜିକରଣ | UP-42 |
ଭୂଗୋଳସମ୍ପାଦନ କରନ୍ତୁ
ଦିଲ୍ଲୀଠାରୁ ୫୫୫ କି.ମି ଦୂର ଏହି ସହର ସରଯୁ ନଦୀର ଡାହାଣ ପାର୍ଶ୍ୱରେ ଅବସ୍ତିତ । [୧]ସଂସ୍କୃତ ଭାଷାରେ ଅଯୋଧ୍ୟାର ଅର୍ଥ ଯାହା ସମ୍ମୁଖରେ ଯୁଦ୍ଧ କରିନ ହେବ। ହରିଦ୍ୱାର ସମୁଦ୍ର ଉଚ୍ଚାଇଠାରୁ ୩୧୩୯ ମିଟର ଉଚ୍ଚରେ ଅବସ୍ତିତ ।
ଇତିହାସସମ୍ପାଦନ କରନ୍ତୁ
ପ୍ରକୃତି ପ୍ରେମୀଙ୍କ ପାଇଁ ହରିଦ୍ୱାର ସ୍ୱର୍ଗ ସମାନ ଅଟେ । ହରିଦ୍ୱାର ଭାରତୀୟ ସଂସ୍କୃତି ଏବଂ ସଭ୍ୟତାରେ ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ । ପୌରାଣିକ ଆଖ୍ୟାନୁସାରେ ହରିଦ୍ୱାର ପୁରାଣରେ କପିଳସ୍ଥାନ, ଗଙ୍ଗାଦ୍ୱାର ଓ ମାୟାପୁରୀ ନାମରେ ବର୍ଣ୍ଣିତ । ହରିଦ୍ୱାର ଚାରିଧାମର ପ୍ରବେଶ ଦ୍ୱାର ଅଟେ । (ଉତ୍ତରା ଖଣ୍ଡରେ ଅବସ୍ତିତ ଚାରିଧାମ ଅର୍ଥତ - ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ)
ପୌରାଣିକସମ୍ପାଦନ କରନ୍ତୁ
ଦର୍ଶନୀୟ ସ୍ଥାନସମ୍ପାଦନ କରନ୍ତୁ
ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
ବାହାର ତଥ୍ୟସମ୍ପାଦନ କରନ୍ତୁ
- Ayodhya the spiritual abode. Complete details of Ayodhya, proofs and documents.
- Sri Ramar Temple, Ayodhya
- Ayodhya at Jainheritagecentres.com.
- Ayojjhaa in the Buddhist Dictionary of Pali Proper Names.
- Pilgrim Centers Of India
- Ayodhya map
- CNN Article on Ayodhya Conflict, Dec 6 2002
- Decision of Hon'ble Special Full Bench hearing Ayodhya Matters (Allahabad High Court Judgment/Order on Ayodhya Dispute (Ram Janmabhoomi Babri Masjid dispute)
- Ayodhya Shodh Sansthan
- Ayodhya Research Institute