ଅଫଜଲପୁର
ଅଫଜଲପୁର ଏକ ଭାରତୀୟ ସହର ପଞ୍ଚାୟତ ଅଟେ । ଏହା କର୍ଣ୍ଣାଟକର ଗୁଲ୍ବର୍ଗ ଜିଲ୍ଲାରେ ଅବସ୍ଥିତ ।
Afzalpur
ಅಫ್ಜಲ್ಪುರ | |
---|---|
city | |
Country | India |
State | Karnataka |
District | Gulbarga |
Area | |
• ସମୁଦାୟ | 3 km2 (1 sq mi) |
Elevation | 408 m (1,339 ft) |
Population (2001) | |
• Total | ୨୭,୦୮୮ |
• Density | 6,371.33/km2 (16,501.7/sq mi) |
Languages | |
• Official | Kannada |
Time zone | UTC+5:30 (IST) |
PIN | 585301 |
Telephone code | 08470 |
ଭୌଗଳିକ ଅବସ୍ଥିତି
ସମ୍ପାଦନାଅଫଜଲପୁର ୧୭.୨୦୦୧ ଉତ୍ତର ଅକ୍ଷାଂଶ ଓ ୭୬.୩୬୦୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଫଜଲପୁର ସହରର ମୋଟ ଜନସଂଖ୍ୟା ୧୯୧୧୪ ଅଟେ ।[୨] ସେଥି ମଧ୍ୟରୁ ୫୨.୨୩% ଜଣ ପରୁଷ ହୋଇଥିବା ବେଳେ ୪୭.୭୭% ଜଣ ନାରୀ ଅଟନ୍ତି । ଅଫଜଲପୁରର ସାକ୍ଷରତା ହାର ୫୪.୦୨% ଅଟେ । ଏହା ଜାତୀୟ ହାରଠାରୁ ୧୦.୮୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୨.୪୯% ପ୍ରତିଶତ ପୁରୁଷ ଓ ୨୧.୫୩% ନାରୀ ଅଟନ୍ତି । ୧୫.୨୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାକନ୍ନଡ ଅଫଜଲପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.