ଅନୀଲ ଚରଣଜିତ
ଭାରତୀୟ ଅଭିନେତ
ଅନୀଲ ଚରଣଜିତ ଜଣେ ଭାରତୀୟ ଅଭିନେତା ଯିଏକି ଅନୀଲ ମାଙ୍ଗେ ଭାବରେ ମଧ୍ୟ ଜଣାଶୁଣା । ସେ ପିକେ, ସିଂ ଇସ୍ ବ୍ଲିଙ୍ଗ୍, ରଈସ ଓ ହସି ତୋ ଫସି ଭଳି ହିନ୍ଦୀ କଥାଚିତ୍ରରେ କାମ କରିଛନ୍ତି ।[୧] ସେ ସଞ୍ଜୁ ଚଳଚ୍ଚିତ୍ରର "ମେଁ ବଢ଼ିଆ ତୁ ଭି ବଢ଼ିଆ"[୨] ଗୀତରେ ଏକ ବିଶେଷ ଭୂମିକା ଅଭିନୟ କରିଥିଲେ ।[୩]
ଅନୀଲ ଚରଣଜିତ | |
---|---|
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଅନୀଲ ମାଙ୍ଗେ |
ବୃତ୍ତି(ସମୂହ) | ଅଭିନେତା, ହାସ୍ୟ ଅଭିନେତା |
ସକ୍ରିୟ ବର୍ଷ | ୨୦୧୪ – ଏବେଯେଁ |
ଉଚ୍ଚତା | ୫'୯" (୧୭୫ cm) |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅନୀଲ ମଧ୍ୟ ପ୍ରଦେଶର ବାଲାଘାଟର ବାସିନ୍ଦା । ବାଣିଜ୍ୟରେ ସ୍ନାତକ କରିବା ପରେ ସେ ମୁମ୍ବାଇର ହ୍ୱିସିଲିଂ ଉଡ୍ସ୍ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ ।[୧] ତାଙ୍କ ବପା ଜଣେ ବ୍ୟବସାୟୀ ଯାହାଙ୍କ ଇଚ୍ଛା ଥିଲା ପାରିବାରିକ ବ୍ୟବସାୟରେ ଯୋଗ ଯେବାକୁ, କିନ୍ତୁ ସେ ଏହା ବଦଳରେ ଅଭିନୟ କରିବାକୁ ପସନ୍ଦ କରିଥିଲେ ।[୪]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା | ନିର୍ଦ୍ଦେଶକ |
---|---|---|---|
୨୦୧୦ | ହେଲୋ ଡାର୍ଲିଂ | ଆଶିଷ ସିଂହ | ମନୋଜ ତିୱାରୀ |
୨୦୧୧ | ଲଭ୍ ଏକ୍ସପ୍ରେସ୍ | ସୁଜନ ସିଂହ | ସନ୍ନି ଭମ୍ବାନୀ |
୨୦୧୪ | ହସି ତୋ ଫସି | ଅଭିନନ୍ଦନ ମିଶ୍ର | ଭିନିଲ ମାଥ୍ୟୁ |
ପିକେ | ଶିବ ବସ୍ତ୍ର ପରିଧାନ କରିବା ଚରିତ୍ର | ରାଜକୁମାର ହିରାନୀ | |
କାଞ୍ଚି | ସୁବେଦାର | ସୁଭାଷ ଘାଇ | |
୨୦୧୫ | ହିରୋ | ସୋରାଜଙ୍କ ବନ୍ଧୁ | ନିଖିଲ ଆଡଭାନୀ |
ବାଙ୍କି କି କ୍ରେଜି ବାରାତ୍ | ରାଜିନ୍ଦର ସୁଦ୍ | ଅଜାଜ ଖାନ | |
ସିଂ ଇସ୍ ବ୍ଲିଙ୍ଗ୍ | | ପରମେଶ୍ୱର ସିଂହ | ପ୍ରଭାସ ଦେବ | |
୨୦୧୭ | ରାଏସ୍ | କାସୀମ ଭାଇ | ରାହୁଲ hol ୋଲାକିଆ | |
ମୁବାରକାଁ | କୃଷ୍ଣ ଚୈତନ୍ୟ ଶର୍ମା | ଆନିସ୍ ବାଜମି | |
ଗୋଲମାଲ୍ ଏଗେନ୍ | ଟେଲ୍ଲା | ରୋହିତ ଶେଟ୍ଟୀ | |
ଦମ୍ ଦମ୍ ଡୁମ୍ରୋ | ଡୁମ୍ରୋ | ||
୨୦୧୮ | ଗୁଜୁଭାଇ: ମୋଷ୍ଟ ୱାଣ୍ଟେଡ୍ | ଆତଙ୍କବାଦୀ ଶାହାରୁଖ | ଇଶାନ୍ ରଣଦେରିଆ |
ସଞ୍ଜୁ | ରାଜକୁମାର ହିରାନୀ | ||
ସେକେଡ୍ ଗେମ୍ସ | ଛୋଟା ବଦ୍ରିୟା | ଅନୁରାଗ କାଶ୍ୟପ ବିକ୍ରମଦିତ୍ୟ ମୋଟୱାନେ ନୀରଜ ଘାୟନ | |
ନମସ୍ତେ ଇଂଲଣ୍ଡ | ପାକିସ୍ତାନର ବେଆଇନ ପ୍ରବାସୀ | ଭିପୁଲ ଅମୃତଲାଲ ଶାହା | | |
ସିମ୍ବା | ପୁରବ | ରୋହିତ ଶେଟ୍ଟୀ | |
୨୦୧୯ | ସେଟର୍ସ୍ | ଅଶ୍ୱିନୀ ଚୌଧୁରୀ | |
୨୦୨୧ | ଶେର୍ଷା | ନାଏବ ସୁବେଦାର ବଂଶୀଲାଲ ଶର୍ମା | ବିଷ୍ଣୁବର୍ଦ୍ଧନ |
ସୂର୍ଯ୍ୟବଂଶୀ | ଆତ୍ମାରାମ | ରୋହିତ ଶେଟ୍ଟୀ | |
୨୦୨୨ | ଭୁଲ୍ ଭୁଲେୟା ୨ | ରଘୁ | |
ଥାଇ ମସାଜ୍ | ମଙ୍ଗେଶ ହଦାୱାଲେ | ||
ସର୍କସ୍ | ପ୍ରେମ୍ | ରୋହିତ ଶେଟ୍ଟୀ |
ଆଧାର
ସମ୍ପାଦନାବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅନୀଲ ଚରଣଜିତ