ଅଭିନ୍ନ ରାଉତରାୟ
ଅଭିନ୍ନ ରାଉତରାୟ, ଓଡ଼ିଶାର ଜଣେ ଜଣାଶୁଣା ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ । ସେ ୧୯୬୦ ମସିହା ଜୁନ ୧୮ ତାରିଖରେ, ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ତିଗିରିଆ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦାମୋଦର ରାଉତରାୟ ଓ ମାତାଙ୍କ ନାମ ରେବତୀ ରାଉତରାୟଙ୍କ ଅଟେ । ଅଭିନ୍ନ ସ୍କୁଲରେ ପାଠପଢା ସମୟରୁ ନାଟକରେ ଅଭିନୟ କରିଆସୁଛନ୍ତି । ଉତ୍ତର ପୁରୁଷ ନାଟ୍ୟସଂସ୍ଥାର ନାଟକ "ସେମାନେ ବି ମୋର"ରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ସେହି ଦିନଠାରୁ ଅଭିନ୍ନ, ଉତ୍ତର ପୁରୁଷ ନାଟ୍ୟସଂସ୍ଥା ସହିତ ଜଡିତ ରହିଆସିଛନ୍ତି ।[୧] ରାମଚନ୍ଦ୍ର ବେହେରାଙ୍କ ରଚିତ ନାଟକ, "ଧୂସର ପୃଥିବୀ"ରେ ସେ ପ୍ରଥମକରି ନିର୍ଦ୍ଦେଶନା ଦେଇଥିଲେ ।
ଅଭିନ୍ନ ରାଉତରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ତିଗିରିଆ ଗାଁ, ବାଲିଚନ୍ଦ୍ରପୁର, ଯାଜପୁର | ୧୮ ଜୁନ ୧୯୬୦
ଭୁବନେଶ୍ୱର | |
ଜାତୀୟତା | ଭାରତୀୟ |
ଜୀବିକା | ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା |
ସଙ୍ଗଠନ | ଉତ୍ତର ପୁରୁଷ |
ବାପା ବୋଉ | ଦାମୋଦର ରାଉତରାୟ, ରେବତୀ ରାଉତରାୟ |
ନିର୍ଦ୍ଦେଶିତ ନାଟକସମ୍ପାଦନ କରନ୍ତୁ
ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ http://www.telegraphindia.com/1110326/jsp/orissa/story_13766588.jsp
- ↑ http://www.orissaculture.gov.in/pdf/activity_report/activities_report_culture_2012_13.pdf
- ↑ http://www.thehindu.com/todays-paper/tp-national/tp-otherstates/sir-adjudged-best-play-at-theatre-festival/article1768451.ece
- ↑ http://timesofindia.indiatimes.com/city/bhubaneswar/Uttar-Purush-theatre-festival-begins/articleshow/20183797.cms
- ↑ ଧରିତ୍ରୀ ୦୮/୧୦/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ "ଧରିତ୍ରୀ ଆଳାପ"